ଝିଅମାନେ ନିଜ ସ୍ୱାମୀଙ୍କୁ ଏହି ୫ଟି କଥା ଲୁଚାଇଥାନ୍ତି ! କଦାପି ପରିପ୍ରକାଶ କରିନ୍ତି ନାହିଁ ନିଜ ଜୀବନର ଏହି ବାସ୍ତବିକ ରହସ୍ୟ…

ଝିଅମାନେ ନିଜ ସ୍ୱାମୀଙ୍କୁ ଏହି ୫ଟି କଥା ଲୁଚାଇଥାନ୍ତି ! କଦାପି ପରିପ୍ରକାଶ କରିନ୍ତି ନାହିଁ ନିଜ ଜୀବନର ଏହି ବାସ୍ତବିକ ରହସ୍ୟ…

ବିବାହ ପରେ ଝିଅମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୁଏ । ନିଜ ମାତାପିତାଙ୍କ ଘରକୁ ଛାଡ଼ି ଝିଅମାନେ ଏକ ଅଜଣା ଘରକୁ ଯାଇ ନିଜ ଜୀବନର ଶୁଭାରମ୍ଭ କରନ୍ତି । ସମସ୍ତ ଝିଅଙ୍କୁ ନିଜ ସ୍ୱାମୀ ଠାରୁ ଆଶା ଥାଏ ଏବଂ କିଛି ସ୍ୱାମୀ ନିଜ ସ୍ତ୍ରୀଙ୍କ ଖୁବ୍ ଯତ୍ନ ନିଅନ୍ତି । ଯଦିଓ ଏହା ସତ୍ତ୍ୱେ ଏପରି ପାଞ୍ଚଟି କଥା ଅଛି, ଯାହାକି ସମସ୍ତ ସ୍ୱାମୀ ସ୍ତ୍ରୀ ନିଜ ସ୍ୱାମୀ ଠାରୁ ଲୁଚେଇ ରଖନ୍ତି ଏବଂ ସମ୍ପୂର୍ଣ୍ଣ ଚେଷ୍ଟା କରନ୍ତି ଯେ ତାଙ୍କ ସ୍ୱାମୀକୁ ଏହା ବିଷୟରେ କିଛି ଜଣାନପଡୁ ।

ଏହି ୫ଟି କଥାକୁ ରଖନ୍ତି ଲୁଚାଇ ସ୍ତ୍ରୀ ମାନେ

ନିଜ ଜୀବନର ପ୍ରେମ ପ୍ରସଙ୍ଗ ବିଷୟରେ

ସମସ୍ତ ମହିଳାଙ୍କ ଜୀବନରେ ତାହାର କୌଣସି ନା କୌଣସି ପୂର୍ବ ପ୍ରେମୀ ଥାଆନ୍ତି । ଯାହାକୁ ସେ ବହୁତ ପ୍ରେମ କରନ୍ତି
ମହିଳାମାନେ ନିଜ ଜୀବନର ପ୍ରଥମ ପ୍ରେମକୁ କେବେ ଭୁଲନ୍ତି ନାହିଁ ଏବଂ ଏହି କାରଣରୁ ବିବାହ ପରେ ମହିଳାମାନଙ୍କ ହୃଦୟରେ ନିଜ ପ୍ରଥମ ପ୍ରେମକୁ ନେଇ ଏକ ବିଶେଷ ସ୍ଥାନ ରହିଥାଏ । ଯାହା ଫଳରେ ମହିଳାମାନେ ନିଜ ପ୍ରଥମ ପ୍ରେମ ବିଷୟରେ ଭୁଲରେ ସୁଦ୍ଧା କୁହନ୍ତି ନାହିଁ । ସ୍ୱାମୀ ଯେତେ ଚେଷ୍ଟା କରନ୍ତୁ, ମହିଳାମାନେ ନିଜ ପ୍ରେମ ବିଷୟରେ ତାଙ୍କୁ କିଛି କୁହନ୍ତି ନାହିଁ । ବିବାହର ଯେତେ ବର୍ଷ ବିତିଯାଉ ନା କାହିଁକି ସ୍ତ୍ରୀ ମନରେ ନିଜ ପ୍ରଥମ ପ୍ରେମୀ ଏକ ସ୍ଥାନ ରହିଥାଏ । ସେପଟେ ମହିଳାମାନେ ନିଜ ପ୍ରଥମ ସ୍ତ୍ରୀ ବିଷୟରେ ଏଥିପାଇଁ ନିଜ ସ୍ୱାମୀଙ୍କୁ କୁହନ୍ତି ନାହିଁ କାରଣ ଏହି କାରଣରୁ ତାଙ୍କ ଜୀବନରେ କୌଣସି ଅସୁବିଧା ସୃଷ୍ଟି ନହେଉ ।

ନିଜ ରୋଗ ବିଷୟରେ

ବିବାହ ପୂର୍ବରୁ ଅନେକ ମହିଳା ନିଜ ରୋଗ ବିଷୟରେ ନିଜ ଭାବି ସ୍ୱାମୀଙ୍କୁ କିଛି କୁହନ୍ତି ନାହିଁ । ଏବଂ ବିବାହ ପରେ ମଧ୍ୟ ଆବଶ୍ୟକ ହେଲେ ନିଜ ରୋଗ ବିଷୟରେ କୁହନ୍ତି । ବାସ୍ତବରେ ଝିଅମାନଙ୍କୁ ଭୟ ଲାଗି ରହିଥାଏ ଯେ ତାଙ୍କ ରୋଗ ଯୋଗୁଁ ତାଙ୍କ ସମ୍ପର୍କ ଭାଙ୍ଗି ନଯାଉ । ଏଥିପାଇଁ କିଛି ଝିଅ ନିଜ ସ୍ୱାମୀଙ୍କୁ ନିଜ ରୋଗ ବିଷୟରେ କିଛି କୁହନ୍ତି ନାହିଁ ।

ଟଙ୍କାକୁ ଲୁଚାଇ ରଖନ୍ତି

ସମସ୍ତ ମହିଳା ନିଜ ସମସ୍ତ ଟଙ୍କା ବିଷୟରେ ସ୍ୱାମୀକୁ ସୂଚନା ଦିଅନ୍ତି ନାହିଁ । ମହିଳା ମାନଙ୍କୁ ଟଙ୍କା ଲୁଚାଇବା ଅଭ୍ୟାସ ଥାଏ ଏବଂ ଆବଶ୍ୟକତା ପଡ଼ିଲେ ମହିଳାମାନେ ନିଜ ଟଙ୍କା ବିଷୟରେ ସ୍ୱାମୀଙ୍କୁ କହିଥାନ୍ତି । କିଛି ମହିଳା ନିଜ ସ୍ୱାମୀ ତରଫରୁ ଦିଆଯାଇଥିବା ଖର୍ଚ୍ଚ।ଟଙ୍କାରୁ କିଛି ଟଙ୍କା ସଞ୍ଚୟ କରି ରଖନ୍ତି ଏବଂ ଏହାକୁ ଯୋଡ଼ି ରଖନ୍ତି । ସେପଟେ ଯେତେବେଳେ ସ୍ୱାମୀଙ୍କୁ ଟଙ୍କା ଦରକାର ଥାଏ ସେତେବେଳେ ସ୍ତ୍ରୀ ତାଙ୍କୁ ସାହାଯ୍ୟ କରିଥାନ୍ତି । ମହିଳାମାନେ ଏପରି ଏଥିପାଇଁ କରିଥାନ୍ତି କାରଣ ଖରାପ ସମୟ ପାଇଁ ତାଙ୍କ ପାଖରେ କିଛି ସଞ୍ଚୟ ଟଙ୍କା ରହୁ ।

ସିକ୍ରେଟ କ୍ରସ୍

ବିବାହ ପରେ ମଧ୍ୟ ମହିଳାଙ୍କ ହୃଦୟ ପୁଅମାନଙ୍କ ଉପରେ ଆସିଯାଏ । ଜିମ୍, ଅଫିସ୍ ଇତ୍ୟାଦି ସ୍ଥାନ ମାନଙ୍କରେ ମହିଳାଙ୍କ ଦେଖା ଅନେକ ଥର ଯୁବକ ମାନଙ୍କ ସହିତ ହୁଏ, ଯାହାକୁ କି ସେମାନେ ପସନ୍ଦ ମଧ୍ୟ କରନ୍ତି । କିନ୍ତୁ ନିଜର ଏହି କ୍ରସ୍ ବିଷୟରେ ସେମାନେ ନିଜ ସ୍ୱାମୀଙ୍କୁ କେବେ କୁହନ୍ତି ନାହିଁ । ବିବାହିତା ମହିଳାଙ୍କ ସିକ୍ରେଟ୍ କ୍ରସ୍ ବିଷୟରେ କେବଳ ତାଙ୍କ ବିଶେଷ ବନ୍ଧୁମାନେ ଜାଣିଥାନ୍ତି ।

ବାନ୍ଧବୀ ମାନଙ୍କ କଥା

ସବୁ ଝିଅର କେହି ନା କେହି ବନ୍ଧୁ ଥାଆନ୍ତି । ଯାହାକୁ କି ସେମାନେ ନିଜ ମନର ସମସ୍ତ କଥା ସେୟାର୍ କରନ୍ତି । କିନ୍ତୁ ସମସ୍ତ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କୁ ନିଜ ବାନ୍ଧବୀ ମାନଙ୍କ କଥା ଲୁଚାଇ ରଖନ୍ତି । ତାଙ୍କ ବନ୍ଧୁଙ୍କ ଜୀବନରେ କଣ ଚାଲୁଅଛି ଏହା କେବେମଧ୍ୟ ନିଜ ସ୍ୱାମୀକୁ କୁହନ୍ତି ନାହିଁ ଏବଂ ନିଜ ବନ୍ଧୁ ବାନ୍ଧବୀଙ୍କୁ ମଧ୍ୟ ସ୍ୱାମୀଙ୍କ ବନ୍ଧୁ ହେବାକୁ ଦିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *