JIO ଦେଉଛି ସ୍ୱାଧୀନତା ଦିବସ Offer, ୫ ମାସ ପର୍ଯ୍ୟନ୍ତ ମିଳିବ ଫ୍ରି ଇଣ୍ଟରନେଟ୍ ଓ କଲିଙ୍ଗ ସେବା ! ଶୀଘ୍ର କରନ୍ତୁ ଆବେଦନ ।

JIO ଦେଉଛି ସ୍ୱାଧୀନତା ଦିବସ Offer, ୫ ମାସ ପର୍ଯ୍ୟନ୍ତ ମିଳିବ ଫ୍ରି ଇଣ୍ଟରନେଟ୍ ଓ କଲିଙ୍ଗ ସେବା ! ଶୀଘ୍ର କରନ୍ତୁ ଆବେଦନ ।

ରିଲାଏନ୍ସ ଜିଓ ଏହି ସ୍ଵାଧୀନତା ଦିବସରେ ଏକ ଅଫର ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି । ଯଦି ଆପଣ ଜିଓର ୱାଇରଲେସ୍ ହଟସ୍ପଟ୍ jioFi 4G କିଣନ୍ତି, ତା’ହେଲେ ଆପଣଙ୍କୁ ଜିଓ ତରଫରୁ ଆସନ୍ତା 5 ମାସ ପର୍ଯ୍ୟନ୍ତ ଫ୍ରି ଇଣ୍ଟରନେଟ୍ ଡାଟା ଓ ଜିଓ ଠାରୁ ଜିଓ ନମ୍ବରକୁ ମାଗଣା କଲ୍ ସେବା ମିଳିବ ।

google

JioFi 4Gର ମୂଲ୍ୟ 1999 ଟଙ୍କା ଅଟେ । ଯାହାକୁ କିଣିବା ପାଇଁ ଆପଣଙ୍କୁ ଜିଓର କୌଣସି ମଧ୍ୟ ପ୍ଲାନକୁ ବାଛିବାକୁ ହେବ । ଆପଣ ରିଲାଏନ୍ସ ଷ୍ଟୋରରୁ ଏହି JioFi ହଟସ୍ପଟ୍ କିଣିବା ପରେ ନିଜ ଜିଓ ସିମକୁ ଆକ୍ଟିଭେଟ୍ କରାଇ ନିଅନ୍ତୁ ଓ ଏଥିରେ ଥିବା ଯେକୌଣସି ଅପ୍ସନକୁ ବାଛିବା ପରେ ଏହା କାର୍ଯ୍ୟକାରୀ ହୋଇଯିବ ।

google

ନିଜର ଜିଓ ସିମକୁ ଆକ୍ଟିଭେଟ୍ କରାଇବା ପରେ ଆପଣ ସିମଟିକୁ ଜିଓଫାଇ ହଟସ୍ପଟରେ ପକାଇଦିଅନ୍ତୁ । ଏହାପରେ ଏକଘଣ୍ଟା ମଧ୍ୟରେ ପ୍ଲାନ୍ ଆକ୍ଟିଭେଟ୍ ହୋଇଯିବ । ଏହି ଆକ୍ଟିଭେସନର ସମ୍ପୂର୍ଣ୍ଣ ତଥ୍ୟ ଆପଣ ନିଜର ମାଇଁ ଜିଓ ଆପରେ ପାଇବେ , ଏହି ଜିଓ ଫାଇ ଡିଭାଇସକୁ ଆପଣ କମ୍ପାନୀର ୱେବସାଇଟ ଜରିଆରୁ ମଧ୍ୟ କ୍ରୟ କରିପାରିବେ ।

google

ଜିଓଫାଇର ସବୁଠାରୁ ଶସ୍ତା ପ୍ଲାନ୍ ହେଉଛି Rs:-199 ଟଙ୍କା, ଏହି ପ୍ଲାନରେ ଆପଣ ଦିନକୁ 1.5GB ଡାଟା ପାଇବା ସହିତ ଦୀର୍ଘ 28 ଦିନ ପର୍ଯ୍ୟନ୍ତ ଏହାର ସେବା ନେଇପାରିବେ । ଯଦି ଆପଣ ଏହି ପ୍ଲାନ ବଦଳରେ 99 ଟଙ୍କା ଅଧିକ ଦେଇ ଅନ୍ୟ ପ୍ଲାନଟି କିଣନ୍ତି ତାହେଲେ ଆପଣ ଏଥିରେ ଜିଓର ପ୍ରାଇମ ମେମ୍ବର ହୋଇଯିବେ ଓ ଆପଣଙ୍କୁ ଏଥିରେ ପ୍ରତିଦିନ 1.5GB ଡାଟା ମିଳିବା ସହିତ, ପ୍ରତି 28 ଦିନପରେ ଅଫନେଟ୍ କଲିଂ 1000 ମିନିଟର 140 ଦିନ ପର୍ଯ୍ୟନ୍ତ ମିଳିବ ଓ 100 ନ୍ୟାଶନଲ ଏସଏମଏସ ସୁବିଧା ମଧ୍ୟ ମିଳିବ ।

google

ଜିଓଫାଇର ଦ୍ଵିତୀୟ ଅଫର ହେଉଛି RS:-249 । ଏଥିରେ ଆପଣଙ୍କୁ 28 ଦିନ ପର୍ଯ୍ୟନ୍ତ ପ୍ରତିଦିନ 2GB ଡାଟା ମିଳିବ । ଏଥିରେ ମଧ୍ୟ ଆପଣ 99 ଟଙ୍କା ଅତିରିକ୍ତ ଦେଇ ଏହାର ପ୍ରାଇମ ମେମ୍ବର ହୋଇପାରିବେ । ଏଥିରେ ମଧ୍ୟ ଅଫନେଟ୍ କଲିଂ 1000 ମିନିଟର 112 ଦିନ ପର୍ଯ୍ୟନ୍ତ ମିଳିବ ଓ 100 ନ୍ୟାଶନଲ ଏସଏମଏସ ସୁବିଧା ମଧ୍ୟ ମିଳିବ ।

google

ଜିଓର ତୃତୀୟ ପ୍ଲାନ୍ ବିଷୟରେ କହିବାକୁ ଗଲେ ,ଏହି ପ୍ଲାନ୍ ଆପଣଙ୍କୁ RS:-349ରେ ମିଳିବ । ଏଥିରେ ଆପଣଙ୍କୁ ପ୍ରତିଦିନ 3GB ଡାଟା ମିଳିବ । ଏଥିରେ ମଧ୍ୟ ଆପଣ 99 ଟଙ୍କା ଅତିରିକ୍ତ ପୈଠ କରି ପ୍ରାଇମ୍ ମେମ୍ବରସିପ ନେଇପାରିବେ । ଯେଉଁଥିରେ ଆପଣଙ୍କୁ ଅନନେଟ୍ ଅନଲିମିଟେଡ଼ କଲ ସହିତ ମଧ୍ୟ ଅଫନେଟ କଲିଂ 1000 ମିନିଟର 84ଦିନ ପର୍ଯ୍ୟନ୍ତ ମିଳିବ ଓ 100 ନାଶନଲ ଏସଏମଏସ ସୁବିଧା ମଧ୍ୟ ମିଳିବ ।

Leave a Reply

Your email address will not be published. Required fields are marked *