କେବଳ ‘ଦୁଇ ମିନିଟ୍’ରେ ଗ୍ୟାସ୍ ଏବଂ Piles ଭଳି ସମସ୍ୟାରୁ ମୁକ୍ତି ପାଆନ୍ତୁ ! ଶୋଇବା ପୂର୍ବରୁ କରନ୍ତୁ ସେବନ…

କେବଳ ‘ଦୁଇ ମିନିଟ୍’ରେ ଗ୍ୟାସ୍ ଏବଂ Piles ଭଳି ସମସ୍ୟାରୁ ମୁକ୍ତି ପାଆନ୍ତୁ ! ଶୋଇବା ପୂର୍ବରୁ କରନ୍ତୁ ସେବନ…

ନମସ୍କାର ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ସ୍ୱାସ୍ଥ୍ୟ ଜନିତ କିଛି ତଥ୍ୟ ଜଣାଇବୁ । ଯଦି ଆପଣଙ୍କୁ ପୁରୁଣାରୁ ପୁରୁଣା ଅର୍ଶ (ପାଇଲସ୍) ଭଳି ସମସ୍ୟାରେ ପୀଡିତ ଅଛନ୍ତି ଏବଂ ଆପଣ ନିଜ ପେଟକୁ ଭଲ ଭାବରେ ସଫା କରିବାକୁ ଚାହୁଁ ଥାଆନ୍ତି ଏବଂ ନିଜ ଶରୀରକୁ ଭଲ ଭାବରେ ସ୍ୱଚ୍ଛ କରିବାକୁ ଚାହାନ୍ତି; ତେବେ ଆଜିର ଏହି ଉପାୟ ଆପଣଙ୍କ ବହୁତ କାର୍ଯ୍ୟରେ ଆସିବ ।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢନ୍ତୁ ।

ବହୁତ ଲୋକ ନିଜର ଅର୍ଷ (ପାଇଲସ୍) ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଜାଣି କେତେ ପ୍ରକାର ଔଷଧ, ଚୁର୍ଣ ଇତ୍ୟାଦି ଖାଇଥାନ୍ତି । କଣ ଆପଣ ଜାଣିଛନ୍ତି ତାହା ଆପଣଙ୍କ ପାଇଁ କେତେ କ୍ଷତିକାରକ ଅଟେ ? ସେଥିରେ ବ୍ୟବହୃତ ହୋଇଥିବା ପଦାର୍ଥକୁ ଆପଣ ଖାଇଥାନ୍ତି ଓ ତାହା ଖାଇବା ପରେ ଆପଣଙ୍କ ପେଟ ସଫା ହୋଇଥାଏ ଏବଂ ଆପଣ ଯେତେବେଳେ ତାହା ଖାଇବା ବନ୍ଦ କରିଦିଅନ୍ତି; ତେବେ ଆପଣଙ୍କୁ ପୁନର୍ବାର ଅର୍ଷ (ପାଇଲସ୍) ଦେଖାଦେଇଥାଏ । କିନ୍ତୁ ଆଜିର ଏହି ଉପାୟ ଦ୍ୱାରା ଆପଣଙ୍କ ଏହି ରୋଗରୁ ସମ୍ପୂର୍ଣ୍ଣ ଭଲ ହୋଇପାରିବ ।

ଯଦି ଆପଣ ଖାଉଥିବା ଖାଦ୍ୟ ଆପଣଙ୍କ ଶରୀର ମଧ୍ୟରେ ଭଲ ଭାବରେ ହଜମ ହେଉନଥାଏ; ତେବେ ସେହି ଖାଦ୍ୟ ଶରୀର ମଧ୍ୟରେ ରହି ସଢ଼ିଥାଏ ଓ ଏହି କାରଣ ପାଇଁ ଆପଣଙ୍କୁ ରୋଗ ହୋଇଥାଏ ଏବଂ ଏହାଦ୍ୱାରା ଆପଣଙ୍କ ମୁହଁରେ ବ୍ରଣ ହୋଇଥାଏ । ରକ୍ତ ଦୂଷିତ ହୋଇଥାଏ, ଆପଣଙ୍କ ଶରୀରରେ ଟାକ୍ସିନ୍ ଜମା ହୋଇଥାଏ । ଚେହେରାରେ ଶୀଘ୍ର ବୃଦ୍ଧପଣ ଆସିଥାଏ । କେଶ ମଧ୍ୟ ସମୟ ପୂର୍ବରୁ ଝଡିଥାଏ । ଏହାଛଡା ଯକୃତରେ ଫ୍ୟାଟ୍ ଜମା ହୋଇଥାଏ ଏବଂ ଆପଣଙ୍କ ଶରୀରରେ କଲେଷ୍ଟ୍ରୋଲ୍ ବଢିଥାଏ । ବାନ୍ତି, ଗ୍ୟାସ୍ ଆଦି ସବୁ ପ୍ରକାର ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡିଥାଏ ।

ଏବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ଖଜୁରୀ । ଖଜୁରୀ ଛୋଟ ପିଲା ଏବଂ ବୃଦ୍ଧ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଯଦି ସେମାନଙ୍କର ଶଯ୍ୟାରେ ପରିସ୍ରା କରିବାର ଅସୁବିଧା ଥାଏ ତେବେ ଏହି ଖଜୁରୀକୁ କ୍ଷୀରରେ ମିଶାଇ ସେବନ କରିବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯାଇଥାଏ ଏବଂ ଏହାଛଡା ଯଦି ଝିଅମାନଙ୍କ ମାସିକ ଧର୍ମ (ପିରିୟଡ଼)ରେ କଷ୍ଟ ଅନୁଭବ ହେଉଥାଏ; ତେବେ ଏହା ସେବନ କରିବା ଦ୍ୱାରା ତାଙ୍କୁ ଆରମ ମିଳିଥାଏ । ଯଦି ଆପଣ ଏହାର ସେବନ କରନ୍ତି; ତେବେ ଏହା ଆପଣଙ୍କ ପାଚନ କ୍ରିୟା ମଜବୁତ କରାଇଥାଏ । ଅର୍ଶ, ଏସିଡିଟି ଭଳି ସମସ୍ୟା ଦୂର କରି ଆପଣଙ୍କ ପେଟକୁ ସଫା ରଖିଥାଏ । ଏହି ଖଜୁରୀ ଆପଣଙ୍କ ରକ୍ତ ସଞ୍ଚାଳନରେ ସାହାଯ୍ୟ କରାଇଥାଏ । ଏହା ହାଡ଼ ପାଇଁ ମଧ୍ୟ ବିଶେଷ ଉପଯୋଗୀ ହୋଇଥାଏ ଏବଂ ଏହାଦ୍ୱାରା ଦାନ୍ତ ମଧ୍ୟ ମଜବୁତ ରହିଥାଏ, କାରଣ ଏଥିରେ କ୍ୟାଲସିୟମ୍ ଭରପୁର ମାତ୍ରାରେ ମିଳିଥାଏ ।

ଏହାପରେ ଦ୍ଵିତୀୟରେ ହେଉଛି ଡିମିରି । ଅଞ୍ଜିରରେ ଭରପୁର ମାତ୍ରାରେ କ୍ୟାଲସିୟମ୍, ପଟାସୀୟମ୍ ଏବଂ ମ୍ୟାଗନେସିୟମ୍ ମିଳିଥାଏ ଯାହା ଆପଣଙ୍କ ହାଡ଼କୁ ମଜବୁତ କରିଥାଏ । ଏବଂ ଏହାସହିତ ଆପଣଙ୍କ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯଦି ଆପଣଙ୍କୁ ଶ୍ୱାସ ରୋଗ ଅଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟୀ ହୋଇଥାଏ । ଏଥିରେ ଲୌହର ମାତ୍ରା ଅଧିକ ଥାଏ । ଏଥିପାଇଁ ଏହା ଆପଣଙ୍କ ଶରୀରର ରକ୍ତର ମାତ୍ରା ବଢ଼ାଇଥାଏ ଏବଂ ସବୁଠାରୁ ମୁଖ୍ୟ କଥା ହେଉଛି ଏହା ଆପଣଙ୍କ ପାଚନ ତନ୍ତ୍ର ମଜବୁତ କରାଇଥାଏ ।

ଏହାପରେ ତୃତୀୟ ପଦାର୍ଥ ହେଉଛି ଆଖରୋଟ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟୀ ହୋଇଥାଏ । ହାଡ଼ର କମଜୋରି ଏବଂ ଗଣ୍ଠି ଜନିତ ରୋଗ ଭଲ କରିଥାଏ ଏବଂ ଏହା ପେଟକୁ ଭଲ ଭାବରେ ସଫା କରିଥାଏ ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ କରାଇଥାଏ । ଏହା ଆପଣଙ୍କ ହଜମ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସହିତ ଆପଣଙ୍କ ଚର୍ମ ଏବଂ ଚୁଟି ପାଇଁ ମଧ୍ୟ ବୋହୁତ ଉପଯୋଗୀ ହୋଇଥାଏ ଏବଂ ଏହା ମସ୍ତିସ୍କ ପାଇଁ ମଧ୍ୟ ଭଲ ହୋଇଥାଏ ।

ଆଜିର ଏହି ଉପାୟ ପାଇଁ ଆପଣ ନିଅନ୍ତୁ ଏକ ସବୁଜ ଅଳେଇଚ । ଏହା ଆପଣଙ୍କ ପାଚନ କ୍ରିୟା ବୃଦ୍ଧି କରାଇଥାଏ ଏବଂ ଆପଣଙ୍କ ଶରୀରରେ କଲେଷ୍ଟ୍ରୋଲର ପରିମାଣ ହ୍ରାସ କରିଥାଏ । ଆପଣ ଏକ ପାତ୍ରରେ ଦୁଇଟି ଖଜୁରୀ, ଦୁଇଟି ଅଞ୍ଜିର,ଦୁଇଟି ଅଖରୋଟ ଏବଂ ଏକ ସବୁଜ ଅଳେଇଚ ନେଇ ଏହାକୁ ଏକ ଗ୍ଲାସ କ୍ଷୀରରେ ମିଶାଇଦିଅନ୍ତୁ । ଏହାପରେ କ୍ଷୀରକୁ ଭଲ ଭାବରେ ଫୁଟାନ୍ତୁ ଏବଂ ଏହାପରେ ଏଥିରେ ଏକ ଚାମଚ ମିଶ୍ରି ମିଳାନ୍ତୁ ଏବଂ ଏହା ଏକ ଖିରି ଭଳି ପ୍ରସ୍ତୁତ ହେବାପରେ ରାତ୍ରିରେ ଶୋଇବା ଆଗରୁ ଏହାର ସେବନ କରନ୍ତୁ । ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ନିଷ୍ଟିତ ଉପସମ ମିଳିବ ।

Leave a Reply

Your email address will not be published. Required fields are marked *