କେବଳ ତିନିଦିନ ଏହି ଜିନିଷ ସେବନ କରନ୍ତୁ ! ଭୟଙ୍କରରୁ ଅତି ଭୟଙ୍କର ଅର୍ଶ (Piles) ମୂଳରୁ ହୋଇଯିବ ଦୂର…

କେବଳ ତିନିଦିନ ଏହି ଜିନିଷ ସେବନ କରନ୍ତୁ ! ଭୟଙ୍କରରୁ ଅତି ଭୟଙ୍କର ଅର୍ଶ (Piles) ମୂଳରୁ ହୋଇଯିବ ଦୂର…

ଅର୍ଶ କିମ୍ବା ପାଇଲସ୍ ଏକ ଭୟଙ୍କର ରୋଗ ଅଟେ । ଅର୍ଶ ଦୁଇ ପ୍ରକାରର ହୋଇଥାଏ । ସାଧାରଣ ଭାଷାରେ ଏହାକୁ ରକ୍ତାକ୍ତ ଏବଂ ଖରାପ ଅର୍ଶ ନାମରେ ଜଣା ଯାଇଥାଏ । ଅନେକ ସ୍ଥାନରେ ଏହାକୁ ମହେଶି ନାମରେ ମଧ୍ୟ ଜଣା ଯାଇଥାଏ ।

୧) ରକ୍ତାକ୍ତ ଅର୍ଶ:-

ରକ୍ତାକ୍ତ ଅର୍ଶରେ କୌଣସି ପ୍ରକାରର ଯନ୍ତ୍ରଣା ହୁଏନାହିଁ କେବଳ ରକ୍ତ ଆସିଥାଏ । ପ୍ରଥମେ ଝାଡ଼ାରେ, ତାପରେ ବୁନ୍ଦା ବୁନ୍ଦା ହୋଇ ଏବଂ ତାପରେ ପିଚକାରୀ ଭଳି ରକ୍ତ ଆସିବା ଆରମ୍ଭ ହୋଇଥାଏ । ଏହା ଭିତରେ ଭାତୁଡି ରହିଥାଏ । ଯାହା ଭିତର ଆଡ଼କୁ ରହିଥାଏ ଏବଂ ପରେ ବାହାରକୁ ଆସିବା ଆରମ୍ଭ କରିଥାଏ । ଝାଡା ଯିବା ପରେ ଏହା ଆପେଆପେ ଭିତରକୁ ଚାଲି ଯାଇଥାଏ । ପୁରୁଣା ହୋଇଯିବା ପରେ ବାହାରକୁ ଆସିଲେ ହାତରେ ଚିପିଦେବା ଦ୍ୱାରା ଭିତରକୁ ଚାଲି ଯାଇଥାଏ । ଶେଷ ପର୍ଯ୍ୟାୟରେ ହାତରେ ଚିପିବା ଦ୍ୱାରା ମଧ୍ୟ ଭିତରକୁ ଯାଏନାହିଁ ।

୨) ଖରାପ ଅର୍ଶ:-

ଖରାପ ଅର୍ଶ ରହିବା ଦ୍ୱାରା ପେଟ ଖରାପ ରହିଥାଏ । କୋଷ୍ଠକାଠିନ୍ୟ ରହିଥାଏ । ଗ୍ୟାସ ରହିଥାଏ । ଅର୍ଶ କାରଣରୁ ପେଟ ବାରମ୍ବାର ଖରାପ ହେବାକୁ ଲାଗିଥାଏ । ପେଟରେ ଗଡ଼ବଡ଼ କାରଣରୁ ଅର୍ଶ ହୁଏନାହିଁ । ଏଥିରେ ଜଳାପୋଡା, ଯନ୍ତ୍ରଣା, କୁଣ୍ଡାଇବା, ଶରୀରରେ ଅସ୍ତବ୍ୟସ୍ତ, କାମରେ ମନ ନ ଲାଗିବା ଇତ୍ୟାଦି । ଝାଡ଼ା କଠିନ ହେବା ଦ୍ୱାରା ସେଥିରେ ରକ୍ତ ମଧ୍ୟ ଆସିପାରେ । ଏଥିରେ ଭାତୁଡି ଭିତରେ ରହିଥାଏ । ଭାତୁଡି ଭିତରେ ରହିବା କାରଣରୁ ମଳଦ୍ୱାର ରାସ୍ତା ଛୋଟ ହୋଇଯାଏ, ଯାହାଦ୍ୱାରା ତାହା ଫାଟିଯାଏ ଏବଂ ସେଠାରେ ଘା ହୋଇଯାଏ, ଯାହାକୁ ଡାକ୍ତର ତାଙ୍କ ଭାଷାରେ ଫିସର୍ କହିଥାନ୍ତି । ଯାହାଦ୍ୱାରା ଅସହାୟ ଜ୍ଵଳନ ଏବଂ ଯନ୍ତ୍ରଣା ହୋଇଥାଏ । ଅର୍ଶ ବହୁତ ପୁରୁଣା ହେବା ଦ୍ୱାରା ଭଗନ୍ଦର ହୋଇଯାଏ । ଯାହାକୁ ଇଂରାଜୀରେ ଫିଷ୍ଟୁଲା କୁହାଯାଏ । ଫିଷ୍ଟୁଲାର ପ୍ରକାର ରହିଥାଏ । ଭଗନ୍ଦରରେ ମଳଦ୍ୱାର ରାସ୍ତା ପାଖରେ ଏକ ଛିଦ୍ର ହୋଇଯାଏ, ଯାହା ମଳଦ୍ୱାରକୁ ଚାଲି ଯାଇଥାଏ । ଏବଂ ତାହା ଭିତରେ ଫାଟିବା, ବୋହିବା ଏବଂ ଶୁଖିବାକି ଲାଗିଥାଏ । କିଛି ଦିନ ପରେ ଏହି ରାସ୍ତାରୁ ଝାଡା ମଧ୍ୟ ଆସିବାକୁ ଲାଗିଥାଏ । ଅର୍ଶ ଭଗନ୍ଦରର ଶେଷ ପର୍ଯ୍ୟାୟ ହେବା ଦ୍ୱାରା ଏହା କର୍କଟର ରୂପ ନେଇଥାଏ । ଯାହାକୁ ମଳଦ୍ୱାର କର୍କଟ କୁହାଯାଏ । ଯାହା ଅତ୍ୟନ୍ତ ଭୟଙ୍କର ପ୍ରମାଣିତ ହୋଇଥାଏ ।

୩) ଅର୍ଶକୁ ଦୁଇଦିନରେ ଶେଷ କରିବାର ଟିପ୍ସ:-

ଏହି ଟିପ୍ସକୁ ପ୍ରସ୍ତୁତ କରିବାପାଇଁ ସର୍ବପ୍ରଥମେ ନଡିଆର ଚୋପାକୁ ଜଳାଇ ତାର ପାଉଁଶକୁ କୌଣସି ପରିଷ୍କାର କାଚ ବୋତଲରେ ଭର୍ତ୍ତି କରିଦିଅନ୍ତୁ । ସକାଳ ସମୟରେ ପେଟ ସଫା କରି ଏହି ଟିପ୍ସକୁ ପ୍ରୟୋଗ କରନ୍ତୁ । ଏଥିପାଇଁ ଏକ ପାତ୍ରରେ ଟିକିଏ ଦହି ନେଇ ସେଥିରେ ୫ରୁ୬ ଗ୍ରାମର ନଡିଆର ପାଉଁଶ ପକାଇ ଭଲ ଭାବରେ ମିଶାନ୍ତୁ ଏବଂ ତାହାକୁ ସେବନ କରନ୍ତୁ । ଏହି ଔଷଧକୁ ସେବନ କରିବା ପରେ ସମ୍ପୂର୍ଣ୍ଣ ଦିନରେ ଆପଣଙ୍କୁ କୌଣସି ଜିନିଷ ସେବନ କରିବା ଅନୁଚିତ୍ । ଏହି ଔଷଧକୁ ଆପଣଙ୍କୁ ଦିନରେ ୩ ଥର ସେବନ କରିବାକୁ ହେବ । ସକାଳେ, ଦ୍ଵିପ୍ରହରରେ ଏବଂ ରାତିରେ ଶୋଇବାକୁ ଯିବା ପୂର୍ବରୁ କରିବାକୁ ହେବ । ଯଦି ଆପଣ ଭୋକ ସହି ପାରୁନାହାଁନ୍ତି, ତେବେ ଆପଣ ଦହି ଖାଇପାରିବେ । କିନ୍ତୁ ମନେରଖନ୍ତୁ ଯେ, ଦହି ବ୍ୟତୀତ ଆପଣ ଆଉ କୌଣସି ଜିନିଷ ସେବନ କରିପାରିବେ ନାହିଁ । ଏହି ଔଷଧକୁ ୨ରୁ୩ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ, ଦେଖିବେ ଆପଣ ଖୁବଶୀଘ୍ର ଏହି ରୋଗରୁ ମୁକ୍ତି ପାଇବେ । ଆପଣଙ୍କୁ ଆହୁରିମଧ୍ୟ ଧ୍ୟାନ ଦେବାକୁ ହେବ ଯେ, ଏହି ସମୟରେ ଏଭଳି କୌଣସି ଜିନିଷ କରନ୍ତୁ ନାହିଁ, ଯାହାଦ୍ୱାରା ଅର୍ଶ ଆହୁରି ଭୟଙ୍କର ରୂପକୁ ଆସିଯିବ ।

Leave a Reply

Your email address will not be published. Required fields are marked *