ସୁନ୍ଦରତାରେ ଡ୍ରିମଗର୍ଲ ହେମା ମାଳିନୀଙ୍କୁ ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର ଅଟନ୍ତି ତାଙ୍କର ବୋହୂମାନେ ! ଆପଙ୍କ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ…!

ସୁନ୍ଦରତାରେ ଡ୍ରିମଗର୍ଲ ହେମା ମାଳିନୀଙ୍କୁ ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର ଅଟନ୍ତି ତାଙ୍କର ବୋହୂମାନେ ! ଆପଙ୍କ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ…!

ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସୁନ୍ଦରତା ଓ ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି । ଏହି ସୂଚୀରେ ସାମିଲ ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଡ୍ରିମଗର୍ଲ ହେମା ମାଳିନୀ । ଏକଦା ବଲିଉଡ ଜଗତର ଜଣେ ପ୍ରସିଦ୍ଧ ଓ ସୁନ୍ଦରୀ ଅଭିନେତ୍ରୀ ହେମା ମାଲିନୀ ନିଜ ଅଭିନୟ ଓ ସୁନ୍ଦରତାରେ ଦର୍ଶକଙ୍କ ହୃଦୟର ରାଜତ୍ କରୁଥିଲେ । ଠିକ୍ ସେହିପରି ଡ୍ରିମଗର୍ଲ ହେମା ମାଳିନୀଙ୍କ ପରି ହେମାଙ୍କ ବୋହୂମାନେ ମଧ୍ୟ ଖୁବ୍ ସୁନ୍ଦର ଅଟନ୍ତି । ଆଜି ଏହି ଅନୁଛେଦରେ ଆମେ ହେମା ମାଳିନୀଙ୍କ ସାବତ ପୁଅ ସନ୍ନି ଦେବଲ ଏବଂ ବବି ଦେବଲଙ୍କ ପତ୍ନୀ ଅର୍ଥାତ ହେମା ମାଲିନୀଙ୍କ ଦୁଇ ବୋହୁଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସୁନ୍ଦରତାରେ ହେମା ମାଳିନୀଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି ।

ଆପଣମାନେ ସମସ୍ତେ ଜାଣିଛନ୍ତି; ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଅଭିନେତା ଧର୍ମେନ୍ଦ୍ରଙ୍କ ପତ୍ନୀ ଅଟନ୍ତି । ହେମା ମାଳିନୀ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ହେମା ମାଲିନୀ ନିଜର ଅଭିନୟ ଓ ସୁନ୍ଦରତା ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି । ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ମିଳିତ ଭାବରେ ଅନେକ ଚଳଚିତ୍ର ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଲିନୀଙ୍କ ସାବତ ପୁଅ ସନ୍ନି ଦେବଲଙ୍କ ବିଷୟରେ ଆପଣମାନେ ଜାଣିଥିବେ । ବଲିଉଡର ପ୍ରସିଦ୍ଧ ଅଭିନେତା ମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ସନ୍ନି ଦେବଲ । ନିଜର ଦମଦାର ଆକ୍ସନ ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଏବଂ ହୃଦୟ ଜିଣି ପାରିଛନ୍ତି । ଅଭିନେତା ସନ୍ନି ଦେବଲଙ୍କ ସୁନ୍ଦରୀ ପତ୍ନୀଙ୍କ ନାମ ହେଉଛି ପୂଜା ଦେବଲ । ପୂଜା ଦେଖିବା ପାଇଁ ଖୁବ୍ ସୁନ୍ଦର ଅଟନ୍ତି କିନ୍ତୁ ସେ ଲାଇମଲାଇଟରୁ ଦୂରେଇ ରହିଛନ୍ତି । ପୂଜା ଦେଖିବା ପାଇଁ ବଲିଉଡର ଅଭିନେତ୍ରୀ ମାନଙ୍କ ପରି, ପୂଜାଙ୍କ ସୁନ୍ଦରତା ସାମ୍ନାରେ ବଲିଉଡର ପ୍ରତିଟି ଅଭିନେତ୍ରୀ ଫିକା ପଡିଯିବେ ।

ବଲିଉଡର ଅଭିନେତା ବବି ଦେବଲ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଏବଂ ହୃଦୟ ଜିଣି ପାରିଛନ୍ତି । ନିକଟରେ ବବି ଦେବଲ ଫିଲ୍ମ “ରେସ-3″ରେ ଅଭିନୟ କରିଥିଲେ । ବଲିଉଡର ଏହି ଅଭିନେତାଙ୍କ ସୁନ୍ଦର ପତ୍ନୀଙ୍କ ନାମ ହେଉଛି ତାନ୍ୟା ଦେବଲ ଅଟେ । ଦୁହେଁ ୧୯୯୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାନ୍ୟାଙ୍କ ସୁନ୍ଦରତା ସାମ୍ନାରେ ବଲିଉଡର ପ୍ରତିଟି ଅଭିନେତ୍ରୀ ଫିକା ପଡିଯିବେ । ତାନ୍ୟା ଦେବଲ ଅଭିନେତ୍ରୀ ହେମା ମାଲିନୀଙ୍କ ବଡ ବୋହୁଙ୍କ ପରି ଲାଇମଲାଇଟରୁ ଦୂରେଇ ରହିଛନ୍ତି । ଆପଣ ତାନ୍ୟାଙ୍କ ଚିତ୍ର ଦେଖି ଜାଣି ପାରୁଥିବେ ସେ କେତେ ସୁନ୍ଦର ଅଟନ୍ତି ।

Leave a Reply

Your email address will not be published. Required fields are marked *