ଭୋଳାନାଥଙ୍କ ଅଂଶ ଅଟନ୍ତି ଏହି ୪ ନାମ ଧାରୀ ବ୍ୟକ୍ତି. ….

ଭୋଳାନାଥଙ୍କ ଅଂଶ ଅଟନ୍ତି ଏହି ୪ ନାମ ଧାରୀ ବ୍ୟକ୍ତି. ….

ଭୋଳାନାଥଙ୍କ ଅଂଶ ଅଟନ୍ତି ଏହି ୪ ନାମ ଧାରୀ ବ୍ୟକ୍ତି , ସୁଖରେ ପୂର୍ଣ ରହିଥାଏ ଏମାନଙ୍କ ଜୀବନ ।

ଯେପରି ଆପଣ ସମସ୍ତ ଲୋକଙ୍କୁ ଜଣାଅଛି ଯେ ଶ୍ରାବଣର ପବିତ୍ର ମାସ ଚାଲୁଛି ଆଉ ସବୁ ଶିବ ଭକ୍ତ ଭଗବାନ ଭୋଳନାଥଙ୍କୁ ସନ୍ତୁଷ୍ଟ କରିବାରେ ଲାଗିପଡିଛନ୍ତି । ଭଗବାନ ଭୋଳନାଥ ନିଜ ଭକ୍ତଙ୍କ ଉପରେ ଶୀଘ୍ର ସନ୍ତୁଷ୍ଟ ହୋଇଯାଆନ୍ତି , ଏଥିପାଇଁ ତାଙ୍କୁ ଭୋଳା ବୋଲି କୁହାଯାଏ । କୁହାଯାଉଛି ଯେ ତାଙ୍କୁ ସନ୍ତୁଷ୍ଟ କରିବାପାଇଁ କିଛି ଅତିମୂଲ୍ୟବାନ ପଦାର୍ଥ କିମ୍ବା କିଛି ବିଶେଶ ପଦାର୍ଥ ଆବଶ୍ୟକ ପଡିନଥାଏ । ସେ ନିଜ ଭକ୍ତଙ୍କ ସତ୍ୟ ଭକ୍ତିରେ ସନ୍ତୁଷ୍ଟ ହୋଇଯାଆନ୍ତି ଏବଂ ସେମାନଙ୍କ ସବୁ ମନସ୍କାମନା ପୂର୍ଣ କରନ୍ତି । ଭୋଳନାଥଙ୍କୁ ତାଙ୍କର ଭକ୍ତି କରିବା ଲୋକ ବହୁତ ପସନ୍ଦ ଅଟନ୍ତି । ଯଦି ଭୋଳାନାଥଙ୍କୁ ଭକ୍ତି ମଧ୍ୟ ନ କରିଲେ , କିନ୍ତୁ ଆପଣଙ୍କ ମନ ଯଦି ନିର୍ମଳ ଥିବ ଆଉ ଆପଣ ଅନ୍ୟମାନଙ୍କୁ ସାହଯ୍ୟ କରୁଥିବେ , ତା ହେଲେ ଭଗବାନ ଭୋଳନାଥ ନିଜେ ଆପଣଙ୍କ ସବୁ ଇଛାଗୁଡିକ ପୂର୍ଣ୍ଣ କରିବେ , କାହିଁକି ନା ଆପଣମାନେ ସବୁ ଜାଣନ୍ତି ଯେ ଭଗବାନ ଭୋଳନାଥ ଅନ୍ତର୍ଯ୍ୟାମୀ ଅଟନ୍ତି ଆଉ ସମସ୍ତଙ୍କ ମନରେ କଣ ଅଛି ଏ ବିଷୟ ମଧ୍ୟ ତାଙ୍କୁ ଭଲଭାବେ ଜଣା ଅଛି ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏପରି ୪ ନାମଧାରୀ ବ୍ୟକ୍ତିମାନଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁମାନଙ୍କୁ ଭୋଳନାଥଙ୍କ ଅଂଶ ମାନନ୍ତି ।

ଆସନ୍ତୁ ଜାଣିବା କେଉଁ ୪ ନାମଧାରୀ ବ୍ୟକ୍ତି ଭୋଳନାଥଙ୍କ ଅଂଶ ରୂପେ ଜଣା ଯାଆନ୍ତି ।

D ନାମଧରୀ ବ୍ୟକ୍ତି

ଯେଉଁ ବ୍ୟକ୍ତି ମାନଙ୍କ ନାମ D ଅକ୍ଷର ରୁ ଆରମ୍ଭ ହେଉଥିବ ସେମାନଙ୍କ ଉପରେ ଭୋଳନାଥଙ୍କର ଅପାର କୃପା ଦୃଷ୍ଟି ରହୁଛି , ଏମାନେ ନିଜ ଜୀବନରେ ବହୁତ ସଫଳତା ପ୍ରାପ୍ତ କରନ୍ତି, କିନ୍ତୁ ଏମାନଙ୍କୁ ନିଜର କାର୍ଯ୍ୟ ପ୍ରତି ସଚ୍ଚୋଟପଣିଆ ଆଉ ନିର୍ମଳ ମନରେ ଶିବଙ୍କୁ ଭକ୍ତି କରିବା ଦରକାର ଏବଂ ନିଜର ସମ୍ପୂର୍ଣ୍ଣ ଶକ୍ତି ରେ କାମ କରିବା ଦରକାର । ଭଗବାନ ଭୋଳନାଥ ଏମାନଙ୍କ ମାର୍ଗରେ ଆସୁଥିବା ସମସ୍ତ ବାଧାଗୁଡିକୁ ଦୂର କରନ୍ତି , ଯାହା ଦ୍ଵାରା ଏମାନେ ଅଧିକ ପରିଶ୍ରମ କରିବା ପାଇଁ ପଡି ନଥାଏ । ଭଗବାନ ଭୋଳନାଥ ଏହି ନାମଧାରୀ ବ୍ୟକ୍ତିମାନଙ୍କର ସବୁ ଅସୁବିଧା ଦୂର କରିଦିଅନ୍ତି , ଏଥିପାଇଁ ଏମାନଙ୍କୁ ଭୋଳନାଥଙ୍କ ଅଂଶ କୁହାଯାଏ ।


M ନାମଧାରୀ ବ୍ୟକ୍ତି

ଯେଉଁ ବ୍ୟକ୍ତିମାନଙ୍କ ର ନାମ M ଅକ୍ଷରରେ ଆରମ୍ଭ ହୁଏ , ସେମାନଙ୍କ ଉପରେ ଭୋଳନାଥ ଙ୍କ ଦୟା ଦୃଷ୍ଟି ସବୁବେଳେ ରୁହେ । ଏହି ବ୍ୟକ୍ତି ସର୍ବଦା ଭୋଳନାଥଙ୍କ ଭକ୍ତିରେ ଲୀନ ହୋଇ ରୁହଁନ୍ତି , ଯେଉଁଥିପାଇଁ ଭୋଳନାଥ ଏମାନଙ୍କ ସବୁ ଅସୁବିଧାକୁ ଦୂର କରି ସେମାନଙ୍କୁ ସେମାନଙ୍କ ଜୀବନରେ ମାର୍ଗଦର୍ଶନ କରାନ୍ତି । ଏମାନଙ୍କ ମାର୍ଗରେ ଯେତେ ଅସୁବିଧା ଆସିଲେ ମଧ୍ୟ ଭୋଳନାଥ ଏମାନଙ୍କୁ ସବୁ ଅସୁବିଧାର ସମୁଖିନ ପାଇଁ ଶକ୍ତି ପ୍ରଦାନ କରନ୍ତି । ଏମାନଙ୍କ ସଚ୍ଚୋଟ ଭକ୍ତି ଆଉ ନିର୍ମଳ ମନ ଯୋଗୁଁ ଭଗବାନ ଭୋଳନାଥ ଏମାନଙ୍କ ଉପରେ ସବୁବେଳେ ସନ୍ତୁଷ୍ଟ ରୁହନ୍ତି ।

K ନାମଧାରୀ ବ୍ୟକ୍ତି

ଯେଉଁ ବ୍ୟକ୍ତିମାନଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନଙ୍କୁ ଭୋଳନାଥଙ୍କ ଅଂଶ କୁହାଯାଏ । ଏହି ବ୍ୟକ୍ତିମାନଙ୍କ ସ୍ୱଭାବ ବହୁତ ଲଜ୍ୟା ପ୍ରକୃତିର ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ଅନ୍ୟ ଲୋକମାନଙ୍କ ସହ ବହୁତ ଭଲ ରୁହେ । ଏମାନଙ୍କ ଉପରେ ଭଗବାନ ଭୋଳନାଥଙ୍କ କୃପା ଦୃଷ୍ଟି ରହିଥାଏ , ଯାହା ଦ୍ଵାରା ଏମାନେ ନିଜ ଜୀବନରେ ଆସୁଥିବା ସମସ୍ତ ଅସୁବିଧାର ସମୁଖୀନ ଦୃଢ଼ତାର ସହ କରନ୍ତି ଆଉ ଭୋଳନାଥ ଏମାନଙ୍କ ସବୁ ଇଛା ଗୁଡିକୁ ପୂର୍ଣ କରନ୍ତି ।

R ନାମଧାରୀ ବ୍ୟକ୍ତି

ଯେଉଁ ମାନଙ୍କର ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ଭଗବାନ ଭୋଳନାଥଙ୍କ ବିଶେଷ କୃପା ରୁହେ । ଏମାନଙ୍କୁ ନିଜ ଜୀବନରେ ବହୁତ ଗୁଡିଏ ସୁଖ ମଧ୍ୟ ମିଳିଥାଏ , ଯାହା ଦ୍ଵାରା ଏମାନେ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରଥାନ୍ତି । ଯଦି ଆପଣଙ୍କ ନାମ R ଅକ୍ଷରରୁ ଆରମ୍ଭ ହେଉଥାଏ ତାହେଲେ ଆପଣ ବହୁତ ଭାଗ୍ୟଶାଳୀ ରହିବେ , କାରଣ ଏହି ଶ୍ରାବଣ ଆପଣଙ୍କ ଉପରେ ଭଗବାନ ଭୋଳନାଥଙ୍କ ବିଶେଷ କୃପା ବଜାୟ ରହିବ । ଯାହା ଦ୍ୱାରା ଆପଣ ସବୁ ଅସୁବିଧା ଗୁଡିକରୁ ମୁକ୍ତି ପ୍ରାପ୍ତ କରିବେ ।

Leave a Reply

Your email address will not be published. Required fields are marked *