ବିବାହର ୪ ବର୍ଷ ପରେ ମାଁ ହେବାକୁ ଯାଉଛନ୍ତି ବିପାଶା ବାସୁ ! ଖୁବଶୀଘ୍ର ଆସିପାରେ ଖୁସିର ଖବର ।

ବିବାହର ୪ ବର୍ଷ ପରେ ମାଁ ହେବାକୁ ଯାଉଛନ୍ତି ବିପାଶା ବାସୁ ! ଖୁବଶୀଘ୍ର ଆସିପାରେ ଖୁସିର ଖବର ।

ବଲିଉଡ଼ର ପାୱାର କପଲ ନାମରେ ପରିଚିତ ବିପାଶା ବାସୁ ଓ କରନ୍ ସିଂହ ଗ୍ରୋବରଙ୍କ ବିବାହକୁ ଚାରି ବର୍ଷ ପୂରଣ ହୋଇଯାଇଛି । ଏହିପରି ବିପାଶା ବାସୁ ଓ କରନଙ୍କ ଫ୍ୟାନ୍ସ ମାନେ ତାଙ୍କ ଆଗାମୀ ପଦକ୍ଷେପ ଉପରେ ଦୃଷ୍ଟି ଆକର୍ଷଣ କରି ବସିଛନ୍ତି । ଜଣାଇଦେଉଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ପରିବାର ଯୋଜନା ବିଷୟରେ ଚିନ୍ତା କରି ନାହାଁନ୍ତି । ଏବଂ ଏହା ବିଷୟରେ ମିଡ଼ିଆରେ ମଧ୍ୟ କିଛି ଆଲୋଚନା କରି ନାହାଁନ୍ତି । ଅନେକ ଥର ତାଙ୍କୁ ପ୍ରଶ୍ନ ପଚାରଗଲା, କିନ୍ତୁ ସବୁ ଥର ପରିବାର ଆଗକୁ ବଢ଼ାଇବା ପ୍ରଶ୍ନର କୌଣସି ଉତ୍ତର ଦିଅନ୍ତି ନାହିଁ । ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆରେ ଅନେକ ଥର ବିପାଶାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହୁଏ, କିନ୍ତୁ ସବୁ ଥର ଏହି ଗୁଜବ ରହିଥାଏ । ବାସ୍ତବରେ ଫ୍ୟାନ୍ସଙ୍କୁ ଆଶା ଅଛି ଯେ ବିପାଶା ଖୁବଶୀଘ୍ର ମାଁ ହୋଇଯାଆନ୍ତୁ ।

ବିପାଶା କହିଛନ୍ତି ଯେ, “ଆମକୁ ପୋଷ୍ୟ ଶିଶୁ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ’

newstrend

ଜଣାଇଦେଉଛୁ ଯେ ବିପାଶାଙ୍କ ୱେବ୍ ସିରିଜ୍ ଡେଞ୍ଜରେସ ରିଲିଜ୍ ହେବାକୁ ଯାଉଛି, ଏହାର ପ୍ରଚାର ସମୟରେ ବିପାଶା ଓ କରନଙ୍କୁ ମାତାପିତା ହେବା ବିଷୟରେ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଦୁହେଁ ଖୁବ୍ ଇଚ୍ଛୁକ ହୋଇ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ବିପାଶା କହିଲେ ଯେ ଭାଗବନ ଯାହା ଚାହିଁବେ ତାହା ହେବ ।

newstrend

ଏତିକିନୁହେଁ ସେ ଏହା ମଧ୍ୟ କହିଲେ ଯେ ଯଦି କୌଣସି ସମସ୍ୟା ଆସେ, ତେବେ ଆମେ କୌଣସି ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିନେବୁ । ଆମକୁ ଶିଶୁ ପୋଷ୍ୟ ନେବା ପାଇଁ କୌଣସି ଅସୁବିଧା ନାହିଁ, ମୁଁ ଓ କରନ୍ ଏହା ବିଷୟରେ କିଛି ଚିନ୍ତା କରିନାହୁଁ ।

newstrend

ବିପାଶା ଏଠାରେ ଅଟକିଲେ ନାହିଁ, ସେ ଆଗକୁ କହିଲେ ଯେ ଯଦି ପୋଷ୍ୟ ଭାବେ କୌଣସି ଶିଶୁକୁ ଗ୍ରହଣ କରିବାରେ ମଧ୍ୟ ଯଦି ଅସୁବିଧା ହେବ ତେବେ ଆମେ ଏଥିରେ ମଧ୍ୟ ଖୁସି ହେବୁ । ସେ କହିଲେ, ଏହି ଦେଶରେ ଏପରି ଅନେକ ଛୁଆ ଅଛନ୍ତି ଯାହାକୁ ଆମ ପରି ଲୋକଙ୍କ ଦରକାର ଅଛି । ଏପରି ଅନେକ ପ୍ରକାର ଛୁଆ ଅଛନ୍ତି ଯେଉଁମାନଙ୍କୁ କୌଣସି ପ୍ରକାର ସୁଖ ସୁବିଧା ମିଳିପାରେ ନାହିଁ । ଆମର ଦାୟିତ୍ବ ଯେ ଆମେ ଏପରି ଛୁଆଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା । ଏହା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ । ଦେଖିବା, ଆଗାମୀ ଭବିଷ୍ୟତରେ କଣ ହେବ ।

ସୋସିଆଲ ମିଡ଼ିଆରେ ଅନେକ ଥର ଭାଇରାଲ ହେଉଛି ବିପାଶାଙ୍କ ଗର୍ଭବତୀ ହେବାର ଖବର……

newstrend

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ କରନ୍ ଓ ବିପାଶା ୫ ବର୍ଷ ଆଗରୁ ପରସ୍ପରଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୁହିଁଙ୍କ ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେଲା ଓ ପରେ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଗଲା । ଏହା ପରେ ଦୁହେଁ ଅନେକ ସ୍ଥାନରେ ଏକାଠି ନଜର ଆସିଥିଲେ । କରନ୍ ଓ ବିପାଶା ପରସ୍ପରଙ୍କୁ ଜାଣିଲେ, ବୁଝିଲେ ଓ ପରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଲେ । କୁହାଯାଏ ଯେ ଦୁହିଁଙ୍କ ବୈବାହିକ ଜୀବନ ଦମ୍ପତି ମାନଙ୍କ ପାଇଁ ଏକ ପ୍ରେରଣା ଅଟେ ।

newstrend

ବିବାହ ପରେ ୪ ବର୍ଷ ମଧ୍ୟରେ ବିପାଶାଙ୍କ ଗର୍ଭବତୀ ହେବାର ଖବର ଗୁଜବ ପ୍ରଚାର ହୋଇଥିଲା । ଥରେ ଖବର ଏତେ ପ୍ରଚାର ହୋଇଗଲା ଯେ ବିପାଶାଙ୍କୁ ମିଡ଼ିଆ ସାମ୍ନାକୁ ଆସିବାକୁ ପଡ଼ିଥିଲା । ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ ଓ ନିଜ ଗର୍ଭବତୀ ହେବାର ଖବରକୁ ଗୁଜବ ବୋଲି କହିଛନ୍ତି । କିଛି ବର୍ଷ ଆଗରୁ ବିପାଶା କହିଥିଲେ ଯେ କରନ୍ ଓ ମୋତେ ଦୁହିଁଙ୍କୁ ଛୁଆ ମାନେ ବହୁତ ପସନ୍ଦ, କିନ୍ତୁ ବର୍ତ୍ତମାନ ଆମେ ଦୁହିଁଙ୍କୁ ସମୟ ଦେବା ପାଇଁ ଚାହୁଁ ।

Leave a Reply

Your email address will not be published. Required fields are marked *