ଟିଭି ଜଗତର ଏହି ୩ଟି ଲୋକପ୍ରିୟ ଅଭିନେତାଙ୍କ ଭଉଣୀ ଦେଖିବାକୁ ଅଟନ୍ତି ଖୁବ୍ ସୁନ୍ଦରୀ ଏବଂ ହଟ୍ ।

ଟିଭି ଜଗତର ଏହି ୩ଟି ଲୋକପ୍ରିୟ ଅଭିନେତାଙ୍କ ଭଉଣୀ ଦେଖିବାକୁ ଅଟନ୍ତି ଖୁବ୍ ସୁନ୍ଦରୀ ଏବଂ ହଟ୍ ।

ଟିଭି ଜଗତର ଛୋଟ ପରଦାରେ ପ୍ରତ୍ୟେକ ବର୍ଷ ଅନେକ ଧାରାବାହିକ ପ୍ରସାରଣ ହୋଇଥାଏ । ଯାହାକି ଅଧିକାଂଶ ରୂପେ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ । ଚଳଚିତ୍ରକୁ ଦେଖିବାକୁ ଲୋକମାନେ ଯେଉଁଭଳି ଭଲ ପାଇଥାନ୍ତି, ସେହିଭଳି ଧାରାବାହିକକୁ ଦେଖିବାକୁ ମଧ୍ୟ ବହୁତ ଭଲ ପାଆନ୍ତି । ଆଜି କିଛି ଧାରାବାହିକର ଲୋକପ୍ରିୟ ଅଭିନେତାଙ୍କ ଅସଲି ଜୀବନର ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ।

୧) ମୌସିନ୍ ଖାନ୍ –

“ୟେ ରିସ୍ତା କ୍ୟା କେହେଲାତା ହେ” ଧାରାବାହିକର ଲୋକପ୍ରିୟ ଅଭିନେତା ମୌସିନ୍ ଖାନଙ୍କ ଆଜି ଭାରତରେ ଅନେକ ପ୍ରଶଂସକ ଅଛନ୍ତି । ୨୦୧୪ ଠାରୁ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ମୌସିନ୍ ଖାନ୍ ଗୁଜୁରାଟର ମୁସଲିମ୍ ପରିବାରରୁ ଅଟନ୍ତି । ମୌସିନ୍ ଖାନ୍ ଭଉଣୀଙ୍କ ନାମ ହେଉଛି ଜେବା ଖାନ୍ ଯିଏ କି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

୨) ଶକ୍ତି ଆରୋଡ଼ା –

ଟିଭି ଅଭିନେତା ଶକ୍ତି ଆରୋଡ଼ା ନିଜ ଦମଦାର ଅଭିନୟ ଦ୍ୱାରା ଅନେକ ଭାରତୀୟ ଲୋକଙ୍କ ହୃଦୟକୁ ଜିତିଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଶକ୍ତି ଆରୋଡ଼ା ଏକ ଅଭିନେତା ହେବା ସହ ସେ ଏକ ଟିଭି ହୋଷ୍ଟ ଓ ମୋଡେଲ ମଧ୍ୟ ଅଟନ୍ତି । ଶକ୍ତି ଆରୋଡ଼ାଙ୍କ ଦୁଇ ବଡ଼ ଭଉଣୀ ଅଛନ୍ତି ।

୩) ମହମ୍ମଦ ନାଜିମ –

ମହମ୍ମଦ ନଜିର ସାଥ୍ ନିଭାନା ସାଥିୟା ଧାରାବାହିକରେ ଆହେମ ମୋଦିଙ୍କ ଭୂମିକାରେ ଅଭିନୟ କରନ୍ତି । ମହମ୍ମଦ ନାଜିମ୍ ୨୦୦୯ ଠାରୁ ଛୋଟ ପରଦାରେ କାମ କରୁଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ତାଙ୍କ ଭଉଣୀଙ୍କ ନାମ ହେଉଛି, ନେଲା ପାରବିନ୍ । ତାଙ୍କର ବିବାହ ମଧ୍ୟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *