‘ଗନ୍ଦୀ ବାତ୍ 6’ର ମୁଖ୍ୟ ଅଭିନେତ୍ରୀ ମହିମା ଗୁପ୍ତା କରିଲେ ଖୁଲାସା ! କହିଲେ ଯେ ତାଙ୍କ ବୟଫ୍ରେଣ୍ଡ ଆଜି ପର୍ଯ୍ୟନ୍ତ ଭାବନ୍ତି ଯେ…

‘ଗନ୍ଦୀ ବାତ୍ 6’ର ମୁଖ୍ୟ ଅଭିନେତ୍ରୀ ମହିମା ଗୁପ୍ତା କରିଲେ ଖୁଲାସା ! କହିଲେ ଯେ ତାଙ୍କ ବୟଫ୍ରେଣ୍ଡ ଆଜି ପର୍ଯ୍ୟନ୍ତ ଭାବନ୍ତି ଯେ…

ଆପଣମାନେ ସମସ୍ତେ ମହିମା ଗୁପ୍ତାଙ୍କୁ ତ ଜାଣିଥିବେ । ସେ ଜଣେ ଖୁବ୍ ଲୋକପ୍ରିୟ ଭାରତୀୟ ଅଭିନେତ୍ରୀ ଅଟନ୍ତି । ସେ ଫିଲ୍ମରେ ଅତ୍ୟନ୍ତ ଅଦ୍ଭୁତ ଭୂମିକା ତୁଲାଇଛନ୍ତି । ମହିମା ଗୁପ୍ତା ‘ଗନ୍ଦୀ ବାତ୍ 6’ ପାଇଁ ପରିଚିତ । ତାଙ୍କର ସୁନ୍ଦର ହସ ସମସ୍ତଙ୍କର ପ୍ରିୟ ଅଟେ । ମହିମା ଗୁପ୍ତା ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି । ସୋସିଆଲ୍ ମିଡିଆରେ ମହିମା ଗୁପ୍ତା ପ୍ରାୟ ସକ୍ରିୟ ଥାଆନ୍ତି ଏବଂ ତାଙ୍କ ଫ୍ୟାନଫୋଲଇଂ ମଧ୍ୟ ବେଶ୍ ଜବରଦସ୍ତ ଅଟେ ।

ଆପଣଙ୍କୁ କହିରଖୁଛୁ ଯେ ମହିମା ଗୁପ୍ତାଙ୍କ ଜନ୍ମ ସେପ୍ଟେମ୍ବର୍ ୧୬,୧୯୯୬ରେ ଭୋପାଳ, ମଧ୍ୟପ୍ରଦେଶରେ ହୋଇଥିଲା । ଅଭିନେତ୍ରୀ ମହିମା ଗୁପ୍ତା ଏକତା କପୂରଙ୍କ ୱେବସିରିଜ ‘ଗନ୍ଦୀ ବାତ୍’ର ‘ଟ୍ରେଲର୍’ରେ ନଜର ଆସିଥିଲେ ଯାହାକୁ ଦେଖି ଫ୍ୟାନ ଖୁବ୍ ଇଂପ୍ରେସ୍ ହୋଇଥିଲେ । ଏହି ୱେବସିରିଜରେ ଅଭିନେତ୍ରୀ ମହିମା ଗୁପ୍ତା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଭିନେତ୍ରୀ ଏକ ପୋଷ୍ଟ ମାଧ୍ୟମରେ ଏହା କହିଥିଲେ ଯେ ସେ ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ ।

ଅଭିନେତ୍ରୀ ମହିମା ଗୁପ୍ତାଙ୍କୁ ସୋସିଆଲ୍ ମିଡ଼ିଆରେ ନିଜର ସୁନ୍ଦର ଫୋଟ ସେୟାର୍ କରିବା ଖୁବ୍ ପସନ୍ଦ ଅଟେ । ସୋସିଆଲ୍ ମିଡିଆରେ ତାଙ୍କର ୩୧.୯ k ଫୋଲୋଅର୍ସ ଅଛନ୍ତି ଏବଂ ତାଙ୍କ ଫ୍ୟାନମାନେ ତାଙ୍କର ସୁନ୍ଦର ଫୋଟକୁ ବେଶ୍ ପସନ୍ଦ କରନ୍ତି । ଅଭିନେତ୍ରୀ ପ୍ରାୟ ନିଜର ବୋଲ୍ଡ ଫୋଟ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି ଏବଂ ପ୍ରଶଂସକ ତାଙ୍କ ଫୋଟର ପ୍ରତିକ୍ରିୟା ଦେଇଥାନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ମହିମା ଗୁପ୍ତା ଜଣେ ଅଭିନେତ୍ରୀ ହେବା ସହିତ ଏକ ଫ୍ୟାଶନ୍ ଇନଫ୍ଲୁଏନସର୍ ଏବଂ ଡାନ୍ସର୍ ମଧ୍ୟ ଅଟନ୍ତି । ୟୁଟ୍ୟୁବରେ ଅଭିନେତ୍ରୀଙ୍କ ଚ୍ୟାନେଲ୍ ମଧ୍ୟ ରହିଛି ଏବଂ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରିବା ସମୟରେ ଅଭିନେତ୍ରୀ ଆକର୍ଷଣୀୟ କ୍ୟାପଶନ୍ ମଧ୍ୟ ସେୟାର୍ କରନ୍ତି । ଅଭିନେତ୍ରୀ ମହିମା ଗୁପ୍ତା ସୋସିଆଲ୍ ମିଡିଆରେ ନିଜର ବୋଲ୍ଡ ଫୋଟ ସେୟାର୍ କରିଥାନ୍ତି । ନିକଟରେ ମହିମା ଗୁପ୍ତା ସୋସିଆଲ୍ ମିଡିଆରେ ଏକ ଫୋଟ ମାଧ୍ୟମରେ ନିଜ ବୟଫ୍ରେଣ୍ଡଙ୍କ ବିଷୟରେ ଏକ ଖୁଲାସା କରିଥିଲେ ।

ଅଭିନେତ୍ରୀ ମହିମା ଗୁପ୍ତା ଏକ ପୋଷ୍ଟ ଜରିଆରେ ଏହା କହିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡଙ୍କୁ ଏପରି ଲାଗେ ଯେ ତାଙ୍କ ଆଈଲେନ୍ସ ଅସଲି ଅଟେ । ସେ ଏହି ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଜାଣିଛି, ଆମ ସମସ୍ତଙ୍କର କିଛି ସିକ୍ରେଟ୍ ଥାଏ ।” ସେ ଲେଖିଛନ୍ତି ଯେ “ମୋର ବ୍ୟକ୍ତିତ୍ୱ ଏବଂ ମୋ ଅଭିବୃତ୍ତିକୁ ମିଶାଇବାର ଭୁଲ୍ କେବେ କରିବେ ନାହିଁ କାରଣ ମୋର ବ୍ୟକ୍ତିତ୍ୱ ମୁଁ ଅଟେ ଏବଂ ମୋର ଅଭିବୃତ୍ତି ଆପଣଙ୍କ ଉପରେ ନିର୍ଭର କରିଥାଏ ।

ସେ ଏହି ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ “ଝିଅଙ୍କ ପାଖରେ ଦୁଇଟି ଜିନିଷ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଗୋଟିଏ ହେଉଛି ହସ ଏବଂ ଅନ୍ୟଟି ହେଉଛି କୌଣସି ଏପରି ଖାସ୍ ଲୋକ ଯିଏ ତାଙ୍କୁ ପ୍ରେରିତ କରି ପାରିବ ।” ସେ ନିଜର ଏହି ପୋଷ୍ଟରେ ଏହା କହିଛନ୍ତି ଯେ “ମୁଁ ୯୯% ଏଞ୍ଜେଲ୍ ଅଟେ କିନ୍ତୁ ୧%…” ଅଭିନେତ୍ରୀ ମହିମା ଗୁପ୍ତା ନିଜର ଫିଟନେସ୍ ପ୍ରତି ସତର୍କ ରହନ୍ତି । ସେ ନିଜକୁ ଫିଟ୍ ରଖିବାକୁ ପସନ୍ଦ କରନ୍ତି । ଏଥିପାଇଁ ସେ ସୋସିଆଲ୍ ମିଡିଆରେ ନିଜର ଜିମ୍ ଏକ୍ସାସାଇଜର ଫୋଟ ସେୟାର୍ କରିଥାନ୍ତି ।

ଅଭିନେତ୍ରୀ ମହିମା ଗୁପ୍ତା ନିଜର ଏକ ପୋଷ୍ଟରେ ଏହା ଲେଖିଛନ୍ତି ଯେ “ମୋତେ ଭଲ ପାଅ କି ଘୃଣା କର, ମୁଁ ତଥାପି ସାଇନ୍ କରିବି ।” ଆପଣଙ୍କୁ କହିରଖୁଛୁ ‘ଗନ୍ଦୀ ବାତ୍’ ୱେବସିରିଜର ଟ୍ରେଲର୍ କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ସୋସିଆଲ୍ ମିଡିଆରେ ମହିମା ଗୁପ୍ତାଙ୍କ ଜବରଦସ୍ତ ଫ୍ୟାନ୍ ଫୋଲଇଂ ରହିଛି ଏବଂ ସେ ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଜରିଆରେ ଫ୍ୟାନମାନଙ୍କ ସହିତ ଜଡ଼ିତ ରହନ୍ତି । ଅଭିନେତ୍ରୀ ପ୍ରାୟ ନିଜର ସୁନ୍ଦର ଏବଂ ବୋଲ୍ଡ ଫୋଟ ସେୟାର୍ କରିଥାନ୍ତି, ଯାହାକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଅଭିନେତ୍ରୀ ମହିମା ଗୁପ୍ତା ଦେଖିବାକୁ କେତେ ସୁନ୍ଦର ଅଟନ୍ତି, ତାହା ଆପଣ ଫୋଟ ଦେଖି ଅନୁମାନ କରି ପାରୁଥିବେ ।

Leave a Reply

Your email address will not be published. Required fields are marked *