ଆଜି ଠାରୁ ଛାଡି ଦିଅନ୍ତୁ ଏହି ୨ଟି କାମ କେବେ ମଧ୍ୟ ହେବନାହିଁ ଗ୍ୟାସ……

ଆଜି ଠାରୁ ଛାଡି ଦିଅନ୍ତୁ ଏହି ୨ଟି କାମ କେବେ ମଧ୍ୟ ହେବନାହିଁ ଗ୍ୟାସ……

ଆଜି ଠାରୁ ଛାଡି ଦିଅନ୍ତୁ ଏହି ୨ଟି କାମ କେବେ ମଧ୍ୟ ହେବନାହିଁ ଗ୍ୟାସ,ଏସିଡିଟି ଏବଂ କୋଷ୍ଠକାଠିନ୍ୟର ସମସ୍ୟା ।

ଆଜିର ଏହି ସମୟରେ ଖରାପ ଦିନଚର୍ଯ୍ୟା ଓ ଖାଦ୍ୟପେୟ ଫଳରେ ପ୍ରତ୍ୟକ ବ୍ୟକ୍ତି କିଛି ନା କିଛି ରୋଗରେ ପୀଡିତ ହୋଇ ଚିନ୍ତାରେ ଅଛନ୍ତି । ଖାସକରି ପେଟ ସମସ୍ୟାରେ ଅନେକ ବ୍ୟକ୍ତି ପୀଡିତ ଅଛନ୍ତି ।ପ୍ରାୟତଃ ପ୍ରତ୍ୟକ ବ୍ୟକ୍ତି ଗ୍ୟାସ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ।

ପେଟରେ ଗ୍ୟାସ ହେବା ଫଳରେ ବ୍ୟକ୍ତିର ପେଟ ଫୁଲିଯାଏ । ଦିନ ସାରା ଖଟା ହାକୁଟି ଆସିଥାଏ ଏହା ସହ ବହୁତ ଗ୍ୟାସ ଯୋଗୁଁ ପେଟ ପୀଡ଼ା ମଧ୍ୟ ହୋଇଥାଏ ।

ପେଟର ଗ୍ୟାସ ଦୂର କରିବା ପାଇଁ ବ୍ୟକ୍ତି ବହୁତ ଗୁଡିଏ ଔଷଧ ସେବନ କରିଥାଏ । କିନ୍ତୁ ଔଷଧ ସେବନ ଫଳରେ କୌଣସି ସୁଫଳ ମିଳିନଥାଏ । ଏଇଥି ପାଇଁ ଆଜି ଆମେ ଆପଣଙ୍କୁ ୨ଟି ଜିନିଷ ବିଷୟରେ କହିବୁ ଯାହାର ସେବନ ଫଳରେ ଆପଣଙ୍କ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଗ୍ୟାସ ସମସ୍ୟା ରହିଛି ତେବେ ଏହି ଦୁଇଟି ଜିନିଷର ସେବନ କରିବା ଛାଡି ଦିଅନ୍ତୁ ।

ପିଆଜ ଓ ଆଳୁ

ଯେଉଁ ବ୍ୟକ୍ତି ପେଟରେ ଗ୍ୟାସ ଜନିତ ସମସ୍ୟା ଭୋଗୁଛନ୍ତି ତେବେ ସେମାନେ ଆଳୁ ଓ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଛାଡି ଦିଅନ୍ତୁ । ପେଟରେ ଗ୍ୟାସ ସୃଷ୍ଟି କରିବା ଆଳୁ ଓ ପିଆଜ ଯୋଗୁଁ ହୋଇଥାଏ । ଏହି ଦୁଇଟି ଜିନିଷରେ ତିଆରି ହୋଇଥିବା ଖାଦ୍ୟ ଖାଇଲେ ପେଟରେ ଗ୍ୟାସ,ଏସିଡିଟି ଓ କୋଷ୍ଟକାଠିନ୍ୟ ହୋଇଥାଏ ।

ଫାଷ୍ଟ ଫୂଡ଼

ଆଜିକାଲି ପ୍ରତ୍ୟକ ବ୍ୟକ୍ତି ଘର ଖାଇବା ଛାଡି ବଜାରରେ ମିଳୁଥିବା ଫାଷ୍ଟ ଫୁଡ଼ ଖାଇବା ପାଇଁ ପସନ୍ଦ କରିଥାନ୍ତି । ବହୁତ କମ ଲୋକ ଜାଣିଛନ୍ତି ବଜାରରେ ମିଲୁଥିବା ଖାଦ୍ୟରେ ଅଧିକ ପରିମାଣରେ ତେଲ ଓ ମସଲାର ବ୍ୟବହାର କରା ଯାଇଥାଏ ଯାହା ସହଜରେ ପେଟରେ ପଚି ନଥାଏ ଯାହାଫଳରେ ପେଟରେ ଗ୍ୟାସ ଓ ଏସିଡ଼ିଟି ସୃଷ୍ଟି ହୋଇଥାଏ ।

ଯେତେଦୂର ସମ୍ଭବ ଆପଣ ତେଲ ମସଲା ଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ ଓ ଆଳୁ ଓ ପିଆଜ ଠାରୁ ଦୁରେଇ ରୁହନ୍ତୁ । ପେଟ ଜନିତ ସମସ୍ୟାରେ ପୀଡିତ ଥିଲେ ନିଜର ସମସ୍ୟା ବିଷୟରେ ତଳ କମେଣ୍ଟ ବକ୍ସରେ ନିଜ ସମସ୍ୟା ଲେଖନ୍ତୁ । ଆଶା କରୁଚୁ ଆମେ ବହୁତ ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରିପାରିବୁ । ଜଦି ଆପଣ ଆମ ଏହି ଲେଖାକୁ ପସନ୍ଦ କରନ୍ତି ତେବେ ଆପଣ ନିଜ ମତାମତ ତଳେ କମେଣ୍ଟ ବକ୍ସରେ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *