ପବିତ୍ର ଦୋଳପୂର୍ଣ୍ଣିମାରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ । ହେବ ଧନର ବର୍ଷା…

ପବିତ୍ର ଦୋଳପୂର୍ଣ୍ଣିମାରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ । ହେବ ଧନର ବର୍ଷା…

ନମାସ୍କର ସାଙ୍ଗମାନେ ପବିତ୍ର ଦୋଳପୂର୍ଣ୍ଣିମା ବା ହୋଲି ପର୍ବ ଦିନ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ।ଏହାଦ୍ୱାରା ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟାର ଅନ୍ତ ହେବ ଏବଂ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ଧନର ବର୍ଷାହେବ । ବନ୍ଧୁଗଣ ଘରେ ଧନସମ୍ପତ୍ତିଦୋଷ ଲାଗିରହୁଥିଲେ ଏହାର କାରଣ ବାସ୍ତୁଦୋଷ ହୋଇଥାଏ । ଯେଉଁ ଘରେ ବସ୍ତୁର ସମସ୍ୟା ରହିଥାଏ ସେହି ଘରେ ଅଫହିକ ତାଙ୍କ ରୋଜଗାର ମଧ୍ୟ ଠିକ୍ ଭାବରେ ସଂଚାର ହୋପାରିନଥାଏ । ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଗୃହରେ ରଖିଲେ ଏହିସବୁ ଜିନିଷରୁ ମୁକ୍ତିମିଳିବା ସହ ଗୃହରେ ସୁଖଶାନ୍ତିର ବତାବରଣ ଲାଗିରହିବ ।

ଯେହେତୁ ଦୋଳପୂର୍ଣ୍ଣିମା ଏବଂ ପବିତ୍ର ହୋଲି ଏକ ସୁଖ ଦିନ ହୋଇଥାଏ ତେବେ ଘରକୁ ଏହି ୫ଟି ଜିନିଷ ନେଇଆସନ୍ତୁ ।ଦେଖିବେ ଏହାର ପ୍ରଭାବ ଦୁଇଗୁଣା ବଢିଯିବ । ତେବେ ଆସନ୍ତୁ ସେହି ଜିନିଷଗୁଡିକ ବିଷୟରେ ଜାଣିବା ।

ପ୍ରଥମ ଜିନିଷ:- ୱିଣ୍ଡଚାଇମସ୍ । ଏହାକୁ ଘରେ ଲଗାଇବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ଏବଂ ପବନ ଯୋଗୁ ଏଥିରୁ ଉତ୍ପର୍ଣ୍ଣ ହେଉଥିବା ଶବ୍ଦ ଯୋଗୁ ଘରୁ ନକରତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ ।

ଦୂତୀୟ ଜିନିଷ:- କ୍ରିଷ୍ଟାଲ୍ ଗ୍ଲୋବ । ଶାସ୍ତ୍ର ଅନୁସାରେ କ୍ରିଷ୍ଟାଲ୍ ଗ୍ଲୋବ ନିଜ ମଧ୍ୟରେ ପ୍ରକାଶ ସମହୀତ କରି ରଖିଥାଏ । ତେଣୁ ଏହାକୁ ଗୃହରେ ରଖିବା ଦ୍ଵାରା ଏହା ସକାରାତ୍ମକ ଶକ୍ତି ସହ ଘରେ ହସ ଖୁସିର ବାତାବରଣ ଆଣିଥାଏ ।

ତୃତୀୟ ଜିନିଷ:- ଘୋଡା ନାଲ।ଘରର ମୁଖ୍ୟଦ୍ଵାର କିମ୍ବା ମଝି ସ୍ଥାନରେ ଲଗାଇଦିଅନ୍ତୁ । ଏହାଦ୍ୱାରା ଘର ସମସ୍ତ ନକରତ୍ମକ ଶକ୍ତି ଠାରୁ ଦୁରେଇ ରଖିଥାଏ । ଜୀବନରେ ଥିବା ବିହୁତ ବାଧାବିଘ୍ନ ଠାରୁ ମଧ୍ୟ ଦୁରାଇ ରଖିଥାଏ ।

ଚତୁର୍ଥ ଜିନିଷ:- ଧାତୁ ନିର୍ମିତ କଇଁଛ । ଶାସ୍ତ୍ର ଅନୁସାରେ ଧାତୁ ନିର୍ମିତ କଇଁଛକୁ ବହୁତ ମହତ୍ଵ ବୋଲି କୁହାଯାଇଛି । ଏହାକୁ ଘରେ ରଖିବାଦ୍ୱାରା ଆର୍ଥିକ ଉର୍ଣ୍ଣତି ହୋଇଥାଏ । ବାସ୍ତୁ ଦୋଷ ମଧ୍ୟ ଦୁର ହୋଇଥାଏ ଏବଂ ଜୀବନରେ ସୁଖ ଶାନ୍ତି ଭାରି ରହିଥାଏ ।

ପଞ୍ଚମ ଜିନିଷ:- ଲାଫିଙ୍ଗ ବୁଦ୍ଧ । ଘରେ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ନିଶ୍ଚିତ ରଖନ୍ତୁ । କାରଣ ଏହାକୁ ଘରେ ରଖିଲେ ଗୃହରେ ସୁଖସମୃଦ୍ଧି ରହିଥାଏ ଏବଂ ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ମଧ୍ୟ ହୋଇଥାଏ । ଏହାକୁ ଘରର ଉତର ଏବଂ ପଶ୍ଚିମ କୋଣରେ ରଖନ୍ତୁ । ଏହାକୁ ଏପରି ରଖିବାଦ୍ୱାରା ଏହାର ପ୍ରଭାଵ ଦୁଇ ଗୁଣ ବଢିଯାଇଥାଏ । ତେବେ ସାଙ୍ଗମାନେ ଆପଣ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ହୋଲି ଦିନ ଘରକୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ନିଶ୍ଚିତ ଆଣନ୍ତୁ ।

Leave a Reply

Your email address will not be published. Required fields are marked *