ମହିଳାଙ୍କ ବିଷୟରେ ତୁଳସୀ ଦାସ କହିଛନ୍ତି ଏହି ଗୋପନୀୟ ବିଷୟ ……..

ମହିଳାଙ୍କ ବିଷୟରେ ତୁଳସୀ ଦାସ କହିଛନ୍ତି ଏହି ଗୋପନୀୟ ବିଷୟ ……..

ମହିଳାଙ୍କ ବିଷୟରେ ତୁଳସୀ ଦାସ କହିଛନ୍ତି ଏହି ଗୋପନୀୟ ବିଷୟ , ଜାଣି ନିୟନ୍ତୁ ନଚେତ ପଶ୍ଚୟତାପ କରିବା ପାଇଁ ପଡିଥାଏ ।

ଏହି ବିଷୟ ଆପଣ ସମସ୍ତେ ଜାଣିଥିବେ ଯେ ଆମ ଶାସ୍ତ୍ରରେ ମନୁଷ୍ୟର ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରକାରର ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରାଯାଇଛି । କିଛି ଏହିପରି ବିଷୟ ବର୍ଣନା କରାଯାଇଛି ଯାହାକୁ ଜାଣିବା ପରେ ମହିଳାଙ୍କୁ ବୁଝିବା କିଛି ପରିମାଣରେ ସହଜ ହୋଇପାରିବ । ଏହି ବିଷୟ ସତ୍ୟ ଅଟେ ନାରୀ ଭାରତୀୟ ପରିବାରରେ ଲକ୍ଷ୍ମୀ ରୂପରେ ପରିଚିତ । ମାଆ ଅନ୍ନପୂର୍ଣା ମହିଳାଙ୍କୁ ପୋଷଣର ବରଦାନ ଦେଇଛନ୍ତି । ଏହା ବହୁତ ପୁରାତନ ଅଟେ ଯେଉଁଠି ନାରୀଙ୍କୁ ପୂଜା କରାଯାଉଥିଲା । ଭିନ୍ନ ଭିନ୍ନ ଶାସ୍ତ୍ରରେ ସୌଭାଗ୍ୟବତୀ ସ୍ତ୍ରୀଙ୍କ କିଛି ଲକ୍ଷଣ ବର୍ଣିତ ରହିଛି ।

ଆଜି ଆମେ ଆପଣଙ୍କୁ ଏକ ପ୍ରସିଦ୍ଧ କବିଙ୍କ ଦ୍ୱାରା ମହିଳାଙ୍କ ପାଇଁ କୁହାଯାଇଥିବା କିଛି ବିଷୟ ଜଣାଇବୁ । ଏଠାରେ ଆମେ ସେହି ମହାନ କବି ତୁଳସୀଦାସଙ୍କ ବିଷୟରେ କହିବୁ ଯିଏ ମହିଳାଙ୍କ ବିଷୟରେ କିଛି ଏହିପରି ବିଷୟ କହିଛନ୍ତି ଯାହା ମନୁଷ୍ୟ ଜୀବନରେ ମହତ୍ତ୍ୱ ରଖିଥାଏ ।

ତୁଳସୀଦାସ ନିଜ ଦୋହା ଜରିଆରେ କହିଛନ୍ତି ମହିଳାମାନେ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସେମାନଙ୍କ ପଛରେ କୌଣସି ମଧ୍ୟ ବ୍ୟକ୍ତି ମୂର୍ଖ ହୋଇପାରେ । ଏହା ମଧ୍ୟ ହୋଇପାରେ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ନାରୀଙ୍କ ପଛରେ ପଡିଲେ ମୂର୍ଖ ହୋଇଯାଇଥାନ୍ତି । ଠିକ ସେହିପରି ମୟୁର ଦେଖିବା ପାଇଁ ସୁନ୍ଦର ହୋଇଥାଏ କିନ୍ତୁ ଯେତେବେଳେ ସାପ ଖାଇଥାଏ ସେହି ସମୟରେ ମୟୁର ସବୁକିଛି ଭୁଲିଯାଇଥାଏ ଅର୍ଥାତ ଏହାର ଅର୍ଥ ହେଉଛି ଭୁଲରେ ମଧ୍ୟ କୌଣସି ବ୍ୟକ୍ତିକୁ ସୁନ୍ଦରତା ପଛରେ ପଡିବା ଉଚିତ ନୁହେଁ ।

ଜାଣନ୍ତୁ ସ୍ତ୍ରୀ ସମ୍ବନ୍ଧିତ କିଛି ଗୋପନୀୟ ବିଷୟ

ସ୍ତ୍ରୀଙ୍କ ବିଷୟରେ ଦ୍ଵିତୀୟ ବିଷୟ ତୁଳସୀଦାସ କହିଛନ୍ତି ଯେ ଯେଉଁ ପୁରୁଷ ନିଜ ସ୍ତ୍ରୀ ଏବଂ ମାଆଙ୍କ ବ୍ୟତୀତ ବାକି ସ୍ତ୍ରୀ ,ଭଉଣୀ କିମ୍ବା ମାଆଙ୍କୁ ସଂମ୍ମାନ ଜଣାନ୍ତି ସେହି ବ୍ୟକ୍ତିଙ୍କ ହୃଦୟରେ ସ୍ୱୟଂ ଭଗବାନ ବାସ କରନ୍ତି ଏବଂ ସେହି ବ୍ୟକ୍ତିର ହୃଦୟ ବହୁତ ସୁଦ୍ଧ ଏବଂ ପବିତ୍ର ହୋଇଥାଏ ।

ଏହା ବ୍ୟତୀତ ତୁଳସୀଦାସ ଏହା ମଧ୍ୟ କହିଛନ୍ତି ଆମକୁ ଆମ ଜୀବନରେ ଧିରଜ,ଧର୍ମ,ମିତ୍ର ଏବଂ ପତ୍ନୀଙ୍କ ପରୀକ୍ଷା ଅସୁବିଧା ସମୟରେ ନେବା ଉଚିତ କାରଣ ସେହି ସମୟରେ ଜଣା ପଡିଥାଏ କିଏ ନିଜର ଏବଂ କିଏ ପର ଅଟେ । ତୁଳସୀ ଦାସ କହିଛନ୍ତି ଗୁରୁ,ରାଜନେତା ଏବଂ ବୈଦ୍ୟ ଯଦି ଆପଣଙ୍କ ସହ ସ୍ୱାର୍ଥ ଭାବ ରଖି ପ୍ରେମରେ କଥାବାର୍ତ୍ତା କରନ୍ତି ତେବେ ଏହି ତିନିଜଣଙ୍କ ଜୀବନ ଖୁବ ଶୀଘ୍ର ସମାପ୍ତ ହୋଇଯିବ । ତୁଳସୀ ଦାସ କହିଛନ୍ତି କୌଣସି ବଡ଼ ପଦରେ ସ୍ଥାପିତ ବ୍ୟକ୍ତି ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିଛନ୍ତି ତେବେ ଖୁବଶୀଘ୍ର ସେମାନଙ୍କ ବିନାଶ ହୋଇପାରେ ।

ଯେଉଁମାନେ ନିଜ ପତ୍ନୀଙ୍କ କଥା ନଶୁଣି କାର୍ଯ୍ୟ କରନ୍ତି ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ପରାଜୟ ବରଣ ହୋଇଥାଏ ସେମାନଙ୍କ ମୃତ୍ୟୁ ମଧ୍ୟ ସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *