ଶୋଇବା ପୁର୍ବରୁ ଏହି ଗୁପ୍ତ ହନୁମାନ ମନ୍ତ୍ର ଜପ କରନ୍ତୁ….

ଶୋଇବା ପୁର୍ବରୁ ଏହି ଗୁପ୍ତ ହନୁମାନ ମନ୍ତ୍ର ଜପ କରନ୍ତୁ….

ପ୍ରତିଦିନ ଶୋଇବା ପୁର୍ବରୁ ଏହି ଗୁପ୍ତ ହନୁମାନ ମନ୍ତ୍ର ଜପ କରନ୍ତୁ , ପୁଣି ଦେଖନ୍ତୁ ସକାଳେ ଆପଣଙ୍କ ସହ କଣ ଚମତ୍କାର ହେଉଛି …

ଭଗବାନ ରାମଙ୍କ ପରମ ଭକ୍ତ ହନୁମାନଙ୍କୁ କଷ୍ଟଭଞ୍ଜନ ବୋଲି କୁହାଯାଏ। ଜୀବନରେ ସୁଖ ଏବଂ ସବୁ କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଶୀର୍ବାଦର ଆବଶ୍ୟକ ରହିଥାଏ ଯାହା ପବନ ପୁତ୍ର ହନୁମାନଙ୍କ ଠାରୁ ପ୍ରାପ୍ତ ହୋଇଥାଏ । ହନୁମାନ ଆପଣଙ୍କ ଅନେକ ପ୍ରକାରର ବାଧାବିଘ୍ନକୁ ଦୂର କରିଥାନ୍ତି ଏବଂ ଏହି କାରଣରୁ ହନୁମାନଙ୍କୁ ସଂକଟ ମୋଚନ ମଧ୍ୟ କୁହାଯାଏ । ହନୁମାନଙ୍କ ନିୟମିତ ରୂପରେ ଜପ କରିଲେ ଭକ୍ତର ଶକ୍ତି ବୃଦ୍ଧି ହୋଇଥାଏ ।

ଆଜି ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଗୋଟିଏ ଏମିତି ଚମତ୍କାର ହନୁମାନ ମନ୍ତ୍ର କଥା କହିବୁ ଯାହା ଜପ କରିବା ମାତ୍ରକେ ସବୁ କଷ୍ଟ ସମାପ୍ତ ହୋଇଯିବ । ଏହି ମନ୍ତ୍ରକୁ ଆପଣ ୨୧ ଥର ଜପ କରିବା ଦ୍ୱାରା ଆପଣଙ୍କୁ ଜୀବନରେ ସଫଳତା ଅର୍ଜନ କରିବାରେ କେହି ରୋକିପାରିବେ ନାହିଁ । ଆସନ୍ତୁ ଆପଣଙ୍କୁ କହିବୁ ଏହି ୩ଟି ମନ୍ତ୍ର ବିଷୟରେ ।

୧. ହନ ହନୁମତେ ହୁଁ ଫଟ୍

୨. ଓମ୍ ପବନ ନନ୍ଦନାୟ ସ୍ୱାହା

୩. ହଁ ହନୁମତେ ରୁଦ୍ରତ୍ମକାୟ ହୁଂ ଫଟ୍

ପବନ ପୁତ୍ର ହନୁମାନଙ୍କ ଏହି ମନ୍ତ୍ର ଜପ କରିଲେ ବଜରଙ୍ଗବଳୀ ଭକ୍ତ ମାନଙ୍କ ସମସ୍ତ ଦୁଃଖ ଦୂର କରନ୍ତି । କୌଣସି ମଧ୍ୟ ଶୁଭ କର୍ଯ୍ୟ କରିବା ପୂର୍ବରୁ ଏହି ୩ମନ୍ତ୍ରକୁ ଉଚାରଣ କରନ୍ତୁ ଆପଣ ଅବଶ୍ୟ ଜୀବନରେ ସଫଳତା ଅର୍ଜନ କରିବେ ।

Leave a Reply

Your email address will not be published. Required fields are marked *