ଜନ୍ନତ ଜୁବେର ରହମାନିଙ୍କୁ ବହୁତ ପସନ୍ଦ କରୁଥିଲେ ଟିଭି ଇଣ୍ଡଷ୍ଟ୍ରିର ଏହି ୩ ଜଣ ଲୋକପ୍ରିୟ ଅଭିନେତା !

ଜନ୍ନତ ଜୁବେର ରହମାନିଙ୍କୁ ବହୁତ ପସନ୍ଦ କରୁଥିଲେ ଟିଭି ଇଣ୍ଡଷ୍ଟ୍ରିର ଏହି ୩ ଜଣ ଲୋକପ୍ରିୟ ଅଭିନେତା !

ଟିଭି ଜଗତର ଗୋଟିଏ ଏଭଳି ବାଳ କଳାକାର ଥିଲେ ଯିଏକି ଛୋଟ ବେଳରୁ ନିଜ ଦମଦାର୍ ଅଭିନୟ ଦ୍ୱାରା ଅନେକ ଲୋକଙ୍କ ହୃଦୟକୁ ଜିତିଥିଲେ । ଯିଏକି “ଫୁଲବା” ଧାରାବାହିକରେ ଫୁଲବା ଚରିତ୍ରରେ ଅଭିନୟ କରିଥିଲେ ଲୋକଙ୍କ ଠାରୁ ବହୁତ ପ୍ରଶଂସା ହାସଲ କରିଥିଲେ । କିନ୍ତୁ ସେ ବର୍ତ୍ତମାନ ମୁଖ୍ୟ ଭୂମିକାରେ ଅଭିନୟ କରି ଓ ନିଜ ସୁନ୍ଦର ଲୁକ୍ ଦ୍ୱାରା ଅନେକ ଲୋକଙ୍କୁ ବହୁତ ଆକର୍ଷିତ କରୁଛନ୍ତି । ତାଙ୍କ ସୁନ୍ଦରତାରେ କେବଳ ଦର୍ଶକମାନେ ହିଁ ନୁହଁ ଟିଭି ଜଗତର ଏହି ୩ ଅଭିନେତା ମଧ୍ୟ ତାଙ୍କ ସୁନ୍ଦରତାର ଦିୱାନା ହୋଇଯାଇଛନ୍ତି । ତାଙ୍କୁ ପାଇବାକୁ ଇଚ୍ଛା ରଖୁଛନ୍ତି ଓ ତାଙ୍କ ସହିତ ମିଶି କାମ କରିବାକୁ ଚାହୁଁଛନ୍ତି । ତେବେ ଚାଲନ୍ତୁ ସେହି ଅଭିନେତାଙ୍କ ବିଷୟରେ ଜାଣିବା ।

୧) କରନ୍ ଜଟୱାନି –

google

ଅଭିନେତା କରନ୍ ଜଟୱାନି ସେ ଅଟନ୍ତି, ଯିଏକି ଧାରାବାହିକ “ଆପକେ ଆ ଜାଣେ ସେ”ରେ ଅଭିନେତ୍ରୀ ଜନ୍ନତ ଜୁବେରଙ୍କ ସହ ମିଶି କାମ କରିଥିଲେ । ଏହି ଧାରାବାହିକରେ କରନ୍ ଜଟୱାନି ମୁଖ୍ୟ ଭୂମିକାରେ ଥିଲେ । ଏହି ଧାରାବାହିକରେ ମିଶି କାମ କରୁଥିବାବେଳେ କରନ୍ ଜଟୱାନି, ଜନ୍ନତ ଜୁବେରଙ୍କ ସୁନ୍ଦରତା ଦେଖି ତାଙ୍କ ଦିୱାନା ହୋଇଯାଇଥିଲେ । ଆଜିମଧ୍ୟ କରନ୍ ଜଟୱାନି, ଜନ୍ନତ ଜୁବେରଙ୍କ ସହିତ କାମ କରିବାକୁ ଇଚ୍ଛୁକ ।

୨) ରିତବିକ୍ ଆରୋଡ଼ା –

google

ଆପଣମାନେ ମଧ୍ୟ ନିଶ୍ଚୟ ରୂପେ ଜାଣିଥାଇ ପାରନ୍ତି କି, ରିତବିକ୍ ଆରୋଡ଼ା, ଜନ୍ନତ ଜୁବେରଙ୍କ ବଡ଼ ଦିୱାନା ଅଟନ୍ତି । ସେ ଜନ୍ନତ ଜୁବେରଙ୍କ ସହିତ ମିଶି ଧାରାବାହିକ “ତୁ ଆସିକି”ରେ କାମ କରିଥିଲେ । ଯେଉଁଥିରେକି ରିତବିକ୍ ଆରୋଡ଼ା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ରିତବିକ୍ ଆରୋଡ଼ା ଗୋଟିଏ ଇଣ୍ଟରଭ୍ୟୁରେ କହିଥିଲେ କି, ଜନ୍ନତ ଜୁବେର ଏତେ ସୁନ୍ଦର ଅଟନ୍ତି କି, ତାଙ୍କ ସହିତ ମିଶି କେହି ହେଲେ ଅଭିନୟ କରିବାକୁ ଚାହିଁବେ ।

୩) ସିଦ୍ଧାର୍ଥ ନିଗମ୍ –

google

ସେ ବର୍ତ୍ତମାନ ସମୟରେ “ଆଲାଦିନ୍ ନାମ ତ ଶୁଣା ହୋଗା” ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସିଦ୍ଧାର୍ଥ ନିଗମ୍ ଓ ଜନ୍ନତ ଜୁବେରଙ୍କ ଭଲ ସମ୍ପର୍କ ଅଛି । ସେମାନେ ଦୁହେଁ ବହୁତ ସମୟ ବିତାଇଥାନ୍ତି ଓ ସୋସିଆଲ ଏକାଉଣ୍ଟରେ ତାଙ୍କ ଦୁହେଁଙ୍କ ଫୋଟ ଗୁଡ଼ିକ ସେୟାର କରନ୍ତି । ଯାହା ଦେଖି ଜାଣିହେବ କି, ଦୁହେଁଙ୍କ ମଧ୍ୟରେ କେତେ ମିତ୍ରତା ଅଛି । ସେ ମଧ୍ୟ ଥରେ କହିଥିଲେ କି, ସେ ଜନ୍ନତ ଜୁବେରଙ୍କ ସହିତ ମିଶି କାମ କରିବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *