“ଭାବିଜି ଘର୍ ପର୍ ହେ” ଧାରାବାହିକରେ ଆଊ ଦେଖାଯିବେ ନାହିଁ ‘ଗୋରୀ ମାମ୍’ ! ବିଗ୍ ବୋସ୍-୧୩ ଏହି ପ୍ରତିଯୋଗୀ କରିପାରନ୍ତି ଋପ୍ଲେସ୍ ।

“ଭାବିଜି ଘର୍ ପର୍ ହେ” ଧାରାବାହିକରେ ଆଊ ଦେଖାଯିବେ ନାହିଁ ‘ଗୋରୀ ମାମ୍’ ! ବିଗ୍ ବୋସ୍-୧୩ ଏହି ପ୍ରତିଯୋଗୀ କରିପାରନ୍ତି ଋପ୍ଲେସ୍ ।

ଆଣ୍ଡ ଟିଭିରେ ଆସୁଥିବା ଶୋ ‘ଭାବିଜି ଘର୍ ପର୍ ହେ’ ଏକ କମେଡି ଶୋ ଅଟେ । ଏହି ଶୋ ଦର୍ଶକମାନଙ୍କ ବହୁତ ହିଟ୍ ଅଟେ । ଟିଆରପି ଲିଷ୍ଟରେ ଏହି ଶୋ ସବୁବେଳେ ଟପ୍ ୧୦ ଭିତରେ ରହିଥାଏ । ଏହି ଶୋ’କୁ ସବୁ ବୟସର ଦର୍ଶକ ଦେଖିଥାନ୍ତି । ଏହି ଶୋ’ର ପ୍ରତ୍ୟକ କଳାକାର ମଜାଳିଆ ଅଟନ୍ତି । ଅନିତା ଭାଉଜ, ଅଙ୍ଗୁରୀ ଭାଉଜ, ହପୁ ସିଂ, ସକ୍ସେନା, ବିଭୁତି ହଉ କିମ୍ବା ତିଵାରୀ ସମସ୍ତେ ନିଜେ ନିଜର କମାଲ ଅଭିନୟ କରି ଲୋକମାନଙ୍କର ପ୍ରିୟ ହୋଇଛନ୍ତି ।

newstrend

ଏହା କହିବା ଭୁଲ୍ ହେବନି କି ଏହି ଶୋ ପାଇଁ ସମସ୍ତେ ପାଗଳ ହେଉଛନ୍ତି । କିନ୍ତୁ ଏହି ଶୋ’କୁ ଭଲ ପାଉଥିବା ଲୋକଙ୍କ ପାଇଁ ଏକ ଖରାପ ଖବର ଅଛି । ଖବର ଏହା ଯେ ଏହି ଶୋ’ରେ ଅନିତା ମିଶ୍ର ଅଭିନୟ ତୁଲାଉଥିବା ସୋମ୍ୟା ତଣ୍ଡନ ଏହି ଶୋ ଛାଡ଼ିଦେବେ । ଏହି ସିରିୟଲରେ ବହୁତ ଶୀଘ୍ର ତାଙ୍କ ଜାଗାରେ ଏକ ନୂଆଁ କଳାକାର ଦେଖାଦେବେ । ବର୍ତ୍ତମାନ ଏକ ଅଭିନେତ୍ରୀର ନାମ ସାମ୍ନାକୁ ଆସିଛି, ଯିଏ ଅନିତା ଭାଉଜର ଅଭିନୟ କରିବେ ।

newstrend
newstrend

କିଛି ଦିନ ହେଲାଣି କୋରନା ଭାଇରସ ଯୋଗୁଁ ଲକଡାଉନ ହୋଇଥିଲା । ଲକଡାଉନ ଯୋଗୁଁ ଟିଭି ଓ ଫିଲ୍ମ ସୁଟିଂ ବନ୍ଦ ଥିଲା । ଲକଡାଉନ ଖୋଲିଲା ପରେ ପୁଣି ଥରେ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ସୁଟିଂ ପାଇଁ ମାନ୍ୟତା ମିଳିଗଲା । ବହୁତ ଟିଭି ଶୋ ସୁଟିଂ ଆରମ୍ଭ ହୋଇଗଲାଣି ଏବଂ କେତେକ କଳାକାର ମାନେ ଶୋ’କୁ ଅଧାରୁ ଛାଡ଼ି ଦେଉଛନ୍ତି । ଏହିପରି ମଧ୍ୟ କୋଷଟି ଜ଼ୀନ୍ଦଗି ୨ରେ କରନ୍ ପଟେଲ କରଣ ସିଂ ଗ୍ରୋବରଙ୍କ ଋପ୍ଲେସ୍ କରୁଛନ୍ତି ।

newstrend

ବର୍ତ୍ତମାନ ନୂଆଁ ଖବର ଆସୁଛି କି ‘କାଣ୍ଟା ଲାଗା’ ଫେମ୍ ଓ ବିଗ୍ ବୋସ୍-୧୩ର ପ୍ରତିଯୋଗୀ ସେଫାଳି ଜାରିଵାଲା ‘ଭାବିଜି ଘର୍ ପର୍ ହେ’ ରେ ସୋମ୍ୟା ତଣ୍ଡନଙ୍କ ଭୂମିକା ତୁଲାଇବେ । ଏକ ରେପୋର୍ଟଙ୍କ ମୁତାବକ ସୋମ୍ୟା ଏହି ସିରିୟଲ ଛାଡିବାକୁ ଯାଉଛନ୍ତି । ଏହାକୁ ନେଇ ବାରମ୍ବାର ତାଙ୍କ ପ୍ରଯୋଜକଙ୍କ ସହ କଥାବାର୍ତ୍ତା ଜାରି ରହିଛି । ବର୍ତ୍ତମାନ ଏହି ଖବର ବହୁତ ଉଡୁଛି କି ସେଫାଳି ଜରିବାଲା ଏହି ଶୋ’ର ନୂଆଁ ଅନିତା ଭାଉଜ ହୋଇପାରନ୍ତି । ଏହି କଥାକୁ ନେଇ ସେଫାଳି ବର୍ତ୍ତମାନ ପର୍ଯ୍ୟନ୍ତ କିଛି କହିନାହାନ୍ତି ।

newstrend

ଜଣାଇଦେଉଛୁ କି, ସେଫାଳି ଜାରିବାଲା ବିଗ୍ ବୋସର ସବୁଠାରୁ ବିବାଦୀୟ ସିଜନ ବିଗ୍ ବୋସ୍-୧୩ରେ ନଜ଼ର ଆସିଥିଲେ । ଏହି ଶୋରେ ତାଙ୍କୁ ୱାଇଲ୍ଡ କାର୍ଡରେ ଭାଗ ନେଇଥିଲେ । ସେଫାଳି ଏହି ଶୋ’ରେ ୩ ମାସ ଲମ୍ବା ପାରି ଖେଳିଥିଲେ । ଦର୍ଶକମାନଙ୍କୁ ମଧ୍ୟ ସେଫାଳିଙ୍କ ଖେଳ ପସନ୍ଦ ଆସିଥିଲା । ଖାସ୍ କରି ଅସୀମ୍ ରିୟାଜ଼ଙ୍କ ସହ ତାଙ୍କ ନାକାବନ୍ଦୀ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ବିଗ୍ ବୋସ୍ ପରେ ସେଫାଳିଙ୍କ ଲୋକପ୍ରିୟତା ବହୁତ ବଡ଼ି ଯାଇଥିଲା । ଏହା ଆଗରୁ ସେଫାଳିଙ୍କୁ ‘କାଣ୍ଟା ଲଗା’ ଗାର୍ଲ ରୂପରେ ଜଣାଥିଲା ।

newstrend

ଏପରି ଏକ ଖବର ଆସିଛି କି ସୋମ୍ୟା ତଣ୍ଡନଙ୍କ ହେୟାର ଡ୍ରେଶେର କରନା ସଂକ୍ରମିତ ହୋଇଛନ୍ତି । ସେଥିପାଇଁ ପ୍ରଯୋଜକ ସୋମ୍ୟାଙ୍କୁ ମଧ୍ୟ କିଛି ଦିନ ଘରେ ରହିବାକୁ ଉପଦେଶ ଦେଇଛନ୍ତି । ତାଙ୍କର ହେୟର ଡ୍ରେଶେର ମଧ୍ୟ ଡ଼କ୍ଟରଙ୍କ ଆଦେଶ ମାନି ହୋମ୍ କରେଣ୍ଟିନେରେ ଅଛନ୍ତି ।

Leave a Reply

Your email address will not be published. Required fields are marked *