ଏହି ତିନୋଟି ସୁନ୍ଦରୀ ଯୁବତୀ ମାନଙ୍କ ସହ ଥିଲା ଡୋନାଲଡ଼ ଟ୍ରମ୍ପଙ୍କ ପ୍ରେମ ସମ୍ପର୍କ, ୨ ନମ୍ବରରେ ଥିବା ଯୁବତୀ ଅଟନ୍ତି ବହୁତ ସୁନ୍ଦର !

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଅଟନ୍ତି ଏବଂ ଭାରତ ଗସ୍ତରେ ଆସୁଛନ୍ତି । ସେ ୨୪ ଫେବୃୟାରୀକୁ ଭାରତର ଅହମଦାବାଦ ସହରରେ ପହଞ୍ଚିବେ । ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ସେ ତିନୋଟି ବିବାହ କରିଥିଲେ କିନ୍ତୁ ଏହା ବ୍ୟତୀତ ତାଙ୍କର ତିନୋଟି ଅଫେର ମଧ୍ୟ ରହିଛି । ଆସନ୍ତୁ ଆମେ ଆଜି ଆପଣମାନଙ୍କୁ ସେହି ତିନୋ ଜଣ ଯୁବତୀଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଟ୍ରମ୍ପ ନିଜର ହୃଦୟ ଦେଇ ବସିଥିଲେ । ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ଯୁବତୀ ଜଣକ ବହୁତ ସୁନ୍ଦର ଅଟନ୍ତି ।

ନମ୍ବର ୧

ଡୋନାଲ୍ଡ ଟ୍ରମ୍ପ ପ୍ରଥମ ବିବାହ ୧୯୭୭ରେ ଇବାନାରେ କରିଥିଲେ । ଯଦିଓ ଦୁହିଁଙ୍କ ସମ୍ପର୍କ ଭଲ ନଥିଲା ଏବଂ ୧୯୯୧ରେ ସେ ଛାଡପତ୍ର ନେଇଥିଲେ । ଯଦିଓ ଏହା ପୂର୍ବରୁ ହିଁ ୧୯୮୯ରେ ଟ୍ରମ୍ପଙ୍କ ଅଫେୟର ଗେର୍ବିଲା ସବେଟିନୀଙ୍କ ସହିତ ହୋଇଥିଲା । ଆମେରିକାରେ ଦୁଇଜଣଙ୍କ ଅଫେର ଖୁବ୍ ଚର୍ଚ୍ଚାରେ ଥିଲା । ଯଦିଓ କିଛି ସମୟ ପରେ ଦୁଇଜଣଙ୍କ ସମ୍ପର୍କ ଭାଙ୍ଗିଗଲା ।

ନମ୍ବର ୨

ଗେର୍ବିଲା ସବେଟିନୀଙ୍କ ସହିତ ସମ୍ପର୍କ ଭାଙ୍ଗିଯିବା ପରେ ୧୯୯୧ରେ ତାଙ୍କର ସ୍ତ୍ରୀ ଇବାନାଙ୍କ ସହିତ ମଧ୍ୟ ସମ୍ପର୍କ ଭାଙ୍ଗିଗଲା । ଦୁଇଜଣଙ୍କ ଛାଡପତ୍ର ହୋଇଗଲା । ଛାଡପତ୍ର ହେବାର କିଛି ସମୟ ପରେ ତାଙ୍କ ଜୀବନରେ ଆଉ ଗୋଟିଏ ଯୁବତୀ କାର୍ଲା ବ୍ରୁନୀ ଆସିଥିଲେ । ଯଦିଓ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରି ନଥିଲା ।

ନମ୍ବର ୩

କାର୍ଲା ବ୍ରୁନୀଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ଆଉ ଗୋଟିଏ ଯୁବତୀ ତାଙ୍କ ଜୀବନରେ ଆସିଲେ । ତାଙ୍କ ନାମ ରୋବେନେ ବ୍ରିବେର ଥିଲା । ଦୁଇଜଣଙ୍କ ଦେଖା ସାକ୍ଷାତ ୧୯୯୩ରେ ହୋଇଥିଲା । ଆମେରିକାରେ ଦୁଇଜଣଙ୍କ ଅଫେୟର ସେହି ସମୟର ସବୁଠାରୁ ଚର୍ଚ୍ଚିତ ଅଫେୟର ଥିଲା । ଯଦିଓ କାର୍ଯ୍ୟ କାରଣରୁ ଦୁଇଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ପଡିଥିଲା ଏବଂ ଏହି ଅଫେୟର ଏହି କାରଣରୁ ସମାପ୍ତ ହୋଇଗଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ରୋବେନେ ତାଙ୍କୁ ଜେଣ୍ଟଲମେନ୍ କହି ସ୍ମରଣ କରିଥାନ୍ତି ।

Be the first to comment

Leave a Reply

Your email address will not be published.


*