ଟିଭିର ଦ୍ୱିତୀୟ ନାଗିନ୍ ସାଜିଲେ ନବବୋଧୁ ! ନାଲି ରଙ୍ଗର ଘାଗରା ପିନ୍ଧିଥିବା ଫଟୋ ସେୟାର କରି ଜିଣୁଛନ୍ତି ଲୋକଙ୍କ ହୃଦୟ । ଆପଣ ମଧ୍ୟ ଦେଖନ୍ତୁ

ଟିଭିର ଦ୍ୱିତୀୟ ନାଗିନ୍ ସାଜିଲେ ନବବୋଧୁ ! ନାଲି ରଙ୍ଗର ଘାଗରା ପିନ୍ଧିଥିବା ଫଟୋ ସେୟାର କରି ଜିଣୁଛନ୍ତି ଲୋକଙ୍କ ହୃଦୟ । ଆପଣ ମଧ୍ୟ ଦେଖନ୍ତୁ

ଟିଭି ସିରିଏଲ “ନାଗିନ୍ ୪”ରେ ନାଗିନର ଚରିତ୍ର ତୁଲାଉଥିବା ନିୟା ଶର୍ମା ଛୋଟ ପରଦାର ବହୁତ ଚର୍ଚିତ ଅଭିନେତ୍ରୀ ଅଟନ୍ତି । ଗଣମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସୁନ୍ଦର ସୁନ୍ଦର ଫୋଟ ସେୟାର କରିଥାନ୍ତି ଏବଂ ସେ ଫୋଟରେ ସୁନ୍ଦର ଓ ବୋଲ୍ଡ ଲୁକରେ ନଜର ଆସନ୍ତି । ଏସିଆର ଦ୍ଵିତୀୟ ସବୁଠାରୁ ସେକ୍ସି ମହିଳା ଅଟନ୍ତି ନିୟା ଶର୍ମା । ବର୍ତ୍ତମାନ ସେ ପୁଣିଥରେ ଇନଷ୍ଟାଗ୍ରାମରେ ଦୁଲହନ୍ ବେଶର ଫୋଟ ସେୟାର କରିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

google

ନିୟା ଶର୍ମା ବର୍ତ୍ତମାନ ନାଗିନ୍ ୪ ସିରିଏଲରେ ଅଭିନୟ କରୁଛନ୍ତି । ଇଂଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ନିୟା ଦୁଲହନ୍ ବା କନ୍ୟା ରୂପେ ସଜବାଜ ହୋଇଛନ୍ତି ଏବଂ ଧଳା ଓ ନାଲି ରଙ୍ଗର ଏକ ଘାଗରା ପିନ୍ଧିଛନ୍ତି । ଗୋଟା ପଟ୍ଟୀ କାରିଗରୀ ବ୍ଲାଉଜ ଓ ଧଳା ନେଟ୍ ଓଢଣୀରେ ମଧ୍ୟ ନାଲି ରଙ୍ଗର ଗୋଟାରେ କାରିଗରୀ କରାଯାଇଛି । ଏବଂ ହାତରେ ନାଲି ରଙ୍ଗର ଚୁଡ଼ି ଓ ଭାରୀ ସୁନେଲି ରଙ୍ଗର ହାର ପିନ୍ଧିଛନ୍ତି ଏବଂ ଖୁବ ସୁନ୍ଦରୀ ଦେଖାଯାଉଛନ୍ତି ।

google

ଏତିକିନୁହେଁ ମଥାମଣି, ବୋଲ୍ଡ ନାଲି ଓଠ ଓ କେଶରେ ଫୁଲ ଲଗାଇ ନିୟା ପୁରାପୁରି ନବବୋଧୁ ସାଜିଛନ୍ତି । ଯେଉଁଥିରେ ନିୟା ଖୁବ୍ ସୁନ୍ଦରୀ ଦେଖାଯାଉଛନ୍ତି ।

google

ସେହିପରି ଆପଣଙ୍କୁ ସୁଚାଇଦେଉଛୁ ଯେ ନିୟା ଇଂଷ୍ଟାଗ୍ରାମରେ ଅଧିକାଂଶ ସମୟରେ ନିଜର ଗ୍ଲେମରେସସ୍ ଓ ବୋଲ୍ଡ ଲୁକର ଫଟୋ ଗୁଡ଼ିକ ନିୟା ଇଂଷ୍ଟାଗ୍ରାମରେ ସେୟାର କରନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରନ୍ତି ।

google
google

ଧଳା ରଙ୍ଗର ନେଟ୍ ଶାଢ଼ୀ, ହାତରେ ସୁନେଲି ରଙ୍ଗର ଚୁଡ଼ି ଓ ବୋଲ୍ଡ ନାଲି ଓଠ ସହିତ ଏହି ଫଟୋରେ ନିୟା କୌଣସି ସାଧାରଣ ଝିଅ ପାଇଁ ମଧ୍ୟ ଫେସନ୍ ଗୋଲସ୍ ଦେଉଥିବାର ନଜର ଆସୁଛନ୍ତି । ଯଦି ତାଙ୍କ କେଶ ବିଷୟରେ ଆଲୋଚନା କରିବା ତେବେ ତାଙ୍କ ମିଡ୍ ପାର୍ଟିସନ କେଶରେ ଟିକିଏ କର୍ଲ ତାଙ୍କ ଲୁକକୁ ବିଶେଷ କରିଛି ।

Leave a Reply

Your email address will not be published. Required fields are marked *