୨୦୨୦ ଅଗଷ୍ଟ ସୁଦ୍ଧା କାରୋନାର ପ୍ରକୋପ ଥଣ୍ଡା ପଡିଯିବ :- ଜ୍ୟୋତିଷ ଭବିଷ୍ୟବାଣୀ !

୨୦୨୦ ଅଗଷ୍ଟ ସୁଦ୍ଧା କାରୋନାର ପ୍ରକୋପ ଥଣ୍ଡା ପଡିଯିବ :- ଜ୍ୟୋତିଷ ଭବିଷ୍ୟବାଣୀ !

୨୦୨୦କୁ ନେଇ କେତେ ପ୍ରକାରର ଭବିଷ୍ୟବାଣୀ ହୋଇଗଲନି । ଏହି ସବୁ ଭବିଷ୍ୟବାଣୀରେ କୁହାଯାଇଛି ଯେ, ବିଶ୍ୱରେ ଏମିତି କିଛି ଘଟଣା ଘଟିବ; ଯାହା ହାହାକାର ସୃଷ୍ଟି କରିବ । ନାସ୍ତ୍ରେଦମସ ଯେମିତି ମହାନ ଭାବିଷ୍ୟବକ୍ତା ଭବିଷ୍ୟବାଣୀ କରିଥିଲେ, “ଏକବିଂଶ ଶତାବ୍ଦୀରେ ଏମିତି ମହାମାରି ଆସିବ, ଯାହାଦ୍ଵାରା ସମଗ୍ର ବିଶ୍ଵବାସୀ ଆତଙ୍କିତ ହୋଇଉଠିବେ । ତେବେ ବିଶେଷ ଅଧିକା ସମୟ ବିଳମ୍ବ ନ କରି ଚାଲନ୍ତୁ ଆମର ବିଷୟ ଉପରକୁ ଆସିବା ଏବଂ ଜାଣିବା ଏହି ମହାମାରୀ କବଳରୁ ବିଶ୍ୱ କେବେ ରକ୍ଷା ପାଇବ ଜାଣିବା । ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

୨୦୨୦ ବର୍ଷଟି ଉତ୍ଥାନପତ୍ତନର ଏକ ବର୍ଷ ରହିବ । ଏହି ବର୍ଷରେ କେତେ କଣ ଦେଖିବାକୁ ମିଳିପାରେ । ବିଶ୍ୱରେ ରାଜନୈତିକ ସ୍ତରରେ ବଡ଼ ବଡ଼ ପରିବର୍ତ୍ତନ ଘଟିବ । ଏହା ସହିତ ପ୍ରାକୃତିକ ପ୍ରଳୟ ମଧ୍ୟ ରହିବ ଏବଂ ପ୍ରାକୃତିକ ପ୍ରଳୟ ମଧ୍ୟ ସୃଷ୍ଟି ହୋଇଗଲାଣି । ଯେମିତି ଭାବରେ ଏବେ ଦୁନିଆରେ ହାହାକାର ସୃଷ୍ଟି ହେଇଛି ତାହାର କେବଳ ଗୋଟିଏ କାରଣ କୋରନା ଭାଇରସ୍ ଅଟେ ।

୨୦୨୦ରେ, କରୋନା ଜୀବାଣୁ ଦ୍ଵାରା ଅଧିକାଂଶ ଲୋକ ଶ୍ମଶାନର ବେଳାଭୂମିରେ ନିଜର ବାସସ୍ଥାନ ବନାଇସାରିଥିଲେ । କିନ୍ତୁ ବର୍ତ୍ତମାନ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ଜ୍ୟୋତିଷ ଶାସ୍ତ୍ରରେ ଯଦି କରୋନା ଭାଇରସ୍ ଏବଂ ପ୍ରଳୟ ବିଷୟରେ କୌଣସି ସୂଚନା ଦିଆଯାଇଛି, ତେବେ ଏଠାରେ ଲେଖା ଅଛି ଯେ, ଏହାର ପ୍ରକୋପ କେବେ କମିବ କିମ୍ବା ଏହାର ପ୍ରକୋପ କେବେ ଥଣ୍ଡା ପଡିବ :-

Google

ତେବେ ଆପଣଙ୍କୁ କହିଦେଉଛୁ କି ଗ୍ରହ ନକ୍ଷତ୍ରର ଅଧ୍ୟୟନ୍ୟରୁ ଏହା ଜଣାଯାଇଛି ଯେ, ଆଗାମୀ ୨ କିମ୍ବା ୩ ମାସ ଭିତରେ ଏହି ପ୍ରଳୟର ଅନ୍ତ ଘଟିବ । ଜୁଲାଇ ମାସର ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ମାସର ଆରମ୍ଭ ସୁଦ୍ଧା ଏହି ପ୍ରକୋପ ଥଣ୍ଡା ପଡିପାରେ । ଯେତେବେଳେ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ପରସ୍ପର ମଧ୍ୟରେ ସଂଯୋଗ ଘଟିବ, ତେବେ ଏହି ପ୍ରଳୟର ଶାନ୍ତ ହେବାର ସମୟ ଆସିଯିବ । ସୂର୍ଯ୍ୟ ଓ ମଙ୍ଗଳ ନିଜ ନିଜ କକ୍ଷରେ ନିଜ ସର୍ବୋଚ୍ଚ ସ୍ଥାନରେ ରହିବେ । ସେତେବେଳେ ଏହି ଦୁଇଟି ଗ୍ରହ ଲୋକମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବେ । ଅଗଷ୍ଟ ମାସର ଆରମ୍ଭରେ ମଙ୍ଗଳ ଶକ୍ତିଶାଳୀ ହୋଇଯାଇଥିବ ଏବଂ ତା’ପରେ ସେହି ଲୋକଙ୍କ ସାମ୍ନାରେ ଚାଲିଥିବା ପ୍ରଳୟର ପରିଣାମ ଥଣ୍ଡା ଭଳି ଦେଖାଯିବ । ତେବେ ଏହା ଆମ ପାଇଁ ବହୁତ ଖୁସି ଖବର ଅଟେ ।

ଏହି ଖବରକୁ ଅଧିକ ସେୟାର କରି ନିଜର ଲୋକଙ୍କ ପାଖରେ ପହଁଚାନ୍ତୁ ଏବଂ ଆପଣଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *