କଣ ଆପଣ ଜାଣିଛନ୍ତି ଟ୍ରେନ ଉପରେ କାହିଁକି ଲେଖା ହୋଇଥାଏ ୫ଟି ନମ୍ବର ! ଏହାର କାରଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଭାରତରେ ରେଳ ଯାତାୟାତ ଏକ ମୁଖ୍ୟ ସ୍ରୋତ ଅଟେ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ରେଳରେ ଯାତାୟାତ କରିଥାନ୍ତି । ଧନୀ ହେଉ କିମ୍ବା ଗରିବ, ଛୋଟ ପିଲା ହୁଅନ୍ତୁ କିମ୍ବା ବୃଦ୍ଧବୃଦ୍ଧା ରେଳରେ ଶହ ଶହ ସଂଖ୍ୟାରେ ଯାତ୍ରା କରିଥାନ୍ତି ଏବଂ ନିଜ ଯାତ୍ରାକୁ ଖୁବ ଉପଭୋଗ କରିଥାନ୍ତି । ଆପଣ ମଧ୍ୟ କେବେ ନା କେବେ ରେଳଯାତ୍ରାର ମଜ୍ଜା ନେଇଥିବେ କିନ୍ତୁ କେବେ ରେଳରେ ଲିଖିତ ସୂଚନା ଗୁଡିକ ଉପରେ ବିଶେଷ ରୂପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି କି ? ବୋଧ ହୁଏ କରିନଥିବେ ! ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ପ୍ରତିଟି ରେଳରେ କିଛି ନା କିଛି ବିଶେଷ ସୂଚନା ଲିଖିତ ହୋଇଥାଏ, ଯାହା ବିଶେଷ ଆବଶ୍ୟକ ଅଟେ କିନ୍ତୁ କୌଣସି ଯାତ୍ରୀ ଏହି ସୂଚନା ଗୁଡିକ ଉପରେ ବିଶେଷ ଧ୍ୟାନ ଦେଇନଥାନ୍ତି ।

ରେଳଯାତ୍ରା ସମୟରେ ଆପଣ ଦେଖିଥିବେ ପ୍ରତିଟି ରେଳରେ ୫ଟି ନମ୍ବର ଲେଖା ହୋଇଥାଏ କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଏହି ନମ୍ବର ଲେଖା ଯିବାର କାରଣ କଣ ହୋଇପାରେ ? ଏହି ନମ୍ବର ଏକ ବିଶେଷ କାରଣ ପାଇଁ ଲେଖା ହୋଇଥାଏ, ଯାହାଦ୍ୱାରା ଆମେ ରେଳ ବିଷୟରେ ସୂଚନା ପାଇପାରିବା । ଆଜି ଆମେ ଆପଣଙ୍କୁ ରେଳରେ ଲେଖା ହୋଇଥିବା ଏହି ନମ୍ବର ବିଷୟରେ କହିବା ପାଇଁ ଯାଉଛୁ ।

newstrend.news

• ଯେଉଁ ରେଳରେ ୦ (ଶୂନ୍ୟ) ନମ୍ବର ଲେଖା ହୋଇଥାଏ ସେହି ରେଳ ସ୍ପେସିଆଲ ରେଳ ଅଟେ । ଏହି ରେଳ ବିଶେଷ ରୂପରେ କୌଣସି ବିଶେଷ ମୁହୂର୍ତ୍ତ ଯେପରି କୌଣସି ପର୍ବ ସମୟରେ ଚାଲିଥାଏ । ଏହା ବ୍ୟତୀତ ଏହି ରେଳ କୌଣସି ପୂଜା ସ୍ଥଳକୁ ଭକ୍ତଙ୍କୁ ନେବା ଆଣିବା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

• ଯେଉଁ ରେଳ ୧ ନମ୍ବରରୁ ଆରମ୍ଭ ହୋଇଥାଏ, ତାହା ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ବ୍ୟବହୃତ ହୋଇଥାଏ ଯାହା ଏକ୍ସପ୍ରେସ ରେଳ ଅଟେ । ଏକ୍ସପ୍ରେସ ରେଳ କୌଣସି ଛୋଟ ଛୋଟ ଷ୍ଟେସନରେ ରହିନଥାଏ ଏହା କେବଳ ବଡ଼ ସହରରେ ହିଁ ଅଟକିଥାଏ ।

• ଯେଉଁ ରେଳ ୨ ନମ୍ବରରୁ ଆରମ୍ଭ ହୋଇଥାଏ, ତାହା ମଧ୍ୟ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ବ୍ୟବହୃତ ହୋଇଥାଏ । ବିଶେଷ କରି ୧ ଏବଂ ୨ ନମ୍ବର ଯୁକ୍ତ ରେଳ ଦୂର ଯାତ୍ରା ନିମନ୍ତେ ବ୍ୟବହୃତ ହୋଇଥାଏ ।

newstrend.news

• ଯେଉଁ ରେଳରେ ୩ ନମ୍ବର ଲେଖା ହୋଇଥାଏ, ତାହା କୋଲକତା ନିମନ୍ତେ ବ୍ୟବହୃତ ହୋଇଥାଏ ।

• ୪ ନମ୍ବର ରେଳ ଚେନ୍ନାଇ, ନୂଆଁ ଦିଲ୍ଲୀ, ସିକନ୍ଦରାବାଦ ସହିତ ଅନ୍ୟ ମେଟ୍ରୋ ସିରିଜ ନିମନ୍ତେ ବ୍ୟବହୃତ ହୋଇଥାଏ ।

• ୫ ନମ୍ବର ଲିଖିତ ରେଳ ପାସେଞ୍ଜେର ନେବା ଆଣିବା ପାଇଁ ବ୍ୟବହୃତ ହୋଇଥାଏ ।

newstrend.news

• ୬ ନମ୍ବର ଲିଖିତ ରେଳ ମେମୁ ରେଳ ଅଟେ ।

• ୭ ନମ୍ବର ଲିଖିତ ରେଳ ଡିଏମୟୁ କିମ୍ଭା ରେଳ ବିଭାଗ ନିମନ୍ତେ ବ୍ୟବହାର କରାଯାଇଥାଏ ।

• ୮ ନମ୍ବର ଲିଖିତ ରେଳ ଆମକୁ ଆରକ୍ଷିତ ସ୍ଥିତି ବିଷୟରେ ସୂଚନା ପ୍ରଦାନ କରିଥାଏ ।

newstrend.news

• ୯ ନମ୍ବର ଲିଖିତ ରେଳ ମୁମ୍ବାଇରେ ସ୍ଥାନୀୟ ଯାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ବ୍ୟବହୃତ ହୋଇଥାଏ ।

ବର୍ତ୍ତମାନ ଆପଣ ଜାଣି ପାରିଥିବେ କଣ ପାଇଁ ରେଳରେ ଏହି ସବୁ ନମ୍ବର ଲିଖିତ ହୋଇଥାଏ । ଭବିଷ୍ୟତରେ ଆପଣ ଯାତ୍ରା କରୁଥିବା ସମୟରେ ରେଳରେ ଲିଖିତ ନମ୍ବରକୁ ଦେଖି ସୁଖଦ ଯାତ୍ରା କରିପାରିବେ ।

ଆପଣଙ୍କୁ ଏହି ସୂଚନା ଭଲ ଲାଗିଥିଲେ Comment କରି ଜାଣନ୍ତୁ ଏବଂ ଅନୁଛେଦଟିକୁ ଲାଇକ କରିବା ସହ ଶେୟାର କରନ୍ତୁ ।

ସୌଜନ୍ୟ : newstrend.news

Be the first to comment

Leave a Reply

Your email address will not be published.


*