“ଫିଲ୍ମ ଜୁଦାଇ”ରେ ହୋଇଥିଲେ ଅନିଲ କାପୁରଙ୍କ ପୁଅ ! ବର୍ତ୍ତମାନ ବଡ଼ ହୋଇ ବହୁତ ହେଣ୍ତସମ୍ ଦେଖାଯାଉଛନ୍ତିି ।

ଫିଲ୍ମ ଜଗତ ହଉ ଅବା ଟିଭି ଜଗତ ସର୍ବଦା କୁନି କଳାକାର ମାନଙ୍କ ଯାଦୁ ଦର୍ଶକଙ୍କ ଦୃଦୟକୁ ଆନନ୍ଦ ପହଞ୍ଚିଥାଏ । କୁନି କଳାକାରମାନେ ସର୍ବଦା ନିଜର ନିରୀହତ ପାଇଁ ସମସ୍ତଙ୍କୁ ପାଗଳ କରିଥାନ୍ତି । ଏହି କୁନି କଳାକାରମାନେ ଛୋଟ ବୟସରୁ ହିଁ କ୍ୟାମେରାର ସାମ୍ନା କରିଥାନ୍ତି ଏବଂ ଜଣେ ଦକ୍ଷ କଳାକାର ପରି ଅଭିନୟ କରିଥାନ୍ତି । ଏହିଭଳି ଅନେକ କୁନି କଳାକାରମାନଙ୍କୁ ଟିଭି ଏବଂ ଫିଲ୍ମରେ ଆମେ ଦେଖୁଛୁ, ଯେଉଁମାନଙ୍କ ଅଭିନୟରେ ଆମ ଅଟେ ମୁଗ୍ଧ ହୋଇଯାଇଛୁ ଯେ ସେମାନଙ୍କୁ ଭୁଲିବା ସମ୍ଭବ ନୁହେଁ । ଅର୍ଥାତ ସେମାନେ ନିଜେ ଅଭିନୟ ଦ୍ଵାରା ଦର୍ଶକଙ୍କ ଦୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିପାରିଛି । ଆଜି ଆମେ ଏମିତି ହି ଜଣେ କୁନି କଳାକାର ସହ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ଯିଏ ଫିଲ୍ମ “ଜୁଦାଇ”ରେ କୁନି କଳାକାର ଭାବେ ଅଭିନୟ କରିଥିଲେ ।

୧୯୯୭ ମସିହାରେ ଆସିଥିବା ଅନିଲ କପୁର ଏବଂ ଶ୍ରୀଦେବୀଙ୍କ ଫିଲ୍ମ “ଜୁଦାଈ” ସୁପରହିଟ ପ୍ରମାଣିତ ହୋଇଥିଲା । ଏହି ଫିଲ୍ମରେ ଏହି ଦୁଇ ଜଣ ଷ୍ଟାର ବ୍ୟତୀତ ଉର୍ମିଳା ଏବଂ ଦୁଇ ଜଣ ଶିଶୁ କଳାକାରଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଅନିଲ କପୁରଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିଲା ।

ଫିଲ୍ମରେ ଅନିଲ କପୁର ଏବଂ ଶ୍ରୀଦେବୀଙ୍କ ପୁତ୍ରର ଚରିତ୍ରରେ ଅଭିନୟ କରିଥିବା କ୍ୟୁଟ୍ ଶିଶୁ କଳାକାର ବିଷୟରେ ଆମେ ଏହି ଅନୁଛେଦରେ କଥା ହେବାକୁ ଯାଉଛୁ । ସେହି ଶିଶୁ କଳାକାରର ବାସ୍ତବ ନାମ ଥିଲା ଓମକାର କପୁର ଯିଏକି ନିଜ କ୍ୟାରିୟରର ଆରମ୍ଭ ବାଳ କଳାକାର ରୂପରେ କରିଥିଲେ ଏବଂ ପାଖାପାଖି ଯୁଡ଼ୱା, ହିରୋ ନମ୍ବର-1, ଘୁଙ୍ଘଟ, ମାସୁମ ଏବଂ ମେଳା ଭଳି ଏପରି ଅନେକ ଫିଲ୍ମରେ କାମ କରିଛନ୍ତି ।

ଜଣାଇ ଦେଉଛୁ ଓମକାର କପୁର ଫିଲ୍ମ “ମାସୁମ”ରେ ନିଜେ ଗୀତ ମଧ୍ୟ ଗାଇଥିଲେ । ଗୀତା ଥିଲା “ଛୋଟା ବଚ୍ଚା ଜାନ କେ ହମକୋ” ଯାହାକୁ ସମସ୍ତେ ପସନ୍ଦ କରିଥିଲେ । ବର୍ତ୍ତମାନ ଓମକାର ବହୁତ ବଡ଼ ହୋଇଯାଇଛନ୍ତି ଏବଂ ବହୁତ ହେଣ୍ତସମ ମଧ୍ୟ ଦିଶୁଛନ୍ତି । ଛୋଟ ବେଲାରୁ ହିଁ ଓମକାରଙ୍କ ସ୍ଵପ୍ନ ଷ୍ଟାର ହେବାର ଥିଲା ।

ବଡ଼ ହୋଇ ଓମକାର ଅନେକ ଫିଲ୍ମ ପାଇଁ ଅଡିସନ ଦେଇଛନ୍ତି ଏବଂ ଏହାପରେ ତାଙ୍କୁ “ଫିଲ୍ମ ପ୍ୟାର କା ପାଞ୍ଚନାମା-୨”ରେ ମୁଖ୍ୟ ଅଭିନେତାର ଚରିତ୍ର ନିଭାଇବା ପାଇଁ ସୁଯୋଗ ମିଳିଥିଲା । ଏହାପରେ ତାଙ୍କୁ ଫିଲ୍ମ “ଝୁଟ୍ କହିଁ କା”ରେ ମଧ୍ୟ ଦେଖା ଯାଇଥିଲେ । କିନ୍ତୁ ଓମକାର ଛୋଟବେଳୁ ଯେପରି ଲୋକପ୍ରିୟ ଥିଲେ, ବଡ଼ ହୋଇ ଅଧିକ ଲୋକପ୍ରିୟ ହୋଇ ପରିନାହାଁନ୍ତି ।

Be the first to comment

Leave a Reply

Your email address will not be published.


*