ବଜରଙ୍ଗି ଭାଇଜାନ୍ ନଜରରେ ଆସିଥିବା ଛୋଟ କଳାକାର ହର୍ଷାଲି ମାଲୋହୋତ୍ରାଙ୍କ ବାସ୍ତବିକ ପିତା ମାତାଙ୍କୁ ଜାଣନ୍ତୁ !

ବଜରଙ୍ଗି ଭାଇଜାନ୍ ନଜରରେ ଆସିଥିବା ଛୋଟ କଳାକାର ହର୍ଷାଲି ମାଲୋହୋତ୍ରାଙ୍କ ବାସ୍ତବିକ ପିତା ମାତାଙ୍କୁ ଜାଣନ୍ତୁ !

ନମସ୍କାର୍ ସାଙ୍ଗମାନେ ୨୦୧୫ରେ ଆସିଥିବା ବଜରଙ୍ଗି ଭାଇଜାନ୍ ଫିଲ୍ମ ତ ନିଷ୍ଟିତ ଭାବରେ ଆପଣ ଦେଖିଥିବେ । ଯାହା ନିଜ କାହାଣୀ ଏବଂ କ୍ୟାରେକ୍ଟର୍ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ ଜିତି ପାରିଥିଲା । ଏହି ଫିଲ୍ମ ବଲିଉଡରେ ଏକ ‘ବ୍ଲଗ୍-ବ୍ଲାଷ୍ଟ’ର ମୁଭି ଆକାରରେ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମର କଳାକାରଙ୍କ ବିଷୟରେ ଜାଣିବାପାଇଁ ଏହି ଅର୍ତିକେଲ୍ କୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା…

ଏହି ଫିଲ୍ମର ଷ୍ଟୋରି ପାକିସ୍ତାନରୁ ଭାରତ ଆସୁଥିବା ଏକ ଟ୍ରେନ୍ ଉପରେ ଆଧାରିତ । ଟ୍ରେନ୍ ଭାରତକୁ ଆସୁଥିବା ବେଳେ ବାଟରେ ଏକ ଷ୍ଟେସନରେ କିଛି ସମୟ ପାଇଁ ରହିଥିଲା । ଏହି ସମୟରେ ଏକ କୁନି ଝିଅ ତା ମାଆ ପାଖରୁ ଅଜାଣତରେ ବାହାରକୁ ଆସିଥିଲା ଏବଂ ସେହି ସମୟରେ ଟ୍ରେନଟି ଛାଡିଦେଇଥିଲା । ସେହି ଝିଅଟି ତା ମାଆ ପାଖରୁ ବିଚ୍ଛିନ୍ନ ହୋଇଗଲା ଏବଂ ଭାରତରେ ରହିଗଲା । ସେହି ଝିଅଟି କଥା ମଧ୍ୟ କହିପାରୁ ନଥିଲା । ଭାରତର ଜଣେ ବ୍ୟକ୍ତି ଯିଏକି ବଜରଙ୍ଗି ଭାଇଜାନ୍ ଭାବରେ ଫିଲ୍ମରେ ପରିଚିତ ଏବଂ ଯାହାଙ୍କ ଆକ୍ଟିଙ୍ଗ ବଲିଉଡର ବିଶେଷ ଆକ୍ଟର୍ ସଲମାନ୍ ଖାନ୍ କରିଥିଲେ, ସେ ସେହି ଝିଅଟିକୁ କିପରି ଭାରତ ବଡର୍ ପାର କରି ପାକିସ୍ତାନରେ ପହଞ୍ଚାଇଥିଲେ ତାହା ବିଷୟରେ ଦର୍ଶାଯାଇଛି ।

ଏହି ଫିଲ୍ମରେ କୁନି ଝିଅଟିର ରୋଲ୍ ଭାରତର କୁନି କଳାକାର ହର୍ଷଲି ମାଲହତ୍ରା କରିଥିଲେ । ଏବଂ ଏହି ଫିଲ୍ମରେ ସଲମାନ୍ ଖାନ୍, କରିନା କପୁର୍ ଏବଂ ନବାଜଉଧିନ୍ ସିଦ୍ଧିକଙ୍କ ଭଳି କଳାକାର ମଧ୍ୟ ନିଜ ଆକ୍ଟିଙ୍ଗ ଦ୍ୱାରା ଚାରଚାନ୍ଦ ଲଗାଇଥିଲେ । କିନ୍ତୁ ସବୁଠାରୁ ମୁଖ୍ୟ ଭୂମିକା ଥିଲା ହରର୍ଷାଲି ମଲୋହତ୍ରାଙ୍କର । ଯେଉଥିରେ ସେ ଚୁଲବୁଲି ମୁନିର କ୍ୟାରେକ୍ଟର୍ କରିଥିଲେ ଏବଂ କିଛି ନ କହି ମୁଭିକୁ ନିଜ ନାମରେ କରିଦେଇଥିଲେ । ଆଜି ଆମେ ତାଙ୍କର ବାସ୍ତବିକ ବାପା ମାଆଙ୍କ ବିଷୟରେ ଏବଂ ସେ କଣ କରନ୍ତି ଏହି ବିଷୟରେ ଜଣାଇବୁ ।

ହର୍ଷାଲି ମାଲୋହତ୍ରାଙ୍କ ଜନ୍ମ ହୋଇଥିଲା ୩ ଜୁନ୍ ୨୦୦୮ରେ ଦିଲ୍ଲୀରେ । ଏବଂ ଏହିଠାରେ ତାଙ୍କର ପ୍ରାରମ୍ଭିକ ସ୍କୁଲ୍ ହୋଇଥିଲା । ସେ ନିଜ କ୍ୟାରିଅର୍ ର ଆରମ୍ଭ ‘ଜି-ଟିଭି’ର ଶୋ କୁବୁଲ୍ ହେ ଠାରୁ ଆରମ୍ଭ କରିଥିଲେ । ଏବଂ ଏହାପରେ ତାଙ୍କୁ ଲଟ୍ ଆଓ ତ୍ରିସା ଏବଂ ସାବଧାନ ଇଣ୍ଡିଆ ଭଳି ଟିଭି ଶୋ’ରେ ମଧ୍ୟ ଦେଖାଯାଇଥିଲା । ତାଙ୍କ ପିତାଙ୍କ ନାମ ହେଉଛି ବିପିନ ମାଲୋହତ୍ରା ।ସେ ପ୍ରଫେସନରୁ ଏକ ‘Business Man’ ଅଟନ୍ତି । ହର୍ଷଲି ତାଙ୍କର ପିତାଙ୍କ ସହିତ ବହୁତ ଭଲ ରିଲେସନ୍ ସେୟାର୍ କରନ୍ତି ।

ତାଙ୍କ ମାତାଙ୍କ ନାମ ହେଉଛି କାଜଲ୍ ମାଲୋହତ୍ରା । ସେ ପେଷାରୁ ଏକ ଇଂତିରିଅର୍ ଡିଜାଇନର ଅଟନ୍ତି । ସେ ମଧ୍ୟ ନିଜ କ୍ୟାରିଅରରେ ବାକି ଫ୍ୟାମିଲି ମେମ୍ବରଙ୍କ ଭଳି ବହୁତ ସଫଳ ଅଟନ୍ତି । ହର୍ଷାଲି ନିଜର ସବୁଠାରୁ କ୍ଲୋଜ୍ ନିଜ ମାଆଙ୍କ ସହିତ ଅଟନ୍ତି ଏବଂ ସବୁଠାରୁ ଭଲ ସମୟ ନିଜ ମାଆଙ୍କ ସହିତ କଟାନ୍ତି । ଏହା ଥିଲା ବଜରଙ୍ଗି ଭାଇଜାନରେ ଆକ୍ଟିଙ୍ଗ କରିଥିବା ଆକଟେସ୍ ହର୍ଷାଲି ମଲୋହୋତ୍ରାଙ୍କ ରିୟଲ୍ ଲାଇଫ୍ ପିତା ଏବଂ ମାତାଙ୍କ ବିଷୟର ତଥ୍ୟ ।

Leave a Reply

Your email address will not be published. Required fields are marked *