ଏହି ରାଶିର ଲୋକ ଭୁଲରେ ମଧ୍ୟ ହାତରେ ବାନ୍ଧନ୍ତୁ ନାହିଁ ଲାଲ୍ ରଙ୍ଗର ଧାଗା । ନଚେତ୍ ସର୍ବଦା ମିଳିବ ଅଶୁଭ ଫଳ !

ଯଦି ଆପଣ ହିନ୍ଦୁ ଧର୍ମରେ ବିଶ୍ଵାସ ରଖନ୍ତି ତେବେ ଆମମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଘରେ ଅବଶ୍ୟ ପୂଜା ପାଠ କରୁଥିବେ ଏଥିପାଇଁ ଆପଣ ଅନେକ ଉପାୟ ମଧ୍ୟ ଆପଣାଇଥାନ୍ତି ଏବଂ କାର୍ଯ୍ୟ କରିଥାନ୍ତି ଏହି କାମ ପଛରେ ଏକ ଅଲଗା କାରଣ ଅବଶ୍ୟ ଲୁଚି ରହିଥାଏ । ଏହି ସମୟରେ ପୂଜାପାଠ କରିବା ପରେ ଆପଣ ଲାଲ୍ ସୂତା ଅବଶ୍ୟ ଆପଣଙ୍କ ହାତରେ ବାନ୍ଧିଥାନ୍ତି । ଏହା ବିଷୟରେ ଲୋକଙ୍କର ଭିନ୍ନ ଭିନ୍ନ ମତାମତ ମଧ୍ୟ ରହିଥାଏ । କିଛି ଲୋକ ଏହାକୁ ଭଗବାନଙ୍କ ଆଶିର୍ବାଦ ମାନିଥାନ୍ତି । ଅନ୍ୟକିଛି ଲୋକ ଏହାକୁ ଏପରି ହିଁ ବାନ୍ଧିଥାନ୍ତି ।

Google

ହିନ୍ଦୁ ଧର୍ମରେ ଲାଲ୍ ସୂତାକୁ ହାତରେ ବନ୍ଧା ଯାଉଥିବା ଧାଗା ରୂପରେ ଦେଖାଯାଏ । ବିଶ୍ଵାସ କରାଯାଏ ଯେ ହାତରେ ବନ୍ଧା ଯାଉଥିବା ଲାଲ୍ ଧାଗା ସର୍ବଦା ରକ୍ଷା କରିଥାଏ ଏବଂ ଅଶୁଭ ସଙ୍କଟରୁ ବଞ୍ଛାଇଥାଏ । କିନ୍ତୁ ଏହାସହ ଧାର୍ମିକ ସମସ୍ୟାରୁ ଆରମ୍ଭ କରି ଧନ ହାନି, ମାନସମ୍ମାନ, ଏବଂ ପ୍ରତିଷ୍ଠା ବନେଇ ରଖିବା ପାଇଁ ଲାଲ ଧାଗା ବିଶେଷ ରୁପରେ ଉପଯୁକ୍ତ ଅଟେ ।

Google

ଲାଲ୍ ଧାଗାକୁ ରକ୍ଷା ସୂତ୍ର କୁହାଯାଏ ଏବଂ ଏହାକୁ ବାନ୍ଧିବା ବୈଦିକ ପରମ୍ପରାର ଧର୍ମ ଅଟେ । ଯଜ୍ଞ ସମୟରେ ଏହାକୁ ବାନ୍ଧିବାର ପରମ୍ପରା ପ୍ରଥମରୁ ହିଁ ଅଛି । କିନ୍ତୁ ଏହାକୁ ସଂକଳ୍ପ ସୂତ୍ର ସହ ରକ୍ଷା ସୂତ୍ର ହିସାବରେ ମଧ୍ୟ ବାନ୍ଧିବାର ପରମ୍ପରା ଅଛି ପୌରାଣିକ ଲେଖାରେ । ଏହାକୁହାଯାଏ କି ଅସୁରଦାନବିର ରାଜା ବଳିକୁ ଅମରତା ପ୍ରଦାନ ପାଇଁ ଭଗବାନ ବାମନ ତାଙ୍କୁ ରକ୍ଷା ସୂତ୍ର ବାନ୍ଧିଥିଲେ । ଏହାକୁ ରକ୍ଷା ବନ୍ଧନର ପ୍ରତୀକ ମଧ୍ୟ କୁହାଯାଏ । ଦେବୀ ଲକ୍ଷ୍ମୀ ନିଜ ପତିଙ୍କ ସୁରକ୍ଷା ପାଇଁ ରାଜା ବଳୀଙ୍କ ହାତରେ ଏହି ବନ୍ଧନ ବାନ୍ଧିଥିଲେ ।

Google

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲାଲ୍ ରଙ୍ଗର ଧାଗା ବହୁତ ଶୁଭ ହୋଇଥାଏ । ଏହାକୁ ହାତରେ ବାନ୍ଧିବା ପରେ ମନସ୍କାମନା ପୂରଣ ହୋଇଥାଏ । ଶାସ୍ତ୍ର ଏହାକୁ ଶୁଭ ବୋଲି କହିଛନ୍ତି । କୁହାଯାଏ କି ଲାଲ ରଙ୍ଗର ଧାଗା ହାତରେ ବାନ୍ଧିବା ଦ୍ଵାରା ଶନିଦେବ ମଧ୍ୟ ଖୁସି ହୋଇଥାନ୍ତି । କିନ୍ତୁ ହୁଏତ ଆପଣମାନଙ୍କୁ ଜ୍ଞାତ ନଥିବ ଯେ ଏହି ଲାଲ୍ ଧାଗା କିଛି ଲୋକଙ୍କ ପାଇଁ କ୍ଷତିକାରକ ମଧ୍ୟ ଅଟେ । କାହିଁକିନା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କିଛି ଏପରି ରାଶି ମଧ୍ୟ ଅଛି ଯାହାକି ଏହି ଲାଲ୍ ଧାଗା ପିନ୍ଧିବା ଉଚିତ ନୁହେଁ ଏହା ତାଙ୍କ ପାଇଁ ଅଶୁଭ ଫଳ ଦେଇଥାଏ । ତେବେ ଆସନ୍ତୁ ଜାଣିବା ।

କୁମ୍ଭ ରାଶି

Google

ସର୍ବ ପ୍ରଥମେ କଥା ହେବା କୁମ୍ଭରାଶିର ଜାତକ ଥିବା ଲୋକମାନଙ୍କ ବିଷୟରେ , ଶାସ୍ତ୍ରରେ କୁହାଯାଇଛି ଯେ ଏହି ରାଶିର ଲୋକମାନଙ୍କୁ ଲାଲ୍ ଧାଗା ପିନ୍ଧିବା ଉଚିତ୍ ନୁହେଁ । ଏଠାରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଏହି ରାଶିର ବ୍ୟକ୍ତି ଲାଲ୍ ଧାଗା ପିନ୍ଧନ୍ତି ତେବେ ତାଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ ଏଥିପାଇଁ ଧ୍ୟାନ ରଖନ୍ତୁ ଯେ ଯଦି ଆପଣ କୁମ୍ଭ ରାଶିର ବ୍ୟକ୍ତି ଅଟନ୍ତି ତେବେ ଲାଲ୍ ଧାଗା ଠାରୁ ଦୂରେଇ ରୁହନ୍ତୁ କାହିଁକି ନା ଏହା ଶୁଭ ଫଳ ଦେଇ ନଥାଏ ।

ସିଂହ ରାଶି

Google

ବର୍ତ୍ତମାନ କଥା ହେବା ସିଂହ ରାଶିର ବ୍ୟକ୍ତିମାନଙ୍କ ବିଷୟରେ । ଶାସ୍ତ୍ରରେ କୁହାଯାଇଛି ଯେ ଏହି ରାଶିର ବ୍ୟକ୍ତିମାନେ ସମସ୍ତ ପ୍ରକାର ଲାଲ୍ ଜିନିଷ ଠାରୁ ଦୂରେଇ ରୁହନ୍ତୁ କାହିଁକିନା ଏମାନଙ୍କ ଗ୍ରହ ସ୍ଵାମୀ ମଙ୍ଗଳ ଅଟନ୍ତି ଏବଂ ସୂଚନା ପାଇଁ ଜଣାଇଦେଉଛୁ ଯେ ମଙ୍ଗଳ ଲାଲ୍ ରଙ୍ଗର ବସ୍ତୁକୁ ପସନ୍ଦ କରିନଥାନ୍ତି ଏଥିପାଇଁ ସିଂହ ରାଶିର ଲୋକଙ୍କୁ ଲାଲ୍ ଧାଗା ପିନ୍ଧିବା ଉଚିତ ନୁହେଁ ।

Be the first to comment

Leave a Reply

Your email address will not be published.


*