ବ୍ଲଡ଼ କ୍ୟାନ୍ସରରେ ଆକ୍ରାନ୍ତ ହେବାର ୩ ମାସ ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏପରି ୬ଟି ସଙ୍କେତ !

ଆଜିକାଲି ମନୁଷ୍ୟ ପରିବର୍ତ୍ତନଶୀଳ ଦୁନିଆ ସହ ତାଳ ଦେଇ ଚାଲିଥାଏ । ଯାହା ଦ୍ୱାର ମନୁଷ୍ୟ ନିଜର ଜୀବନଶୈଳୀ ସମ୍ପୂର୍ଣ୍ଣ ରୂପେ ବଦଳି ଦେଇଛି । ପରିବର୍ତ୍ତନଶୀଳ ପରିବେଶରେ ମନୁଷ୍ୟ ଯାହା ସବୁ ବ୍ୟବହାର କରେ, ସେଗୁଡ଼ିକ ଦ୍ୱାରା ମନୁଷ୍ୟ ଅଜାଣତରେ ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ । ଅର୍ଥାତ ଦୂଷିତ ଜଳ ପାନ କରିବା ଓ ବଜରରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟପେୟ ଭକ୍ଷଣ କରିବା ଇତ୍ୟାଦି ଦ୍ୱାରା ଅନେକ ରୋଗ ଶିକାର ହୋଇଇଥାଏ ।

Google

ସାମ୍ପ୍ରତିକ ପରିସ୍ଥିତିରେ, ଦୁନିଆରେ ଆତଙ୍କ ଖେଳିବାରେ ଲାଗିଛି କ୍ୟାନ୍ସର । ଯାହାର ଚିକିତ୍ସା କଷ୍ଟ ସାଧ୍ୟ ଓ ଏହି ରୋଗକୁ ମୁକ୍ତି ପାଇବା ମଧ୍ୟ ସହଜ ସାଧ୍ୟ ନୁହେଁ । କିନ୍ତୁ ଏହି ରୋଗ ଆକ୍ରନ୍ତ ହେବା ପୂର୍ବରୁ ରୋଗୀଠାରେ କେତେକ ଲକ୍ଷଣ ଦେଖାଯାଏ, ସେହି ଲକ୍ଷଣକୁ ଜାଣିବା ପରେ ସମୟ ପୂର୍ବରୁ ରୋଗୀକୁ ଚିକିତ୍ସା କରାଗଲେ ସମ୍ୟକ ଆରୋଗ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ଜାଣିବା :

ହାଡ଼ଗୁଡିକରେ ଯନ୍ତ୍ରଣା ଅନୁଭବ କରିବା :

Google

ହାଡ଼ ଗୁଡିକରେ ଅନବରତ ଯନ୍ତ୍ରଣା ହେବ ଦୈନନ୍ଦିନ ଘଟଣା ବୋଲି ଭାବନ୍ତୁ ନାହିଁ । ଏହା ବ୍ଲଡ଼ କ୍ୟାନ୍ସରର ଏକ ଲକ୍ଷଣ ହେଇଥାଏ । ବ୍ଲଡ଼ କ୍ୟାନ୍ସର ପ୍ରଥମ ଲକ୍ଷଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅଟେ । ଏହିପରି ଅନବରତ ଯନ୍ତ୍ରଣା ହେଉଥିଲେ ବାହାରର ମେଡ଼ିସିନ ଖାଇବା ଅପେକ୍ଷା ଡାକ୍ତରଙ୍କ ସହ ପରମର୍ଶ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହିପରି ଯନ୍ତ୍ରଣା ସମୟରେ ଆପଣଙ୍କୁ ଭୋକ ମଧ୍ୟ କମି ଯାଇଥାଏ ।

Google

ଥକ୍କାପଣ ଅନୁଭବ କରିବା :

ବ୍ଲଡ଼ କ୍ୟାନ୍ସର ହେବା ପୂର୍ବରୁ ଶରୀରରେ ହିମୋଗ୍ଲୋବିନର ମାତ୍ରା ଯଥେଷ୍ଟ କମି ଯାଇଥାଏ । ଯାହାଫଳରେ ଅକ୍ସିଜେନ ଶରୀରର ବିଭିନ୍ନ ଅଙ୍ଗକୁ ଆବଶ୍ୟକ ମୁତାବକ ପହଞ୍ଚି ପାରି ନ ଥାଏ । ଯାହାର ପରିମାଣ ସ୍ୱରୂପ ମନୁଷ୍ୟ ଦୁର୍ବଳତା ଅନୁଭବ କରିଥାଏ ।

ନିମୋନିଆ ହେବା :

ନିମୋନିଆ ହେବା, ମୁହଁରେ ଘା’ ହେବ, ସ୍କିନ ଖରାପ ହୋଇଯିବ, ମୁଣ୍ଡ ବ୍ୟଥା ହେବା ଏସବୁ ହେଉଛି ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ।

ଓଜନ କମିବା :

Google

ବ୍ଲଡ଼ କ୍ୟାନ୍ସରର ଆଉ ଏକ ଲକ୍ଷଣ ହେଲା ଶରୀରର ଓଜନ କମିଯିବା । ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ରୋଗୀଙ୍କ ଶାରୀରର ଓଜନ ହଠାତ କମିଯାଇଥାଏ ।

ଗଳା ଦରଜ, ପାଦ ଓ ଛାତିରେ ଜଳାପୋଡା :

ବ୍ଲଡ଼ କ୍ୟାନ୍ସର ହେବା ପୂର୍ବରୁ ଗଳାରେ ସାମାନ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ରୋଗୀର ପାଦ ଓ ଛାତି ଲଗାତାର ଜଳାପୋଡ଼ା ଅନୁଭବ କରିଥାଏ । ଶରୀରରେ ଏହିପରି ଲକ୍ଷଣମାନ ଦେଖା ଦେଲେ ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*