ଏହି ୩ଟି ନାରୀଙ୍କ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି ଜୀବନରେ ସର୍ବଦା ଦୁଃଖୀ ରୁହଁନ୍ତି !

ହିନ୍ଦୁ ଧର୍ମରେ ନାରୀଙ୍କୁ ଦେବୀଙ୍କ ସହ ତୁଳନା କରାଯାଇଛି ଏବଂ ନାରୀଙ୍କ ସହ ଜଡିତ ପ୍ରାଚୀନ ଗ୍ରନ୍ଥରେ ଅନେକ ଗୁଡିଏ ବିଷୟ ଉଲ୍ଲେଖ ରହିଛି ଯାହା ବ୍ୟକ୍ତିଙ୍କୁ ସର୍ବଦା ଧ୍ୟାନ ରଖିବା ଉଚିତ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଶାସ୍ତ୍ରରେ ଉଲ୍ଲେଖ ହୋଇଥିବା ତିନିଜଣ ନାରୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ଯାହାଙ୍କ ଉପରେ ଖରାପ ନଜର ରଖିଲେ ସର୍ବଦା ବ୍ୟକ୍ତିଙ୍କ ସହ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଦିବ୍ୟାଙ୍ଗ ନାରୀଙ୍କ ଉପରେ ଖରାପ ନଜର ପକାଇଲେ ବ୍ୟକ୍ତିଙ୍କୁ ନର୍କରେ ସ୍ଥାନ ମିଳିଥାଏ । ସର୍ବଦା ବ୍ୟକ୍ତିଙ୍କୁ ଦିବ୍ୟାଙ୍ଗ ନାରୀଙ୍କୁ ସାହାଯ୍ୟ କରିବା ଉଚିତ ଏହା ସହ ସମ୍ଭବ ହେଲେ ଦିବ୍ୟାଙ୍ଗ ନାରୀଙ୍କ ସହ ବିବାହ କରିବା ଉଚିତ ଯାହାଫଳରେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ ।

ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କୁ ଅନ୍ୟ ପତ୍ନୀଙ୍କ ଉପରେ ଖରାପ ନଜର ପକାଇବା ଉଚିତ ନୁହେଁ । କାରଣ ଅନ୍ୟର ସ୍ତ୍ରୀ ଉପରେ ଖରାପ ନଜର ପକାଇଲେ ବ୍ୟକ୍ତି ପାପର ଅଧିକାରୀ ହୋଇଥାନ୍ତି । ଏହି କାରଣରୁ ବ୍ୟକ୍ତିଙ୍କୁ ସର୍ବଦା ନିଜ ପତ୍ନୀଙ୍କୁ ନେଇ ସନ୍ତୁଷ୍ଟ ରହିବା ଉଚିତ ।

ଶାସ୍ତ୍ର ଅନୁସାରେ ବିଧବା ସ୍ତ୍ରୀଙ୍କୁ ନିଜର ଜୀବନସାଥି ହରାଇ ଦେବା ଦୁଃଖ ଦେଇଥାଏ ଯଦି କୌଣସି ବ୍ୟକ୍ତି ବିଧବା ନାରୀଙ୍କ ଉପରେ ଖରାପ ନଜର ପକାନ୍ତି ତେବେ ସେହି ବ୍ୟକ୍ତି ବିଧବା ନାରୀଙ୍କ ଦୁର୍ବଳତାର ସୁଯୋଗ ନିୟନ୍ତି ତେବେ ସେହି ବ୍ୟକ୍ତି ପାପର ଅଧିକାରୀ ହୋଇଥାନ୍ତି ।

ବନ୍ଧୁଗଣ ଏହି ସୂଚନା ଆପଣଙ୍କୁ କିପରି ଲାଗିଲା ନିଜ ମତ ତଳ କମେଣ୍ଟ ବକ୍ସରେ ଦେବା ପାଇଁ ଭୁଲିବେ ନାହିଁ ।

Be the first to comment

Leave a Reply

Your email address will not be published.


*