ହଂସୀକା ଶୀଘ୍ର ବଡ଼ ହୋଇ ଅଭିନେତ୍ରୀ ହେବାପାଇଁ ହରମୋନ ଇଂଜେକସନ ଲଗାଇଥିଲେ ଓ ବଡ଼ ହୋଇଗଲେ କିନ୍ତୁ…..

ହଂସୀକା ଶୀଘ୍ର ବଡ଼ ହୋଇ ଅଭିନେତ୍ରୀ ହେବାପାଇଁ ହରମୋନ ଇଂଜେକସନ ଲଗାଇଥିଲେ ଓ ବଡ଼ ହୋଇଗଲେ କିନ୍ତୁ…..

ଫିଲ୍ମ ‘କୋଇ ମିଲ ଗୟା’ରେ ହଂସୀକା ମୋଟବାନୀ ବହୁତ ଛୋଟ ଥିଲେ । କିନ୍ତୁ ୪ବର୍ଷ ପରେ ଯେତେବେଳେ ସେ ହୀମେଶ ରେଶମୀୟଙ୍କ ଅଭିନେତ୍ରୀ ହୋଇ ଆସିଲେ ସେତେବେଳେ ସମସ୍ତେ ହଂସୀକାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ହଂସୀକା ମୋଟବାନୀ ଦକ୍ଷିଣ ଭାରତୀୟ ଫିଲ୍ମ ଦୁନିଆର ଜଣେ ଲୋକପ୍ରିୟ ଅଭନେତ୍ରୀ ଅଟନ୍ତି । ସେ ଦକ୍ଷିଣ ଭାରତର ଅନେକ ଫିଲ୍ମରେ କାମ କରି ସାରିଛନ୍ତି । ସେ ଅନେକ ଲୋକପ୍ରିୟ ଧାରାବାହିକରେ ଏକ ଶିଶୁ କଳାକାର ରୂପରେ ଅଭିନୟ କରି ସାରିଛନ୍ତି । ଫିଲ୍ମ ‘କୋଇ ମିଲ ଗୟା’ରେ ମଧ୍ୟ ସେ ଶିଶୁ କଳାକାର ରୂପରେ ଦେଖା ଯାଇଥିଲେ । ୨୦୦୭ ମସିହାରେ ହୀମେଶ ରେଶମୀୟଙ୍କ ସହ ଆସିଥିବା ତାଙ୍କର ଚଳଚିତ୍ର ‘ଆପ କା ସୁରୁର’ ବହୁତ ଲୋକପ୍ରିୟତା ହାସଲ କରିଥିଲା । ହଂସୀକା ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ ଦୁନିଆର ଏକ ଜଣାଶୁଣା ଅଭିନେତ୍ରୀ ହୋଇ ସାରିଛନ୍ତି । ‘କୋଇ ମିଲ ଗୟା’, ‘ଜାଗୋ’, ‘ହଵା’ ଭଳି ଫିଲ୍ମରେ ଏକ ଶିଶୁ କଳାକାର ରୂପରେ ତାଙ୍କୁ ଦର୍ଶକଙ୍କ ଠାରୁ ବହୁତ ପ୍ରେମ ମିଳିଥିଲା ।

ବଡ଼ ହେବାପାଇଁ ହରମୋନ ଇଂଜେକସନ ଲଗାଇଥିଲେ :

…..

Google

୨୦୦୩ ମସିହାର ଫିଲ୍ମ ‘କୋଇ ମିଲ ଗୟା’ରେ ହଂସୀକା ଏକ ଶିଶୁ କଳାକାର ରୂପରେ ଦେଖା ଦେଇଥିଲେ କିନ୍ତୁ ଯେତେବେଳେ ସେ ୨୦୦୭ରେ ହୀମେଶ ରେଶମୀୟଙ୍କ ଫିଲ୍ମ ‘ଆପ କା ସୁରୁର’ରେ ଏକ ଅଭିନେତ୍ରୀ ରୂପରେ ଆସିଲେ, ସେତେବେଳେ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲୋକେ ଚିନ୍ତା କରିବାକୁ ଲାଗିଲେ ଯେ, କିଛି ବର୍ଷ ପୂର୍ବରୁ ଏତେ ଛୋଟ ଦେଖା ଯାଉଥିବା ଝିଅ ହଠାତ୍ ଏତେ ଶୀଘ୍ର ବଡ଼ ହୋଇପାରିବ ! ସେହି ସମୟରେ ଏହା ଅପପ୍ରଚାର ହୋଇଥିଲା ଯେ, ହଂସୀକା ଶୀଘ୍ର ବଡ଼ ହୋଇ ଅଭିନେତ୍ରୀ ହେବା ପାଇଁ ହରମୋନ ଇଂଜେକସନ ବ୍ୟବହାର କରିଥିଲେ । ସେ ନିଜେ ଏହି କଥାର କେବେ ମଧ୍ୟ ସ୍ପଷ୍ଟୀକରଣ କରିନଥିଲେ । ୨୦୦୭ ମସିହାରେ ଦକ୍ଷିଣ ଭାରତୀୟ ଫିଲ୍ମ ‘ଦେଶମୁଦୁର’ରେ ଦେଖା ଦେଇଥିଲେ ଏବଂ ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାରର ଅତି-ଉତ୍ତମ ଅଭିନେତ୍ରୀର ଉପାଧି ମିଳିଥିଲା ।

ମାଆ ତ୍ଵଚା ବିଶେଷଜ୍ଞ ଅଟନ୍ତି :

Google

ଖବର ଅନୁସାରେ, ହଂସୀକାଙ୍କ ମାଆ ତ୍ଵଚା ବିଶେଷଜ୍ଞ ଅଟନ୍ତି ଏବଂ ହଠାତ୍ ହଂସୀକା ଶୀଘ୍ର ବଡ଼ ହେବାର ରହସ୍ୟ ହରମୋନ ଇଂଜେକସନ ନେବା ଅଟେ । ଯେତେବେଳେ ହଂସୀକାଙ୍କ ଫିଲ୍ମ ‘ଆପ କା ସୁରୁର’ ଆସିଥିଲେ, ସେତେବେଳେକୁ ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା ଏବଂ ସେ ନିଜ ବୟସ ଠାରୁ ୧୮ବର୍ଷ ବଡ଼ ହୀମେଶ ରେଶମୀୟାଙ୍କ ସହ ରୋମାନ୍ସ କରିଥିଲେ । ଏହି ଫିଲ୍ମ ଅତି ଲୋକପ୍ରିୟ ହୋଇଥିଲା କିନ୍ତୁ ତାଙ୍କର ଯାଦୁ ବଲିଉଡରେ ଚାଳିଲା ନାହିଁ । ହଂସୀକା ହରମୋନ ଇଂଜେକସନ ନେଇ ଶୀଘ୍ର ବଡ ହୋଇ ଅଭିନେତ୍ରୀ ହେବା ପରେ ମଧ୍ୟ ସେମିତି କିଛି ଚମକପ୍ରଦ କାମ କରି ପାରିନଥିଲେ । ହଂସୀକାଙ୍କର ଜୀବନରେ ସବୁଠାରୁ ବଡ଼ ବିବାଦ ସେତେବେଳେ ହେଲା ଯେବେ ତାଙ୍କର ଗାଧୁଆ ଘରର ଭିଡିଓ ସୋସିଆଲ ମିଡିଆରେ ଲିକ୍ ହେଲା । ପରେ ଜଣାପଡ଼ିଲା ଯେ, ଲିକ ହୋଇଥିବା ଭିଡିଓରେ ହଂସୀକାଙ୍କ ବଦଳରେ ଅନ୍ୟ ଜଣେ ଝିଅ ଅଛି ।

ଗାଧୁଆ ଘରର ଭିଡିଓ ଲିକ୍ ହୋଇଥିଲା :

Google

୨୦୧୫ ମସିହାରେ ହଂସୀକାଙ୍କର ଏକ ଗାଧୁଆ ଘରର ଭିଡିଓ ଲିକ୍ ହୋଇଥିଲା । ଏହି ଭିଡିଓଟି ନଡଗଦାରୁ ଶୂଟିଙ୍ଗ ହୋଇ ସୋସିଆଲ ମିଡ଼ିଆରେ ଅପଲୋଡ ହୋଇଥିଲା ଏବଂ ସେୟାର କରା ଯାଇଥିଲା । ଏହି ଭିଡିଓରେ ହଂସୀକାଙ୍କ ଭଳି ଅନ୍ୟ ଏକ ଯୁବତୀ ଗାଧୋଉ ଥିଲେ ଏବଂ ନିଜର ପୋଷାକ ପିନ୍ଧୁଥିଲେ । ଏହି ଭିଡିଓ ଯୋଗୁଁ ହଂସୀକା ରାତା-ରାତି ବିବାଦ ଘେରରେ ଆସି ଯାଇଥିଲେ । ପରେ ଜାଣିବାକୁ ମିଳିଲା ଯେ, ଏହି ଭିଡିଓରେ ହଂସୀକାଙ୍କ ଭଳି ଦେଖାଯାଉ ଥିବା ଅନ୍ୟ ଏକ ଯୁବତୀ ଅଛନ୍ତି । ୩୦ଜଣ ସ୍ତନ କର୍କଟରେ ପୀଡିତ ମହିଳାଙ୍କର ଖର୍ଚ୍ଚ ଉଠାଇ ୨୦୧୪ ମସିହାରେ ନିଜ ନାମ ଫୋବର୍ସ ତାଲିକାରେ ଲେଖିଥିଲେ ।

Leave a Reply

Your email address will not be published. Required fields are marked *