ଏହି କାରଣ ଯୋଗୁଁ ବିବାହ ପରେ ଫୁଲି ଯାଇଥାଏ ଝିଅଙ୍କ ଶରୀର

ଏହି କାରଣ ଯୋଗୁଁ ବିବାହ ପରେ ଫୁଲି ଯାଇଥାଏ ଝିଅଙ୍କ ଶରୀର

ଏହି କାରଣ ଯୋଗୁଁ ବିବାହ ପରେ ଫୁଲି ଯାଇଥାଏ ଝିଅଙ୍କ ଶରୀର, ଜାଣନ୍ତୁ ପ୍ରକୃତ କାରଣ …

ପ୍ରାୟତଃ ଦେଖିବା ପାଇଁ ମିଳିଥାଏ ବିବାହ ହୋଇସାରିବା ପରେ ଝିଅଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଥାଏ ।ପରିବର୍ତ୍ତନ ଯେପରି ମାନସିକ ହେଉ କିମ୍ବା ଶାରୀରିକ କିନ୍ତୁ ଝିଅଙ୍କ ମଧ୍ୟରେ ପରିବର୍ତ୍ତନ ନିଶ୍ଚିନ୍ତ ଦେଖାଯାଇଥାଏ । ଅନେକ ଥର ଦେଖାଯାଇଥାଏ ଦୁର୍ବଳ ଶରୀର ଯୁକ୍ତ ଝିଅଙ୍କ ବିବାହ ପରେ ମୋଟା ହୋଇଯାଇଥାନ୍ତି । ଏହି ବିଷୟର ସୂଚନା ବାହାର କରିବା ପରେ ଏହି ବିଷୟ ଜଣା ପଡିଥିଲା ଯେ ବିବାହର ୫ ବର୍ଷ ମଧ୍ୟରେ ୮୨ ପ୍ରତିଶତ ଝିଅଙ୍କ ଓଜନ ୧୦ କିଲୋ ପର୍ଯ୍ୟନ୍ତ ବଢିଯାଇଥାଏ ।

ଯେତେବେଳେ ଜଣେ କୁଆଁରୀ ଝିଅ ବିବାହିତ ଜୀବନରେ ପ୍ରବେଶ କରିଥାଏ ତେବେ ଝିଅଟିକୁ ଅନେକ ମାନସିକ ଏବଂ ହର୍ମୋନ ପରିବର୍ତ୍ତନ ଦେଖାଯାଇଥାଏ । ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖାଯାଇଥାଏ ଯାହାଫଳରେ ସମ୍ଭୋଗ ଜୀବନରେ ପରିବର୍ତ୍ତନ ଦେଖାଯାଇଥାଏ ଏବଂ ଝିଅଙ୍କ ଶରୀର ସକ୍ରିୟ ହୋଇଯାଇଥାଏ ଏବଂ ଶରୀରର ଓଜନ ବଢିଯାଇଥାଏ । ଏହାସହ ବିବାହିତ ଜୀବନରେ ଦାୟିତ୍ୱ ମଧ୍ୟ ବଢି ଯାଇଥାଏ ଯାହାଫଳରେ ସେମାନେ ବଢୁଥିବା ଓଜନକୁ ନିୟତ୍ରଣ କରିପାରନ୍ତି ନାହିଁ ।

ଅନେକ ସମୟରେ ଝିଅମାନେ ନିଜ ବିବାହକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି ଏବଂ ଅଧିକ ଚିନ୍ତାଗ୍ରସ୍ତ ହୋଇଯାଇଥାନ୍ତି । କିନ୍ତୁ ବିବାହ ପରେ ଯେତେବେଳେ ଜୀବନସାଥୀ ସହ ଶାରୀରିକ ସମ୍ବନ୍ଧ ରଖନ୍ତି ସେହି ସମୟରେ ସେମାନଙ୍କ ସମସ୍ତ ଚିନ୍ତା ଦୂର ହୋଇଯାଇଥାଏ । ଯାହାଫଳରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ଦେଖଯାଇଥାଏ । ପରେ ଝିଅଙ୍କ ଓଜନ ବଢିଯାଇଥାଏ । ଅନେକ ସମୟରେ କିଛି ଝିଅ ଅଧିକ ଓଜନର ଶିକାର ହୋଇଯାଇଥାନ୍ତି ।

Leave a Reply

Your email address will not be published. Required fields are marked *