ଧୋନୀ ଖୁବ ଶୀଘ୍ର କୋଚ ପଦରେ ନିଯୁକ୍ତି ହୋଇପାରନ୍ତି….

ଧୋନୀ ଖୁବ ଶୀଘ୍ର କୋଚ ପଦରେ ନିଯୁକ୍ତି ହୋଇପାରନ୍ତି….

ମହେନ୍ଦ୍ର ସିଂହ ଧୋନୀ କୋଚ ପଦରେ ରଖିବାକୁ ଯାଉଛନ୍ତି ପାଦ, ଏହି ଦେଶର କ୍ରିକେଟ ଟିମ୍ କୁ ଦେଇ ପାରନ୍ତି କୋଚିଙ୍ଗ !

ଭାରତୀୟ ଟିମ୍ ରେ ଅନେକ ପ୍ରକାରର ମହାନ ଖେଳାଳି ଟିମକୁ ଆସିଲେ ଏବଂ ଗଲେ, କିନ୍ତୁ ଏହାସବୁ ପରେ ମଧ୍ୟ ଭାରତୀୟ ଟିମରେ ମିଷ୍ଟର କୁଲ ନାମରେ ପରିଚିତ ଏମ.ଏସ. ଧୋନୀ ଯେଉଁ ଭଳି ଭାବରେ ବିରାଜ ମାନ ଅଛନ୍ତି ନିଜର ସଫଳତା ପାଇଁ, ସେହି ଭଳି ସଫଳତା କୌଣସି ଖେଳାଳିଙ୍କ ଭାଗ୍ୟରେ ନାହିଁ । ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ନେଇଗଲେଣି, କିନ୍ତୁ ଏହା ପରେ ମଧ୍ୟ ନିଜର ବିଭିନ୍ନ କାର୍ଯ ଏବଂ ନିଜର ଉପଲବ୍ଧି ଫଳରେ ପ୍ରଶଂସା ପାଉଛନ୍ତି । ସାଙ୍ଗମାନେ ଧୋନୀଙ୍କ ପ୍ରଶଂସକ ନାକେବଳ ଭାରତରେ ବରଂ ବିଦେଶରେ ମଧ୍ୟ ଅଛନ୍ତି । ପାକିସ୍ତାନ କ୍ରିକେଟର ଦାନିଶ କନେରିୟା ଧୋନୀଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ…

ଆସନ୍ତୁ ଜାଣିବା ଏମିତି କଣ କହିଥିଲେ, ଦାନିଶ ଧୋନୀଙ୍କ ବିଷୟରେ । ପାକିସ୍ତାନର ପୂର୍ବତନ ଖେଳାଳୀ ଦାନିଶ କନେରିୟା କହିଥିଲେ, ଆଗାମୀ ସମୟରେ ଭାରତୀୟ ଟିମକୁ ୩ଥର ୱାଲ୍ଡ କପ ଜିତେଇ ଥିବା ଏବଂ ଖୁସି ଦେଇଥିବା ପୂର୍ବ କ୍ୟାପଟେନ ଧୋନୀ ଆମକୁ କମେଣ୍ଟ୍ରି ଜରିଆରେ କୋଚିଙ୍ଗର ପ୍ରାଥମିକତା ଦେବାର ଦେଖିପାରନ୍ତି । କିଛି ଦିନ ପୂର୍ବେ ପାକିସ୍ତାନର ଏହି ଖେଳାଳୀ ୟୁଟ୍ୟୁବ ଚାନେଲ ମାଧ୍ୟମରେ ଧୋନୀ ନିଜର ୨ୟ ପର୍ଯ୍ୟାୟ ପାଇଁ କେଉଁ ବିକଳ୍ପ ବାଛିବେ ଏହି ପ୍ରଶ୍ନର ଭଲ ଉତ୍ତର ଦେଇଥିଲେ ।

ସେ କାହିଁକି ଏହିଭଳି କହିଲେ, ତାଙ୍କୁ ଏହା କାହିଁକି ଲାଗେ, ଏହି ବିଷୟରେ ସେ ବିଶେଷ କିଛି ମତ ଦେଇନାହାଁନ୍ତି, କିନ୍ତୁ ସେ ନିଜର କଥାରେ ଏତିକି କହିଲେ, ତାଙ୍କୁ ଲାଗୁଛି , ଏମ. ଏସ .ଧୋନୀ ଆଗାମୀ ସମୟରେ , ଧୋନୀ କୋଚିଙ୍ଗରେ କମେଣ୍ଟ୍ରି ଉପରେ ପ୍ରାଥମିକତା ଦେବେ । ନୂତନ ଜୀବନର ଆରମ୍ଭ କରିବେ, ଏବଂ ମତେ ଏହା ଲାଗୁଛି ସେ କୋଚିଙ୍ଗରେ ପ୍ରଥମ ପାଦ ଦେବେ । ବନ୍ଧୁଗଣ ଆପଣଙ୍କୁ କହିବାପାଇଁ ଚାହୁଁଛୁ , ବିଗତ ବର୍ଷ ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଗଲେ । ଏବଂ ସେ ନିଜର ଶେଷ ମ୍ୟାଚ୍ ୨୦୧୯ ୱାଲ୍ଡ କପ୍ ନିଉଜିଲ୍ୟାଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିଥିଲେ ।

ଯେତେବେଳେ ଧୋନୀ ରନ ଆଉଟ୍ ହୋଇଯାଇଥିଲେ, ଏହାପରେ ପୁରା ଭାରତର ଟିମ୍ ଜିତିବାର ଆଶା ହରାଇ ବସିଲେ । ଏହି କାରଣରୁ ଏହି ଟିମ୍ ମୁକାବିଲାରୁ ବାହାରି ଯାଇଥିଲା । କିନ୍ତୁ ସନ୍ନ୍ୟାସ ନେବା ପରେ ମାହି ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପରକିଙ୍ଗ ତରଫରୁ ଭଲ ଆରମ୍ଭ କରିଥିଲେ । କିନ୍ତୁ କୋରୋନା ଯୋଗୁଁ ଏହି ଆଇପିଏଲ ରଦ୍ଧ କରିଦିଆଗଲା ।

ପ୍ରଥମ ଚରଣରେ ମାତ୍ର ୨୯ ମ୍ୟାଚ୍ ହୋଇପାରିଥିଲା । ଏବେ ଆଇପିଏଲର ଦ୍ଵିତୀୟ ସଂସ୍କରଣ ସେପ୍ଟେମ୍ବରରେ ଦେଖିବାକୁ ମିଳିବ । ବଳକା ମ୍ୟାଚ୍ ୩୧ଟି ମୁକାବିଲା ୟୁଏଇରେ ଖେଳାଯିବ । କିନ୍ତୁ ଯଦି ଏମ.ଏସ.ଧୋନୀଙ୍କ ଅଧିନାୟକ ଟିମ ସିଏସକେ କଥା କହିବା, ସିଏସକେରେ ନିଜର ପ୍ରଦର୍ଶନ ଫଳରେ ୧୦ ଅଙ୍କ ପ୍ରାପ୍ତ କରିନେଇଛନ୍ତି, ଏହାଛଡା ପଏଣ୍ଟ ଟେବୁଲରେ ଦ୍ଵିତୀୟ ନମ୍ବରରେ ରହିଛି ।

Leave a Reply

Your email address will not be published. Required fields are marked *