ପବିତ୍ର ଜନ୍ମାଷ୍ଟମୀରେ ହେବାକୁ ଯାଉଛି ମହାସଂଯୋଗ ! ଖାସ୍ ଏହି ୬ଟି ରାଶି ମାନଙ୍କ ଉପରେ ହେବ ଧନର ବର୍ଷା ।

ପବିତ୍ର ଜନ୍ମାଷ୍ଟମୀରେ ହେବାକୁ ଯାଉଛି ମହାସଂଯୋଗ ! ଖାସ୍ ଏହି ୬ଟି ରାଶି ମାନଙ୍କ ଉପରେ ହେବ ଧନର ବର୍ଷା ।

ଏହି ବର୍ଷରେ ଜନ୍ମାଷ୍ଟମୀରେ ପଡୁଛି ମହାସଂଯୋଗ । ପ୍ରଭୁ ଶ୍ରୀ କୃଷ୍ଣ ଏହି ୬ଟି ରାଶି ଉପରେ ହେବ କୃପାର ବର୍ଷା । ବହୁତ ଦିନର ତାଙ୍କର ଅଭିଳାଷ ପୂରଣ ହେବ । ତେବେ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ଠାରୁ ଏହି ରାଶି ହେବେ ମାଲାମାଲ । ଜନ୍ମାଷ୍ଟମୀ ଅଗଷ୍ଟ ୧୧ ତାରିଖ ସକାଳ ୯:୦୭ ମିନିଟ୍ ଠାରୁ ଆରମ୍ଭ ହୋଇ ପରଦିନ ସକାଳ ୧୧:୧୭ ମିନିଟ୍ ପର୍ଯ୍ୟନ୍ତ ରହିଛି । ଏହି ଜନ୍ମାଷ୍ଟମୀ ଦିନଠାରୁ ୬ଟି ରାଶି ହେବେ ମାଲାମାଲ । ଜନ୍ମାଷ୍ଟମୀ ଦିନ ପ୍ରଭୁ ଶ୍ରୀ କୃଷ୍ଣ ଏହି ରାଶି ମାନଙ୍କ ଉପରେ କୃପା ଦୃଷ୍ଟି ପକାଇବେ । ଏହି ୬ଟି ରାଶିର ଭାଗ୍ୟ ପୁରାପୁରି ବଦଳି ଯିବ । ତେବେ ଚାଲନ୍ତୁ ସେହି ୬ଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିବା ।

୧) ମେଶ ରାଶି –

ମେଶ ରାଶିର ଲୋକଙ୍କ ଉପରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ଦିନଠାରୁ ବିଶେଷ କୃପା ହେବାକୁ ଯାଉଛି । ଏହି ରାଶିର ଲୋକକୁ ସଫଳତା ହାସଲ ହେବ । ଏହି ରାଶିର ଲୋକେ କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ଫଳ ପ୍ରାପ୍ତ କରିବେ । ଆମଦାନୀରେ ବୃଦ୍ଧି ହେବ । ଆପଣ ନିଜ ମନକୁ ନୂତନ କାର୍ଯ୍ୟରେ ଯୋଗ ଦେବେ । ବୈବାହିକ ଜୀବନରେ ଆନନ୍ଦ ଅନୁଭବ କରିବେ ।

୨) ମିଥୁନ ରାଶି –

ମିଥୁନ ରାଶିର ଲୋକ ପ୍ରଭୁ ଶ୍ରୀ କୃଷ୍ଣଙ୍କର ବିଶେଷ କୃପା ପ୍ରାପ୍ତି କରିବେ । ଭବିଷ୍ୟତ ପାଇଁ ଉତ୍ତମ ଯୋଜନା କରିବେ । ଆପଣ ଲାଭବାନ ହେବେ, ପରିବାରର ଆବଶ୍ୟକତାକୁ ପୁରା କରିପାରିବେ । ଶଶୁର ଘର ତରଫରୁ ଆପଣ ବିଶେଷ ରୂପେ ଲାଭବାନ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ମନ ଭଲ ପାଠପଢ଼ାରେ ଲାଗିବ ।

୩) କନ୍ୟା ରାଶି –

କନ୍ୟା ରାଶିର ଲୋକମାନଙ୍କୁ ପ୍ରଭୁ ଶ୍ରୀ କୃଷ୍ଣଙ୍କର ବିଶେଷ କୃପା ପ୍ରାପ୍ତି ହେବାକୁ ଯାଉଛି । ବୁଝାମଣା ସହିତ କାର୍ଯ୍ୟ ଆରମ୍ଭ କରି ଭାଗିଦାରୀରେ ମଧ୍ୟ ସଫଳ ହେବେ । ଘରେ ଲାଗିରହିଥିବା ବାଦ-ବିବାଦ ଦୂର ହେବ । ଆପଣଙ୍କ ନିଜର ଅଧୁରା ଇଚ୍ଛାକୁ ପୁରା କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ।

୪) ଧନୁ ରାଶି –

ଧନୁ ରାଶିର ଲୋକଙ୍କ ଉପରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହେବ । ଚାକିରୀ କ୍ଷେତ୍ରରେ ଆପଣ ଉନ୍ନତି ହାସଲ କରିବେ । ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଆପଣଙ୍କ ଜୀବନ ଖୁସିରେ ଅତିବାହିତ ହେବ । ଶିକ୍ଷା କ୍ଷେତ୍ରରେ ଆପଣ ଜନ୍ମାଷ୍ଟମୀ ପରେ ସଫଳ ହେବେ । ମନ ପ୍ରସନ୍ନ ରହିବ, ଆପଣଙ୍କ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇପାରିବେ ।

୫) ସିଂହ ରାଶି –

ସିଂହ ରାଶିର ଲୋକ ବହୁତ ପରିଶ୍ରମୀ ଅଟନ୍ତି, ଏହି ପରିଶ୍ରମ ଯୋଗୁଁ ଆପଣ ଉତ୍ତମ ଫଳ ପ୍ରାପ୍ତି କରିବେ । ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ପରଠାରୁ ଶ୍ରୀ କୃଷ୍ଣ ଆପଣଙ୍କ ଉପରେ କୃପା ଦୃଷ୍ଟି ପକାଇବାକୁ ଯାଉଛନ୍ତି । କାର୍ଯ୍ୟରେ ଆପଣ ସଫଳ ହେବେ ଓ ଘର ପରିବାରରେ ହସ ଖୁସିର ଆଗମନ ହେବ । କାର୍ଯ୍ୟ କ୍ଷେତ୍ରରେ ଲାଗିରହିଥିବା ସମସ୍ୟା ଗୁଡ଼ିକ ଦୂର ହେବ । ଆପଣଙ୍କର ଯେତେ ବଡ଼ ସମସ୍ୟା ଥିଲେ ମଧ୍ୟ ତାହା ସହଜରେ ସମାଧାନ ହେବ । ପ୍ରେମ ପ୍ରସଙ୍ଗରେ ସଫଳ ରହିବେ ।

୬) କୁମ୍ଭ ରାଶି –

କୁମ୍ଭ ରାଶିର ଲୋକମାନେ ଜନ୍ମାଷ୍ଟମୀ ପରଠାରୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି କରିବେ । ପରିବାରରେ ଉତ୍ତମ ସମୟ ବ୍ୟତୀତ କରିବେ । ଧର୍ମ କର୍ମରେ ଅଧିକ ରୁଚି ରଖିବେ । ଆପଣ କୌଣସି ପୁରୁଣା ମିତ୍ରଙ୍କୁ ସାକ୍ଷାତ କରିବେ । ଆପଣଙ୍କ ମନ ଆନନ୍ଦିତ ରହିବ । ପ୍ରତ୍ୟେକ କାର୍ଯ୍ୟକୁ ଠିକ୍ ରୂପେ ପୁରା କରିପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସୁଧାର ମଧ୍ୟ ଆସିବ ।

Leave a Reply

Your email address will not be published. Required fields are marked *