ବଲିଉଡ଼ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ଝିଅ ସୁନ୍ଦରତା ମାମଲାରେ ନିଜ ମାଁଙ୍କୁ ଠାରୁ ମଧ୍ୟ ଅଧିକ ସୁନ୍ଦର ଦେଖାଯାନ୍ତି ! ଦେଖନ୍ତୁ କିଛି ଫଟୋ

ବଲିଉଡ଼ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ଝିଅ ସୁନ୍ଦରତା ମାମଲାରେ ନିଜ ମାଁଙ୍କୁ ଠାରୁ ମଧ୍ୟ ଅଧିକ ସୁନ୍ଦର ଦେଖାଯାନ୍ତି ! ଦେଖନ୍ତୁ କିଛି ଫଟୋ

ଆମ ବଲିଉଡ଼ ଜଗତରୁ ବହୁତ ସୁନ୍ଦରୀ ଓ ଭଲ ଭଲ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଓ ସୁନ୍ଦରତା ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରନ୍ତି ଏବଂ ନିଜ ସୁନ୍ଦରତାରୁ ଲୋକଙ୍କ ହୃଦୟରେ ରାଜ କରନ୍ତି ଏବଂ ଆମ ବଲିଉଡ଼ରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିନାହାଁନ୍ତି ସତ କିନ୍ତୁ ସେମାନେ ଗୋଟିଏ କିମ୍ବା ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରି ଏତେ ପ୍ରସିଦ୍ଧ ହୋଇ ଯାଇଛନ୍ତି ଯେ ଲୋକେ ତାଙ୍କୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି ଏବଂ ଏହି ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି ଭାଗ୍ୟଶ୍ରୀ ।

ହଁ ବନ୍ଧୁଗଣ ଭାଗ୍ୟଶ୍ରୀ ନିଜ ପ୍ରଥମ ଚଳଚ୍ଚିତ୍ରରୁ ଲୋକଙ୍କୁ ନିଜ ଦିୱାନା କରିଥିଲେ ଏବଂ ଏହା ପରେ ଆଉ ଗୋଟିଏ ଦୁଇଟି ଚଳଚ୍ଚିତ୍ର କରିବା ପରେ ଭାଗ୍ୟଶ୍ରୀ ବଲିଉଡ଼ରୁ ଏପରି ଉଭେଇ ଗଲେ ଯେ ସେ ଆଉ କୌଣସି ଚଳଚ୍ଚିତ୍ରରେ ନଜର ଆସିଲେ ନାହିଁ ଏବଂ ଦର୍ଶକ ମାନେ ତାଙ୍କୁ ପୁଣିଥରେ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଗଲେ । ସୁଚାଇଦେଉଛୁ ଯେ ଭାଗ୍ୟଶ୍ରୀ ସଲମାନ ଖାନଙ୍କ ସହିତ ଚଳଚ୍ଚିତ୍ର “ମେନେ ପ୍ୟାର୍ କିୟା”ରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଭାଗ୍ୟଶ୍ରୀଙ୍କ ଅଭିନୟ ଯୋଗୁଁ ସେ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ ଏବଂ ତାଙ୍କ ସୁନ୍ଦରତାର ଲୋକମାନେ ଦିୱାନା ହୋଇଯାଇଥିଲେ ।

ସୁଚାଇଦେଉଛୁ ଯେ ଭାଗ୍ୟଶ୍ରୀ ଦେଖିବାକୁ ବହୁତ ସୁନ୍ଦରୀ ଓ ସେ ବଲିଉଡ଼ର ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ନାହାଁନ୍ତି ଏବଂ ଖୁବ କମ୍ ସମୟରେ ବ୍ୟବସାୟୀ ହିମାଳୟ ଦଶାନୀଙ୍କୁ ୧୯୯୦ ମସିହାରେ ବିବାହ କରିଥିଲେ ସେ ନିଜ ଘର ପରିବାରରେ ଏତେ ବ୍ୟସ୍ତ ହୋଇଗଲେ ଓ ଅଭିନୟ ଜଗତରୁ ଦୁରେଇ ଗଲେ ଏବଂ ଆଣି ସେ ନିଜ ପରିବାର ସହିତ ବହୁତ ସୁନ୍ଦର ଭାବେ ଜୀବନ ଅତିବାହିତ କରୁଛନ୍ତି । ଆଜି ଆମେ ଭାଗ୍ୟଶ୍ରୀଙ୍କ ଝିଅ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ଦେଖିବାକୁ ନିଜ ମାଁ ସୁନ୍ଦରୀ ଏପରି ଖବର ଆସୁଛି ଯେ ସେ ଖୁବଶୀଘ୍ର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଭାଗ୍ୟଶ୍ରୀ ହିମାଳୟ ଦଶାନୀଙ୍କ ସହିତ ୧୯୯୦ରେ ବିବାହ କରିଥିଲେ ଏବଂ ବିବାହ ପରେ ସେ ନିଜ ଭଲ କ୍ୟାରିୟରକୁ ଛାଡ଼ିଦେଲେ ଓ ନିଜ ପରିବାର ସହ ସମୟ ଅତିବାହିତ କରିବାକୁ ଲାଗିଲେ । ସୂଚନାଥାଉକି ଭାଗ୍ୟଶ୍ରୀଙ୍କ ଦୁଇଟି ସନ୍ତାନ ଅଛନ୍ତି ସେମାନଙ୍କ ମଧ୍ୟରୁ ପୁଅଙ୍କ ନାମ ଅଭିମନ୍ୟୁ ଯିଏ ୨୩ ବର୍ଷୀୟ ଅଟନ୍ତି ଓ ଝିଅର ନାମ ଅବନ୍ତିକା ଅଟେ ଯିଏ ୨୧ ବର୍ଷୀୟ ଅଟନ୍ତି । ଅବନ୍ତିକା ଦେଖିବାକୁ ନିଜ ମାଁଙ୍କ ନକଲ ଅଟନ୍ତି ଓ ବହୁତ ସୁନ୍ଦରୀ ଅଟନ୍ତି ।

ସୁଚାଇଦେଉଛୁ ଯେ ଅବନ୍ତିକାଙ୍କ ଲୁକ୍ ଓ ଷ୍ଟାଇଲ ବହୁତ ଉତ୍ତମ ଓ ସେ ଖୁବଶୀଘ୍ର ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି ଏବଂ ସେପଟେ ଅବନ୍ତିକା ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ ସକ୍ରିୟ ରୁହନ୍ତି ଏବଂ ନିଜ ସୁନ୍ଦର ଫଟୋଗୁଡିକ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରନ୍ତି । ଜଣାଇଦେଉଛୁ ଯେ ଅବନ୍ତିକା ନିଜ ମାଁଙ୍କ ସହିତ ମଧ୍ୟ ଅଧିକାଂଶ ସମୟରେ ନଜର ଆସନ୍ତି ଓ ମାଁ ଝିଅଙ୍କ ଯୋଡ଼ିକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରନ୍ତି ।

ଭାଗ୍ୟଶ୍ରୀ ୫୧ ବର୍ଷ ବୟସ୍କା ହୋଇଗଲେଣି କିନ୍ତୁ ସେ ନିଜକୁ ଏତେ ଫିଟ୍ ରଖନ୍ତି ଯେ ଯେବେମଧ୍ୟ ନିଜ ଝିଅ ସହ ନଜର ଆସନ୍ତି ତେବେ ଏମିତି ଲାଗେ ଯେପରି ଦୁହେଁ ମାଁ ଝିଅ ନୁହଁନ୍ତି ବରଂ ଦୁଇ ଭଉଣୀ ଅଟନ୍ତି କାରଣ ଅବନ୍ତିକା ପୁରାପୁରି ନିଜ ମାଁ ଭଳି ସୁନ୍ଦରୀ ଓ ଗ୍ଲେମର୍ସ ଦେଖାଯାଆନ୍ତି । ସେପକ୍ଷରେ ଭାଗ୍ୟଶ୍ରୀ ଯେପରି ଭାବେ ବଲିଉଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବର୍ତ୍ତମାନ ଦେଖିବା ଏହା ଯେ ତାଙ୍କ ଝିଅ ଅବନ୍ତିକା କେତେ ସଫଳ ହୋଇ ପାରୁଛନ୍ତି । ସେପକ୍ଷରେ ଅବନ୍ତିକା ସୁନ୍ଦରତା ମାମଲାରେ ବଡ଼ ବଡ଼ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଉଛନ୍ତି ।

Leave a Reply

Your email address will not be published. Required fields are marked *