ପତ୍ନୀଙ୍କ ସାମ୍ନାରେ ଦେଖନ୍ତୁ ନାହିଁ ମିଆଁ ଖଲିଫାଙ୍କର ୮ଟି ଫୋଟ ! ନଚେତ୍ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉପୁଜିବାପାରେ ମତଭେଦ…

ପତ୍ନୀଙ୍କ ସାମ୍ନାରେ ଦେଖନ୍ତୁ ନାହିଁ ମିଆଁ ଖଲିଫାଙ୍କର ୮ଟି ଫୋଟ ! ନଚେତ୍ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉପୁଜିବାପାରେ ମତଭେଦ…

ସୋସିଆଲ୍ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଲୋକମାନେ ବିଭିନ୍ନ କାରଣ ଯୋଗୁଁ ପ୍ରସିଦ୍ଧ ହୋଇଯାଆନ୍ତି । କେତେକ ସେମାନଙ୍କର ନୃତ୍ୟ ଭିଡିଓ ଯୋଗୁଁ ତଥା କେତେକ ନିଜର ମଜାଳିଆ ଭିଡିଓ ଯୋଗୁଁ ଲୋକପ୍ରିୟ ହୋଇଥାନ୍ତି । କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ସେମାନଙ୍କର ବୋଲ୍ଡ ଫୋଟ ଯୋଗୁ ହେଡଲାଇନରେ ରହିଥାନ୍ତି ।

ଏକ୍ସ ପର୍ଣ୍ଣ କଳାକାର ମିଆଁ ଖଲିଫା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ମିଆଁ ଖଲିଫା ହେଉଛନ୍ତି ଗୁଗୁଲରେ ସର୍ବାଧିକ ସର୍ଚ୍ଚ ହୋଇଥିବା ପର୍ଣ୍ଣ କଳାକାର କିନ୍ତୁ ବର୍ତ୍ତମାନ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରି ଛାଡି ସାରିଛନ୍ତି । ତେବେ ସୋସିଆଲ୍ ମିଡିଆରେ ଏବେ ମଧ୍ୟ ତାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ । ଇଂଷ୍ଟାଗ୍ରାମରେ ତାଙ୍କ ଫ୍ୟାନମାନେ ପ୍ରତିଦିନ ତାଙ୍କର ଲାଟେଷ୍ଟ ଫୋଟ ପାଇଁ ଅପେକ୍ଷା କରନ୍ତି ।

ମିଆଁ ଖଲିଫା ଲେବାନନ ଆମେରିକୀୟ ପର୍ଣ୍ଣ ତାରକା ଅଟନ୍ତି । ଯେତେବେଳେ ବି ସେ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି ତାହା ଚାହୁଁ ଚାହୁଁ ଭାଇରାଲ ହୋଇଯାଏ ।

ମିଆଁଙ୍କୁ ବର୍ତ୍ତମାନ ମାତ୍ର ୨୮ବର୍ଷ ବୟସ । କିନ୍ତୁ ଏତେ କମ ବୟସରେ ମଧ୍ୟ ସେ ବହୁତ କିଛି ହାସଲ କରିସାରିଛନ୍ତି । କିଛି ଦିନ ପୂର୍ବରୁ ସେ ଭାରତୀୟ କୃଷକଙ୍କ ବିରୋଧକୁ ସମର୍ଥନ କରି ଟ୍ୱିଟ କରିବା ପରେ ଲାଇମଲାଇଟକୁ ଆସିଥିଲେ । ଏହା ବ୍ୟତୀତ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ସମ୍ପର୍କ କୁ ନେଇ ମଧ୍ୟ ଅନେକ ସମୟରେ ମିଡିଆ ହେଡଲାଇନରେ ରହିଥାନ୍ତି ।

ମିଆଁ ପର୍ଣ୍ଣ ଇଣ୍ଡଷ୍ଟ୍ରି ଛାଡିସାରିଲେଣି କିନ୍ତୁ ସେ ସୋସିଆଲ୍ ମିଡିଆରେ ଇଣ୍ଡଷ୍ଟ୍ରି ସହ ଜଡିତ ତାଙ୍କର ଅନୁଭୂତି ସବୁବେଳେ ସେୟାର୍ କରିଥାନ୍ତି । ମିଆଁଙ୍କ ଡ୍ରେସିଂ ସେନ୍ସ ବହୁତ ଭଲ ଅଟେ । ତାଙ୍କୁ ପ୍ରାୟତ ଷ୍ଟାଇଲିସ୍ ଏବଂ ବୋଲ୍ଡ ପୋଷାକରେ ଦେଖିବାକୁ ମିଳେ । ଅଙ୍ଗ ପ୍ରଦର୍ଶନ କରିବାରେ ସେ କେବେ ଦ୍ୱିଧା ଵୋଧ କରନ୍ତିନାହିଁ ।

ଇଣ୍ଟରନେଟରେ ଫ୍ୟାନମାନଙ୍କର ଦୁଇଟି ଗୋଷ୍ଠୀ ରହିଛି । ପ୍ରଥମ ଗୋଷ୍ଠୀ ଯେଉଁମାନେ ମିଆଁ ଖଲିଫାଙ୍କୁ ପସନ୍ଦ କରନ୍ତି ଏବଂ ଦ୍ଵିତୀୟ ଗୋଷ୍ଠୀ ଯେଉଁମାନେ ସନ୍ନି ଲିଓନଙ୍କର ପ୍ରଶଂସା ଗାନ କରନ୍ତି । ଇନଷ୍ଟାଗ୍ରାମରେ ମିଆଁଙ୍କୁ ୨୬ମିଲିୟନ୍ ଲୋକ ଫଲୋ କରୁଛନ୍ତି । ମିଆଁ ଟ୍ୱିଟରରେ ମଧ୍ୟ ସକ୍ରିୟ ଅଛନ୍ତି ଏବଂ ଏଠାରେ ତାଙ୍କର ୩୬ ଲକ୍ଷ ଫଲୋର୍ ରହିଛନ୍ତି ।

ମିଆଁଙ୍କ ଫୋଟ ବେଳେବେଳେ ଏତେ ବୋଲ୍ଡ ହୋଇଯାଏ ଯେ ତାଙ୍କୁ ଲୋକଙ୍କର ଅଶ୍ଳୀଳ ଅଶ୍ଳୀଳ କମେଣ୍ଟର ସାମ୍ନା କରିବାକୁ ପଡେ । ମିଆଁଙ୍କର ଏପରି ଖୋଲାଖୋଲି ଭାବେ ଅଙ୍ଗ ପ୍ରଦର୍ଶନ ଅନେକ ଲୋକଙ୍କୁ ପସନ୍ଦ ଆସେ ନାହିଁ ।

ମିଆଁ ବହୁତ ସମ୍ପତ୍ତିର ମାଲିକାଣୀ ଅଟନ୍ତି । ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ରହିବା ସମୟରେ ବହୁତ ଟଙ୍କା ରୋଜଗାର କରିଛନ୍ତି । ବର୍ତ୍ତମାନ ମଧ୍ୟ ସେ ତାଙ୍କ ଇନଷ୍ଟା ପୋଷ୍ଟ , ୱେବ ସୋ , ବ୍ରାଣ୍ଡ ପ୍ରମୋସନ ଇତ୍ୟାଦିରୁ ବହୁତ ଟଙ୍କା ରୋଜଗାର କରୁଛନ୍ତି ।

ଆପଣଙ୍କୁ ମିଆଁ ଖାଲିଫାଙ୍କର ଫଟୋ ଗୁଡିକ କିପରି ଲାଗେ ଏବଂ ଆପଣଙ୍କର ତାଙ୍କ ପ୍ରତି କୌଣସି ଇଣ୍ଟରେଷ୍ଟ ଅଛି କି ନାହିଁ ଦୟାକରି ଆମକୁ କମେଣ୍ଟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *