ଏହି ୫ଟି ନାମର ପୁଅକୁ ବିବାହ କରି ଝିଅମାନେ ଜୀବନରେ ବହୁତ ପସ୍ତେଇଥାନ୍ତି !

ଏହି ୫ଟି ନାମର ପୁଅକୁ ବିବାହ କରି ଝିଅମାନେ ଜୀବନରେ ବହୁତ ପସ୍ତେଇଥାନ୍ତି !

ଖାସ୍ କରି ଏହି ୫ଟି ନାମର ପୁଅକୁ ବିବାହ କରି ଝିଅମାନେ ଜୀବନରେ ବହୁତ ପସ୍ତେଇ ଥାନ୍ତି । ସବୁ ଝିଅମାନଙ୍କର ଗୋଟିଏ ଇଚ୍ଛା ଥାଏ କି, ତାଙ୍କ ଜୀବନରେ ଗୋଟିଏ ଏଭଳି ପୁଅ ଆସୁ, ଯିଏ ତାଙ୍କୁ ଦୁନିଆର ସବୁ ଖୁସି ଦେବ । ତାହା ସହିତ ସେ ସାରା ଜୀବନ ଖୁସିରେ କଟାଇବ । କିନ୍ତୁ ବେଳେବେଳେ ପୁଅମାନଙ୍କୁ ଝିଅମାନଙ୍କ ଚିହ୍ନିବା ଟିକେ ଭୁଲ୍ ହୋଇଯାଇଥାଏ । ଯେଉଁ କାରଣରୁ ବିବାହ ପରେ ବହୁତ ହଇରାଣ ହୋଇଥାନ୍ତି । ବିବାହିତ ଜୀବନରେ ସେତେବେଳେ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ, ଯେତେବେଳେ ପୁଅମାନଙ୍କ ସ୍ଵଭାବ ଭଲ ନ ରହିବ । ଏଭଳି ପରିସ୍ଥିତିରେ ଝିଅମାନଙ୍କୁ ପୁଅମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ତେବେ ଚାଲନ୍ତୁ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା କି, କେଉଁ ପୁଅମାନଙ୍କୁ ବିବାହ କରିଲେ ଝିଅମାନଙ୍କୁ ଜୀବନ ସାରା ପସ୍ତେଇବାକୁ ପଡ଼ିଥାଏ ।

୧) C ନାମର ପୁଅ –

google

ଏମାନେ ନିଜ ରାଗକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଯେତେବେଳେ ଏମାନଙ୍କ ମୁଣ୍ଡ ଟିକେ ଖରାପ ହୋଇଯାଏ, ସେତେବେଳେ ସବୁ ରାଗ ନିଜ ସ୍ତ୍ରୀଙ୍କ ଉପରେ ବାହାର କରିଦିଅନ୍ତି । ଏହା ସହିତ ସେମାନେ ଟିକେ ସନ୍ଦେହ ଜନକ ପ୍ରକୃତିର ଲୋକ ହୋଇଥାନ୍ତି । ଏମାନେ ସର୍ବଦା ନିଜ ସ୍ତ୍ରୀକୁ ସନ୍ଦେହ କରନ୍ତି ।

୨) K ନାମର ପୁଅ –

google

ଏହି ନାମର ପୁଅମାନଙ୍କ ଦୁଇଟି ସ୍ଵଭାବ ଥାଏ । ପ୍ରଥମ ହେଉଛି ଏମାନେ ଦୁନିଆ ସାମ୍ନାରେ ବହୁତ ଭଲ ହୋଇ ରହିଥାନ୍ତି ଦ୍ୱିତୀୟରେ ସମୟ ସୀମାରେ ଏମାନେ ନିଜର ଅସଲି ରୂପ ଦେଖାଇ ଦେଇଥାନ୍ତି । ତେଣୁ ଏମାନଙ୍କ ସହିତ ସ୍ତ୍ରୀ ବହୁତ କମ୍ ସମୟ ହିଁ ଖୁସିରେ ରହିପାରନ୍ତି ।

୩) P ନାମର ପୁଅ –

google

ଏହି ନାମର ପୁଅମାନେ ନିଜ ସ୍ତ୍ରୀକୁ ଦବେଇକି ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀକୁ କୌଣସି ସ୍ୱାଧୀନ ଦିଅନ୍ତି ନାହିଁ । ଏମାନଙ୍କ ରାଗ ମଧ୍ୟ ବହୁତ ଭୟାନକ ହୋଇଥାଏ । ବେଳେବେଳେ ରାଗରେ ନିଜ ସ୍ତ୍ରୀ ଉପରେ ହାତ ମଧ୍ୟ ଉଠାଇ ଦେଇଥାନ୍ତି ।

୪) M ନାମର ପୁଅ –

google

ଏହି ନାମର ପୁଅମାନେ ବିବାହ ହେବାପରେ ନିଜ ସ୍ତ୍ରୀ ପାଇଁ ସମୟ ଦେଇପାରନ୍ତି ନାହିଁ । ଏମାନଙ୍କ ପ୍ରେମ, ବିବାହ ପରେ ଫିକା ପଡିଯାଇଥାଏ । ଏମାନଙ୍କୁ ନିଜ ସ୍ତ୍ରୀ ଙ୍କଠାରୁ ନିଜ କାମ ଓ ଅନ୍ୟମାନଙ୍କୁ ଇଛା କରନ୍ତି ।

୫) A ନାମର ପୁଅ –

google

ଏହି ନାମର ପୁଅମାନେ ଟିକେ ଅଲଗା ସ୍ୱଭାବର ହୋଇଥାନ୍ତି । ଏମାନେ ଜୀବନରେ କୌଣସି ମଧ୍ୟ ଝିଅ ସହିତ ରହିବାକୁ ପସନ୍ଦ କରନ୍ତିନାହିଁ । ବିବାହ ପରେ ମଧ୍ୟ ଅନ୍ୟ ଝିଅଙ୍କ ଉପରେ ଖରାପ ନଜର ପକାଇଥାନ୍ତି ।

Leave a Reply

Your email address will not be published. Required fields are marked *