ବିଜୁ ପକ୍କାଘର ମରାମତି ଟଙ୍କା ଆସିନଥିଲେ ଜାଣନ୍ତୁ କଣ କରିବେ ?

ବିଜୁ ପକ୍କାଘର ମରାମତି ଟଙ୍କା ଆସିନଥିଲେ ଜାଣନ୍ତୁ କଣ କରିବେ ?

ବିଜୁ ପକ୍କାଘର ମରାମତି ଟଙ୍କା ଆସିନଥିଲେ ଜାଣନ୍ତୁ କଣ କରିବେ? କିପରି ପାରିବେ ଏହି ଟଙ୍କା ! ଆସନ୍ତୁ ଜାଣିବା……

ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ରାଜ୍ୟର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ସହ ନିର୍ବାଚନରେ ଲଢ଼ିବାକୁ ପ୍ରତିଦ୍ବନ୍ଦୀ ମଧ୍ୟ ନାହାଁନ୍ତି । ପ୍ରତି ଓଡ଼ିଆଙ୍କ ମନରେ ଘର କରିଥିବା ଏକ ମାତ୍ର ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ୧୪ ତମ ମୁଖ୍ୟମନ୍ତ୍ରୀ ହିସାବରେ କାର୍ଯ୍ୟରତ ଅଛନ୍ତି । ସେ ଦେଶବାସୀଙ୍କ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି ।

ଗରିବଙ୍କ ଘରେ ଅନେକ ସୁବିଧା ଯୋଗାଇ ଦେଇଛନ୍ତି । ମଣିଷ ରହିବା ପାଇଁ ଘର ଯୋଜନା କରି ଇନ୍ଦ୍ରାବାସ ଯୋଜନା କରିଛନ୍ତି । ସେହିପରି ଖାଦ୍ୟ ପାଇଁ ବିପିଏଲ୍ ଚାଉଳ ଓ ଗହମ ବ୍ୟବସ୍ଥା କରିଛନ୍ତି । ୧ ଟଙ୍କାରେ ଚାଉଳ ଦେଇ ଅନେକ ଭୋକିଲାଙ୍କ ମୁଁହରେ ଦାନା ଦେଇଛନ୍ତି । ବର୍ତ୍ତମାନ ଏକ ବଡ଼ ଖବର ଆସି ପହଞ୍ଚିଛି ଆମ ନିକଟରେ ।

ମୁଖ୍ୟମନ୍ତ୍ରୀ ଏକ ଯୋଜନା କରିଥିଲେ ଯାହା ଦ୍ଵାରା ଅନେକ ଲୋକ ମୁଣ୍ଡ ତଳେ ଛାତ ପାଇଛନ୍ତି । ଇନ୍ଦ୍ରା ଆବାସ ଯୋଜନା । ନିକଟରେ ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବାସ ନିମନ୍ତେ ଟଙ୍କା ପ୍ରଦାନ କରୁଛନ୍ତି । ଯେଉଁମାନେ ଘର କରି ସାରିଛନ୍ତି ସେମାନଙ୍କୁ ମରାମତି ପାଇଁ ୩ ହଜାର ଟଙ୍କା ଏବଂ ଯେଉଁମାନେ ଏଥିରୁ ବଂଚିତ ଅଛନ୍ତି ଘର ତିଆରି ନିମନ୍ତେ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହି । ୨୦୧୪- ୧୫ ମସିହାରେ ଏହି ଯୋଜନା ପାଇଥିବା ଅଧିକାରୀ ମାନେ ଘରର ମରାମତି ପାଇଁ ୩ ହଜାର ଟଙ୍କା ପାଇବେ ।

ଏହି ଯୋଜନାରେ ପାଇଥିବା ଘରକୁ ଗ୍ରାମର ସରପଞ୍ଚ ଆସି କିଛି ଷ୍ଟିକର୍ ଦେଉଛନ୍ତି । ଯେଉଁ ଯେଉଁ ଘର ମାନଙ୍କରେ ଷ୍ଟିକର ଲଗାଇଛନ୍ତି ସେହି ଗୁଡ଼ିକ ଟଙ୍କା ପାଇପାରିବେ । ଯେଉଁମାନେ ଆଦୌ ଘର କରିନାହାନ୍ତି ବା ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ୫ ହଜାର ଲେଖାଏଁ ଘର ମରାମତି ପାଇଁ ମିଳିବ । ମାତ୍ର ସରକାର ଏହା ଉପରେ ସଠିକ୍ ଭାବରେ କୌଣସି ସୂଚନା ଦେଇନାହାନ୍ତି ।

Leave a Reply

Your email address will not be published. Required fields are marked *