ଉଚ୍ଚତା ବୃଦ୍ଧି କରିବାର ଅଛି ତେବେ ଏହାର ସେବନ କରନ୍ତୁ । ଗୋଟିଏ ସପ୍ତାହରେ ୪ ରୁ ୬ ଇଞ୍ଚ ଉଚ୍ଚତା ବୃଦ୍ଧି ପାଇବ !

ଉଚ୍ଚତା ବୃଦ୍ଧି କରିବାର ଅଛି ତେବେ ଏହାର ସେବନ କରନ୍ତୁ । ଗୋଟିଏ ସପ୍ତାହରେ ୪ ରୁ ୬ ଇଞ୍ଚ ଉଚ୍ଚତା ବୃଦ୍ଧି ପାଇବ !

ଦୁନିଆର ସବୁ ଲୋକମାନେ ଲମ୍ବା ଶରୀରକୁ ବହୁତ ପସନ୍ଦ କରନ୍ତି । କାରଣ ଶରୀର ଅଧିକ ଲମ୍ବା ଥିଲେ ଆକର୍ଷିତ ଓ ସୁନ୍ଦର ଦେଖାଯାଇଥାଏ । ଆପଣଙ୍କ ଶରୀରର ଉଚ୍ଚତା ଯଦି କମ୍ ଅଛି ଓ ତାହାକୁ ଯଦି ବଢ଼େଇବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଘରଇ ଉପଚାର କହିବାକୁ ଯାଉଛୁ ଯାହାକୁ ଆପଣ ପାଳନ କରିଲେ ନିଜ ଶରୀରର ଉଚ୍ଚତାକୁ ବୃଦ୍ଧି କରିପାରିବେ । କିଛି ଲୋକଙ୍କ ଉଚ୍ଚତା ମଧ୍ୟମର, କିଛି ଲୋକଙ୍କର ବହୁତ ଛୋଟ ଓ କିଛି ଲୋକଙ୍କ ବହୁତ ଅଧିକ ଉଚ୍ଚ ହୋଇଥାଏ । ତେବେ ଏଭଳି କାହିଁକି ହୋଇଥାଏ, ଆସନ୍ତୁ ସେହି ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ଉଚ୍ଚତା ସାଧାରଣ ରୂପେ ଜେନେଟିକ୍ ହୋଇଥାଏ ଅର୍ଥାତ ବାପା ଓ ମାଙ୍କ ଉଚ୍ଚତା ଯଦି ଅଧିକ ଥିବ, ତେବେ ଆମ ଉଚ୍ଚତା ମଧ୍ୟ ଅଧିକ ହେବ । ଯଦି ଆମ ବାପା ମାଆଙ୍କ ଉଚ୍ଚତା ଯଦି କମ୍ ଥିବ, ତେବେ ଆମ ଉଚ୍ଚତା ମଧ୍ୟ କମ୍ ହେବ । ପୁଅମାନଙ୍କ ଉଚ୍ଚତା ଛୋଟବେଳେ ବହୁତ ଶୀଘ୍ର ବଢ଼ିଯାଇଥାଏ, ଯାହାକି ୧୧ ରୁ ୧୮ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଉଚ୍ଚତା ବହୁତ ଗତିରେ ବଢ଼ିଥାଏ ଓ ୨୪ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଉଚ୍ଚତା ବଢ଼ିଥାଏ । କିନ୍ତୁ ୧୮ ବର୍ଷ ପର ଠାରୁ ପୁଅପିଲାଙ୍କ ଉଚ୍ଚତା ବୃଦ୍ଧି ହେବାର ମାତ୍ରା କମିଯାଇଥାଏ । ସେହିଭଳି ଝିଅମାନଙ୍କ ପିରିଅଡ଼୍ସ ଆରମ୍ଭ ହେବା ପୂର୍ବରୁ ସେମାନଙ୍କ ଉଚ୍ଚତା ବହୁତ ବଢ଼ିଥାଏ । ମାନେ ୧୨ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କ ଉଚ୍ଚତା ବହୁତ ଗତିରେ ବଢ଼ିଥାଏ । ଯାହାକି ୧୮ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଉଚ୍ଚତା ବଢ଼ିଥାଏ । ଉଚ୍ଚତା କେତେବେଳେ ବଢ଼ିଥାଏ ଓ କେତେବେଳେ ଉଚ୍ଚତା ବଢ଼ିବା ବନ୍ଦ ହୋଇଯାଏ, ସେଭଳି କିଛି ସମୟ ନଥାଏ । ଏହା ପ୍ରତ୍ୟେକ ମଣିଷ ପାଖରେ ଅଲଗା ଅଲଗା ହୋଇଥାଏ, କାରଣ ସମସ୍ତଙ୍କର ଖାଇବା ପିଇଁବା ଲାଇଫ୍ ଷ୍ଟାଇଲ ଭିନ୍ନ-ଭିନ୍ନ ଥାଏ । କେତେ ଜଣଙ୍କ ବହୁତ ଶୀଘ୍ର ଉଚ୍ଚତା ବଢ଼ି, ତାହାପରେ ତାହା ବନ୍ଦ ହୋଇଯାଏ ଓ କେତେକ ଲୋକଙ୍କ ଉଚ୍ଚତା ବହୁତ ସମୟ ପର୍ଯ୍ୟନ୍ତ ବଢ଼ିଥାଏ ।

ଆମ ପ୍ରତ୍ୟେକ ଅଙ୍ଗମାନଙ୍କ ପାଇଁ ଅଲଗା ଅଲଗା ହରମୋନ୍ ଥାଏ, ସେହିଭଳି ଆମ ଉଚ୍ଚତା ପାଇଁ ଗୋଟିଏ ହରମୋନ୍ ଅଛି ଯାହାକୁ ହ୍ୟୁମାନ ଗ୍ରଥ୍ ହରମୋନ୍ କୁହାଯାଏ । ଆମ ଦେହରେ ଥିବା ପିଟୁଟେରୀ ଗ୍ଲାଣ୍ଡ ଆମ ସମସ୍ତଙ୍କ ହରମୋନ୍ର ଗ୍ରଥକୁ ବଢ଼ାଇ ଥାଏ । ଯଦି ଆମ ଶରୀରର ହରମୋନ୍ ବଢ଼ିବ ନହିଁ, ତେବେ ଆମ ଉଚ୍ଚତା ମଧ୍ୟ ବଢ଼ିବ ନାହିଁ । ଆପଣଙ୍କ ଶରୀରରେ କ୍ୟାଲସିୟମ, ଭିଟାମିନ ଡ଼ି, ଜିଙ୍କ ଏହି ସବୁ କମ୍ ମାତ୍ରାରେ ଅଛି, ତେବେ ଏହା ଯୋଗୁଁ ମଧ୍ୟ ଶରୀରର ଉଚ୍ଚତା ବଢ଼ିବ ନାହିଁ । ଏଭଳି କିଛି କାରଣ ଯୋଗୁଁ ଆମ ଶରୀରର ଉଚ୍ଚତା ବଢ଼ି ନଥାଏ । ତେବେ ଚାଲନ୍ତୁ ସେହି ଘରଇ ଉପଚାର ବିଷୟରେ ଜାଣିବା ଯାହାକୁ ଆପଣ ପାଳନ କରିଲେ ଆପଣଙ୍କ ଉଚ୍ଚତା ନିଶ୍ଚୟ ରୂପେ ବଢ଼ିବ ।

କଳା ରାଶି –

google

କଳା ରାଶିରେ ଫୋସଫରସ୍ ଥାଏ, ଯାହାକି ଆମ ହାଡ଼କୁ ଶୀଘ୍ର ଶକ୍ତ କରିଥାଏ ଓ ଆମ ଶରୀରର ଉଚ୍ଚତାକୁ ବଢ଼ାଇ ଥାଏ । ଗୋଟିଏ ଛୋଟ ପ୍ଲେଟ ନିଅନ୍ତୁ ସେଥିରେ ଗୋଟିଏ ଛୋଟ ଚାମଚରେ କଳା ରାଶି ନିଅନ୍ତୁ ଏଥିରେ ୭ଟି ପିସ୍ତା ବାଦାମ ମିଶାନ୍ତୁ ଓ ୨ ଚାମଚ ଅଶ୍ୱଗନ୍ଧା ଚୁର୍ଣ ମିଶାନ୍ତୁ ଏହାପରେ ଏହି ୩ଟିକୁ ଭଲଭାବରେ ମିଶାଇ ଦିଅନ୍ତୁ । ଏହାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ।

google
google

ସେବନ ବିଧି –

ଏହାକୁ ଆପଣ କ୍ଷୀରରେ ପିଇଁ ପାରିବେ, ଯଦି ଆପଣଙ୍କୁ କ୍ଷୀର ପସନ୍ଦ ନୁହେଁ ତେବେ ହାଲୁକା ଗରମ ପାଣିରେ ମିଶାଇ ପିଅନ୍ତୁ । ଏହାକୁ ଖାଇବା ପୂର୍ବରୁ ଅଧିକ ମାତ୍ରାରେ ପୌଷ୍ଟିକ ଖାଦ୍ୟ ଖାନ୍ତୁ । ସବୁଜ ପନିପରିବା ଓ ସଲାଡ଼ ଖାନ୍ତୁ । ଫାଷ୍ଟ ଫୂଡ଼, ଜଙ୍କ ଫୂଡ଼ ଓ ଅଧିକ ତେଲ ମସଲାର ଖାଦ୍ୟ ଠାରୁ ଦୂରେଇ ରହନ୍ତୁ । ପ୍ରତ୍ୟେକ ଦିନ ଯୋଗ କିମ୍ବା ଏକ୍ସର୍ସାଇଜ୍ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଶରୀରର ଉଚ୍ଚତା ବଢ଼ିବ । ଏହାକୁ ପ୍ରତ୍ୟେକ ଦିନ ରାତ୍ରରେ ଗୋଟିଏ ଚାମଚ କ୍ଷୀର ସହିତ ସେବନ କରିବେ । ଏହି ଚୁର୍ଣକୁ ଯଦି ଆପଣ ଓଟ କ୍ଷୀର ସହିତ ମିଶାଇ ପିଇଁବେ ତେବେ ଆପଣଙ୍କ ଉଚ୍ଚତା ଶୀଘ୍ର ଶୀଘ୍ର ବଢ଼ିବ ।

google

କାରଣ ସେଥିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ, ଯାହାକି ଆମ ହାଡ଼କୁ ଶକ୍ତ କରିଥାଏ ଓ ଉଚ୍ଚତା ବଢ଼େଇବା ପାଇଁ ସହାୟତା ହୋଇଥାଏ । ଓଟ କ୍ଷୀରତ ସବୁ ଜାଗାରେ ପାଇପାରିବେ ନାହିଁ ତେଣୁ ଗାଈର କ୍ଷୀରରେ ସେବନ କରନ୍ତୁ । ଯଦି କ୍ଷୀର ପସନ୍ଦ ନୁହେଁ ତେବେ ଉଷୁମ ପାଣିରେ ସେବନ କରିପାରିବେ । ଏହାକୁ ରାତ୍ରରେ ଭୋଜନ କରିବା ୨ ଘଣ୍ଟା ପରେ ସେବନ କରିବେ । ଏହାକୁ ୩୦ ରୁ ୪୦ ଦିନ ନିରନ୍ତର ଖାଇବା ଦ୍ୱାରା ଆପଣଙ୍କ ଉଚ୍ଚତା ନିଶ୍ଚୟ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *