ମେକ୍ଅପ୍ ରୁମରେ ଏପରି ଅବସ୍ଥାରେ ରହିଥାନ୍ତି ବଲିଉଡ଼ର ଅଭିନେତ୍ରୀମାନେ ! ଫୋଟୋଗୁଡ଼ିକ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ମେକ୍ଅପ୍ ରୁମରେ ଏପରି ଅବସ୍ଥାରେ ରହିଥାନ୍ତି ବଲିଉଡ଼ର ଅଭିନେତ୍ରୀମାନେ ! ଫୋଟୋଗୁଡ଼ିକ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବଡ଼ ପରଦାରେ ସୁନ୍ଦରୀ ଦେଖାଯାଉଥିବା ଏହି ଅଭିନେତ୍ରୀମାନଙ୍କ ମେକ୍ଅପ୍ ରୁମ୍ ଭିତରେ ହୋଇଥାଏ ଖରାପ ଅବସ୍ଥା ।

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀଙ୍କ ଅଭାବ ନଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ବଲିଉଡ ଜଗତରେ ଅଭିନେତ୍ରୀମାନେ ଦେଖିବାକୁ ଭାରି ସୁନ୍ଦର ଅଟନ୍ତି । କିନ୍ତୁ ଏହି ଅଭିନେତ୍ରୀ ମାନଙ୍କ ସୌନ୍ଦର୍ଯ୍ୟତାକୁ ଆହୁରି ଅଧିକ ମେକ୍ଅପ୍ ମ୍ୟନ୍ ବଢ଼ାଇଥାନ୍ତି । ବଲିଉଡ଼ ଅଭିନେତ୍ରୀମାନଙ୍କ ଗ୍ଲେମରେସ ଓ ସୁନ୍ଦର ଦେଖା ଯିବା ପଛରେ ମେକ୍-ଅପ୍ କରିବା ଲୋକଙ୍କ ବହୁତ ବଡ଼ ହାତ ରହିଥାଏ । ଆଜିର ସମୟରେ ଯେଉଁଠାରେ କି ସମସ୍ତ ଝିଅ ମେକଅପକୁ ବହୁତ ଗୁରୁତ୍ୱ ଦେଉଛନ୍ତି, ଏମିତିରେ ଅଭିନେତ୍ରୀମାନେ ବା କିପରି ପଛରେ ରହିପାରିବେ । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏପରି ଅଭିନେତ୍ରୀଙ୍କ ଫୋଟ ଦେଖେଇବୁ ଯେଉଁମାନେ କି ନିଜ ମେକ୍-ଅପ୍ ରୁମରେ ଦେଖିବାକୁ ମିଳିଛନ୍ତି ଓ ତାଙ୍କୁ ଦେଖି ଆପଣ ମଧ୍ୟ ଭାବିବା ଆରମ୍ଭ କରି ଦେବେ ସୁନ୍ଦର ଦେଖାଯିବା ଏତେ ସହଜ କାମ ନୁହେଁ । ଏଥିପାଇଁ ଅଭିନେତ୍ରୀ ମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼େ ଏବଂ ବହୁତ ପରିଶ୍ରମ କରିବାକୁ ପଡ଼େ । ଛାଡ଼ନ୍ତୁ, ଆପଣମାନେ ମଧ୍ୟ ଦେଖନ୍ତୁ ଏହି ୧୦ଟି ଅଭିନେତ୍ରୀଙ୍କ କିଛି ବିଶେଷ ଫୋଟୋଚିତ୍ର ।

Google

ସୋନାକ୍ଷୀ ସିହ୍ନା

Google

ସୋନମ କପୂର

Google

କରିନା କପୂର

Google

ପରିଣୀତୀ ଚୋପଡ଼ା

Google

ପ୍ରିୟଙ୍କା ଚୋପ୍ରା

Google

ଦୀପିକା ପାଦୁକୋଣ

Google

ଜେକଲିନ ଫର୍ଣ୍ଣଣ୍ଡିସ

Google

କ୍ୟାଟ୍ରିନା କୈଫ

Google

ଏମି ଜେକ୍ସନ

Google

ଐଶ୍ୱରୀୟା ରାୟ ବଚ୍ଚନ

Leave a Reply

Your email address will not be published. Required fields are marked *