ଶୋଇବା ସମୟରେ ଭୁଲରେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ନଚେତ

ଶୋଇବା ସମୟରେ ଭୁଲରେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ନଚେତ

ଶୋଇବା ସମୟରେ ଭୁଲରେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ଗମ୍ଭୀର ରୋଗ ।

ଶୋଇବା ସମୟରେ ଅନେକ ଲୋକେ ଭୁଲ ପ୍ରକାରର ଶୋଇଥାନ୍ତି ଯାହାଫଳରେ ଶରୀରରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ । ଆଜି ଆମେ ଆପଣଙ୍କୁ ୩ଟି ଭୁଲ ଅଭ୍ୟାସ ବିଷୟରେ କହିବୁ ଯାହା ଶୋଇବା ସମୟରେ ପ୍ରାୟତଃ ଲୋକେ କରିଥାନ୍ତି ।

ଶୋଇବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୩ଟି ଭୁଲ ଅଭ୍ୟାସ ନଚେତ ସମସ୍ୟା ଉପୁଜିପାରେ ।

ତକିଆର ବ୍ୟବହାର

ଅନେକ ଲୋକ ଶୋଇବା ସମୟରେ ନରମ ତକିଆର ବ୍ୟବହାର କରିଥାନ୍ତି । କିନ୍ତୁ ଏହିପରି କରିବା ଦ୍ୱାରା ମେରୁଦଣ୍ଡର ଅସ୍ଥିରେ ପୀଡ଼ା ଉତ୍ପନ୍ନ ହୋଇଥାଏ । ଏହିଭଳି କରିବା ଦ୍ୱାରା ବେକର ଅସ୍ଥିରେ ପୀଡ଼ା ଉତ୍ପନ୍ନ ହୋଇଥାଏ । ଏହି କାରଣରୁ ଆପଣ ଏହି ଅଭ୍ୟାସ ବଦଳାଇଦେବା ଉଚିତ୍ ।

ଡାହାଣ ପଟେ କଡ଼ ଲେଉଟାଇ ଶୋଇବା

ଡାହାଣ ପଟେ କଡ଼ ଲେଉଟାଇ ଶୋଇବା ଦ୍ୱାରା ପାଚନ ରସ ଠିକ ରୂପରେ କ୍ଷରିତ ହୋଇପାରେ ନାହିଁ ଯାହାଫଳରେ ଖାଦ୍ୟ ଠିକ ରୂପରେ ହଜମ ହୋଇନଥାଏ । ତେଣୁ ଆପଣ ଡାହାଣ କଡ଼କୁ ଲେଉଟାଇ ଶୁଅନ୍ତୁ ନାହିଁ ।

ପେଟରେ ଭରା ଦେଇ ଶୋଇବା

ଅନେକ ଲୋକ ଆରାମ ଅନୁଭଵ କରିବା ପାଇଁ ପେଟରେ ଭରା ଶୋଇବା ପାଇଁ ପସନ୍ଦ କରିଥାନ୍ତି । ଏହିଭଳି ଶୋଇବା ଦ୍ୱାରା ଫୁସଫୁସ ,ହୃଦୟ ଏବଂ କିଡ୍ନୀ ଉପରେ ଚାପ ପଡିଥାଏ । ଏହା ସହ ଲିଭର ଉପରେ ମଧ୍ୟ ଅଧିକ ଚାପ ପଡିଥାଏ ଯାହାଫଳରେ ଅନେକ ଗମ୍ଭୀର ସମସ୍ୟା ଉତ୍ପନ୍ନ ହୋଇଥାଏ । ଏହି କାରଣରୁ ଆପଣ ପେଟରେ ଭରା ଦେଇ ଶୁଅନ୍ତୁ ନାହିଁ ।

ଆପଣଙ୍କୁ ଯଦି ଆମ ଲେଖାଟି ପସନ୍ଦ ଆସିଥାଏ ତେବେ ସେୟାର କରି ଅନ୍ୟମାନଙ୍କୁ ପଢିବା ପାଇଁ ସୁଯୋଗ ଦିଅନ୍ତୁ । ମନେ କରି ଆମ ପେଜକୁ ଲାଇକ କରିବା ପାଇଁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *