ଯେତେବେଳେ ଭାରତୀୟ କ୍ରିକେଟରଙ୍କ କଥା ଆସେ ତେବେ ସବୁଠାରୁ ପ୍ରଥମେ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ରୋହିତ ଶର୍ମା ଓ ସୁରେଶ ରେନାଙ୍କ ନାମ ସମସ୍ତଙ୍କ ମୁଖରେ ଆସେ ।ଏହିପରି ଭାରତୀୟ ଜନତା
Category: କ୍ରିଡା
ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି କ୍ରିକେଟ୍ ପଡ଼ିଆ ପର୍ଯ୍ୟନ୍ତ ଅଧିନାୟକ ଧୋନି ନେଇଛନ୍ତି ଏହି ୮ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଚୁପଚାପ୍ ସାକ୍ସିଙ୍କୁ ବିବାହ କରି ସମସ୍ତଙ୍କୁ କରିଥିଲେ ଚକିତ !
ଭାରତୀୟ ଦଳର କିମ୍ବଦନ୍ତୀ କପ୍ତାନ କୁଲ୍ ଭାବରେ ପରିଚିତ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି କେତେ ଭାରତୀୟଙ୍କ ହୃଦୟରେ ଅଛନ୍ତି, ତାହା କହିବାର କୋୖଣସି ଆବଶ୍ୟକତା ନାହିଁ । ଏଭଳି ପରିସ୍ଥିତିରେ, ଏହି ପୋଷ୍ଟ
ହାର୍ଦ୍ଦିକ ପାଣ୍ଡ୍ୟା କଲେ ଖୁଲାସା, ୧୯ତମ ଓଭରରେ ଏଥିପାଇଁ କରିଥିଲେ ବ୍ୟାଟ୍ ପରିବର୍ତ୍ତନ !
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଆୟୋଜକ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଭାରତ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି
ଚେନ୍ନାଇର CEOଙ୍କ ବଡ ମନ୍ତବ୍ୟ, ଧୋନିଙ୍କ ବିଷୟରେ କହିଲେ ଏହି କଥା , କିଏ ହେବେ ଆସନ୍ତା ସିଜନରେ CSKର କପ୍ତାନ !
ଆଇପିଏଲ ୨୦୨୦ର ୧୩ତମ ସିଜନରେ, ସମସ୍ତ ଦଳ ଯଥାସମ୍ଭବ ଜିତିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହି ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବିଶେଷ କିଛି କରିପାରିଲେ ନାହିଁ । ଏହି ସିଜିନ ମହେନ୍ଦ୍ର
ୟୁଜଭେନ୍ଦ୍ର ଚହଲଙ୍କ ରହସ୍ୟମୟ ବିଲିଙ୍ଗରେ ଦ୍ଵନ୍ଦରେ ପଡିଲେ ବ୍ୟାଟ୍ସମ୍ୟାନ୍, ଯୁବରାଜ ସିଂ ଦେଇଛନ୍ତି ଏହି ମଜାଳିଆ ମନ୍ତବ୍ୟ !
ଆଇପିଏଲ ୨୦୨୦ର ଏହି ସିଜନରେ ଅନେକ ରୋମାଞ୍ଚକ ଖେଳ ଦେଖିବାକୁ ମିଳୁଛି । ସମସ୍ତ ଦଳ ନିଜ ତରଫରୁ ଭଲ ପ୍ରଦର୍ଶନ କରିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏହି ସମୟରେ , ରୟାଲ ଚ୍ୟାଲେଞ୍ଜର୍ସ
ଭାରତର ଯୁବ ଖେଳାଳୀଙ୍କ ଉପରେ ଆସିଲା ସାରା ତେନ୍ଦୁଲକରଙ୍କର ହୃଦୟ, ଆରମ୍ଭ ହେଲା ସମ୍ପର୍କର ଚର୍ଚ୍ଚା !
ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ସମୟର ଆଇପିଏଲ ୨୦୨୦ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ଶୁଭମନ୍ ଗିଲ୍ ବହୁତ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ସହ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ
ଟ୍ରାଏଲ ପାଇଁ ମଧ୍ୟ ପାଖରେ ନଥିଲା ଟଙ୍କା, ରାସ୍ତା କଡରେ ଅତିବାହିତ କରିବାକୁ ପଡିଥିଲା ରାତି, ଜାଣନ୍ତୁ ଶୋଏବ ଅଖ୍ତରଙ୍କ ସଂଘର୍ଷମୟ କାହାଣୀ !
ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ପ୍ରସିଦ୍ଧ ଶୋଏବ ଅଖ୍ତରଙ୍କ ନାମ ବିଶ୍ୱ କ୍ରିକେଟରେ ସବୁଠାରୁ ଦ୍ରୁତ ବୋଲରର ରେକର୍ଡ ଆଜି ମଧ୍ୟ (୧୬୧.୩ କି.ମି/ ଘଣ୍ଟା) ରହିଛି । ସେ ନିଜ ଜୀବନରେ ନିଜ ପରିଶ୍ରମ
ପାରିବାରିକ ଶତ୍ରୁତା ମାଧ୍ୟମରେ ସୌରବ ଗାଙ୍ଗୁଲୀ ଏବଂ ଡୋନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ, କରିବାକୁ ପଡିଥିଲା ଦୁଇ ଦୁଇଥର ବିବାହ
ଗାଙ୍ଗୁଲୀ ସେଣ୍ଟ ଜାଭିୟର ସ୍କୁଲରେ ପଢୁଥିଲେ, ଯେତେବେଳେ ଡୋନା ଲୋରେଟୋ କନଭେଣ୍ଟ ସ୍କୁଲର ଛାତ୍ରୀ ଥିଲେ। ସ୍କୁଲ ଯିବା ବାହାନାରେ ହିଁ ଗାଙ୍ଗୁଲୀ ଏବଂ ଡୋନା ପରସ୍ପରକୁ ସାକ୍ଷାତ କରୁଥିଲେ । ଡୋନାଙ୍କୁ ନୃତ୍ୟ
ଆଇପିଏଲ ପୂରା ସିଜିନରୁ ବାଦ୍ ପଡିଲେ CSKର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା,ଜାଣନ୍ତୁ ଏହାର କାରଣ କଣ !
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ ଦେଶରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସୁରେଶ ରାଇନାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି
ଧୋନୀ କେବେ ମଧ୍ୟ ରିଟାଇର୍ ହୋଇପାରିବେ ନାହିଁ ! ମାହି ଦଳର ସାଥ୍ ଛାଡ଼ି ପାରନ୍ତି କିନ୍ତୁ ପଡ଼ିଆକୁ ନୁହଁ ।
ତାରିଖ ୧୫ ଅଗଷ୍ଟ ୨୦୨୦ରେ ସମୟ ସାନ୍ଧ୍ୟ ୭ଟା ୨୯ ମିନିଟରେ ଧୋନୀ କହିଲେ ମୋତେ ବର୍ତ୍ତମାନ ରିଟାଇର୍ ବୋଲି ଭାବିନିଅନ୍ତୁ । ହଁ ଆଜ୍ଞା ଏହି କଥା ମହେନ୍ଦ୍ର ସିଂ ଧୋନୀଙ୍କ ତରଫରୁ