ସୂର୍ଯ୍ୟଙ୍କୁ ପାଣି ଦେଇ ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର ! ସମସ୍ତ ଇଚ୍ଛା ହେବ ପୂରଣ !

ଆଜି ଆମେ ବହୁତ ମହତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ । ଯେଉଁ ବ୍ୟକ୍ତି ଭଗବାନ ସୂର୍ଯ୍ୟ ଦେବଙ୍କ କୃପା ପାଇଥାଏ ସେହି ବ୍ୟକ୍ତି ଶହେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥାଏ । ଯଦି ଆପଣ ପ୍ରତିଦିନ ସକାଳେ ସୂର୍ଯ୍ୟ ଦେବାକୁ ଜଳ ଦେବା ସମୟରେ ଏହି ମନ୍ତ୍ରକୁ ଜପ କରନ୍ତି ତେବେ ଆପଣ ସଂସାରରେ ସର୍ବଶ୍ରେଷ୍ଠ ବ୍ୟକ୍ତିଙ୍କ ଗଣନାରେ ଆସିଥାନ୍ତି । ଏବଂ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ମଜବୁତ ହୋଇ ରହିବ । ଯାହାର ଜାତକରେ ସୂର୍ଯ୍ୟ ଗ୍ରହ ମଜବୁତ ହୋଇଯାଏ ଭଗବାନ ଆଦିନାଥଙ୍କ କୃପା ମିଳିଥାଏ । ତାଙ୍କୁ କେବେ ମଧ୍ୟ କୌଣସି ଗ୍ରହର ଦୋଷ ଲାଗିନଥାଏ ।

Google

ଶନି ଦେବ ଭଗବାନ ସୂର୍ଯ୍ୟଙ୍କ ପୁତ୍ର ଅଟନ୍ତି । ରାହୁ, କେତୁ ମଧ୍ୟ ସୂର୍ଯ୍ୟଙ୍କ ଦୃଷ୍ଟିରେ ରହିଥାନ୍ତି । ଏଥିପାଇଁ ଅଧିକାଂଶ ଲୋକମାନେ ଭଗବାନ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବାକୁ ଚାହାଁନ୍ତି । ଏବଂ ନିଜ ସୂର୍ଯ୍ୟ ଗ୍ରହକୁ ମଜବୁତ କରିବାକୁ ଚାହିଁଥାନ୍ତି । ଯାହା ଜାତକରେ ସୂର୍ଯ୍ୟ ଗ୍ରହ ମଜବୁତ ଥାଏ, ସେମାନଙ୍କୁ ତାଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏଭଳି ସ୍ଥିତିରେ ସେହି ବ୍ୟକ୍ତିର କଥାକୁ ସମସ୍ତେ ମାନିଥାନ୍ତି ।

Google

ସକାଳେ ସ୍ନାନ କରିବାପରେ ସର୍ବପ୍ରଥମେ ନିଜ ପାତ୍ରରେ ଅଳ୍ପ ମାତ୍ରାରେ ସିନ୍ଦୁର ଏବଂ ଅଖଣ୍ଡ ଚାଉଳ ପକାଇ ତମ୍ବା ପାତ୍ରରେ ଅଳ୍ପ ଜଳ ଭରି ସୂର୍ଯ୍ୟ ଦେବଙ୍କୁ ସେହି ଜଳ ଅର୍ପଣ କରନ୍ତୁ । ଏହି ନିୟମ ଆପଣ ପ୍ରତିଦିନ କରନ୍ତୁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରକୁ ଜପ କରନ୍ତୁ । ” ଆଦିଦେବ ନୋମସ୍ତୁଭ୍ୟମ୍ ପ୍ରସିଦ୍ଧ ମମଭାସ୍କର ଦିବାକର ନୋମସ୍ତୁଭ୍ୟମ୍ ପ୍ରଭାକର ନମୋସ୍ତୁତେ ” ।

ଏହି ମନ୍ତ୍ରକୁ ସୂର୍ଯ୍ୟ ଦେବାଙ୍କୁ ଜଳ ଅର୍ପଣ କରିବା ସମୟରେ ଉଚ୍ଚାରଣ କରନ୍ତୁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଆପଣଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ମଜବୁତରେ ରହିବ । ତାହା ସହିତ ଆପଣଙ୍କ ଆଖିର ଜ୍ୟୋତି ମଧ୍ୟ ଅଧିକ ରହିବ । ଏହାସହ ଆପଣଙ୍କୁ କାହାର ନଜର ଦୋଷ ଲାଗିବ ନାହିଁ । ଭଗବାନ ସୂର୍ଯ୍ୟଦେଵ ଆପଣଙ୍କ ଜାତକରେ ମଜବୁତରେ ରହିବେ । ଏହାଦ୍ୱାରା ଆପଣ ସବୁ କାମରେ ସଫଳତା ପ୍ରାପ୍ତ କରିବେ । ଆପଣ ମଧ୍ୟ ସକାଳେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ । ଦେଖିବେ ଆପଣଙ୍କ ସବୁ କାର୍ଯ୍ୟରେ ସଫଳ ମିଳିବ ।

Be the first to comment

Leave a Reply

Your email address will not be published.


*