ଏହି କାରଣ ଯୋଗୁଁ କରନ୍ ଜୋହାର ସୁଶାନ୍ତଙ୍କୁ ଘୋଷିତ କରିଥିଲେ “ଫ୍ଲୋପ୍ ହିରୋ” । ପୁଣିଥରେ କଙ୍ଗନା ରନୌତ କରିଛନ୍ତି ବଡ ଖୁଲାସା !

ଏହି କାରଣ ଯୋଗୁଁ କରନ୍ ଜୋହାର ସୁଶାନ୍ତଙ୍କୁ ଘୋଷିତ କରିଥିଲେ “ଫ୍ଲୋପ୍ ହିରୋ” । ପୁଣିଥରେ କଙ୍ଗନା ରନୌତ କରିଛନ୍ତି ବଡ ଖୁଲାସା !

ଯେବେଠାରୁ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି ସେବେଠାରୁ ଏହି ସମସ୍ୟାର ଚର୍ଚ୍ଚା ବଢିବାରେ ଲାଗିଛି । ଗୋଟିଏ ପକ୍ଷରେ ଲୋକ ସୁଶାନ୍ତଙ୍କ କେସ୍ ପାଇଁ ସିବିଆଇ ଯାଞ୍ଚ କରିବାକୁ ଦାବି କରୁଛନ୍ତି ଓ ଅନ୍ୟ ପକ୍ଷରେ ଇଣ୍ଡଷ୍ଟ୍ରୀ ଦୁଇ ଭାଗରେ ଭାଗ ହେବାକୁ ଲାଗିଛି । ଏହି ସମୟରେ ଇଣ୍ଡଷ୍ଟ୍ରୀ ଭିତରେ ଓ ବାହାରେ ଥିବା ଲୋକଙ୍କୁ ନେଇ ବହୁତ ପଚରାଉଚରା ଚାଲିଛି । ଆମେ ଆପଣଂକୁ ସୁଶାନ୍ତଙ୍କ ସାଙ୍ଗ ଏବଂ ବଲିଉଡ କଳାକାର ରିଚା ଶର୍ମା ବହୁତ ଫିଲ୍ମ ନିର୍ମାତା ମାନଙ୍କ ପୋଲ୍ ଖୋଲିଛନ୍ତି । ଏହା ପରେ ଅଭିନେତ୍ରୀ କଂଗନା ରାନୌତ ମଧ୍ୟ ଏହି ମୁଭି ମାଫିଆଙ୍କ ପଛରେ ପଡିଛନ୍ତି ।

newstrend

ସୁଶାନ୍ତଙ୍କ ମୃତ୍ୟୁ ପରେ କଂଗନା ବାରମ୍ବାର ଲାଇଭ ଭିଡ଼ିଓ ବନାଉଛନ୍ତି ଓ ଜଣ ଜଣ କରି ସମସ୍ତଙ୍କ ପୋଲ୍ ଖୋଲୁଛନ୍ତି । କଂଗନା ଆସିବା ଦିନ ମାନଙ୍କରେ ଏପରି କିଛି ଖୁଲାସା କରିଛନ୍ତି, ଯାହା ଜାଣିଲା ପରେ ସମସ୍ତଙ୍କ ହୋସ୍ ଉଡିଯିବ । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ କଂଗନା କରନ୍ ଜୋହାରଙ୍କୁ ଦାୟୀ କରିଛନ୍ତି । କେବଳ କଂଗନା ହିଁ ନାହିଁ, ବରଂ ଲୋକମାନେ ମଧ୍ୟ କରନକୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ମାନୁଛନ୍ତି ।

ଫ୍ଲୋପ୍ ହିରୋର ଟେଗ୍:-

newstrend

ଏହପରି ପୁଣି ଥରେ କଂଗନା କରନ୍ ଜୋହାରଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । କଂଗନା ଏକ ଇଣ୍ଟରଭ୍ୟୁ ଦେଇଥିଲେ ଯେପରି ସେ ବହୁତ କିଛି ରାଜଜ୍ ଖୋଲିଛନ୍ତି । କଂଗନା କହିଲେ କି ‘ଧୋନି: ଦ ଅନଟୋଲ୍ଡ ଷ୍ଟୋରି’ ଯେପରି ସୁପରହିଟ୍ ଦେଲା ପରେ ସୁଶାନ୍ତଙ୍କ ଫିଲ୍ମ ଡ୍ରାଇଭକୁ ପ୍ରକାଶ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ମିଳୁନଥିଲା । ଏହି କାରଣ ଯୋଗୁଁ ବଲିଉଡ଼ରେ ବହୁତ ପ୍ରତିଭାମାନଙ୍କୁ ପରିଚିତି କରାଉଥିବା ନିର୍ମାତା ଓ ନିର୍ଦେଶକ କରନ୍ ଜୋହାର ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫ୍ଲୋପ୍ ହିରୋର ଟେଗ୍ ଦେଇଥିଲେ ।

newstrend

କଂଗନା ଖୁଲାସା କରିଲେ କି ହିଟ୍ ଫିଲ୍ମ ଦେଲା ପରେ ମଧ୍ୟ ଅନ୍ୟ ବଡ ବେନର୍ ସୁଶାନ୍ତଙ୍କ ସହିତ କାମ କରିବାକୁ ଚାହୁଁ ନଥିଲେ । ଆଦିତ୍ୟ ଚୋପ୍ରା ମଧ୍ୟ ସୁଶାନ୍ତଙ୍କ ସହିତ କାମ କରିବାକୁ ଚାହୁଁ ନଥିଲେ । ଏହା ପଛରେ କରନଙ୍କ ହାତ ଅଛି ବୋଲି କଂଗନା କହିଲେ । କଂଗନା କହିଲେ କି,”ବର୍ତ୍ତମାନ ମୁଁ ମଧ୍ୟ ଫିଲ୍ମରେ ବ୍ରେକ୍ ଦେବା ଆରମ୍ଭ କରିଦେଇଛି, ଏହିପରି ମୁ ବୁଝିପାରୁନି କି କରନ୍ ଜୋହାରଙ୍କୁ ‘ଡ୍ରାଇଭ’ ଫିଲ୍ମ ପାଇଁ କିପରି ସମୟ ମିଳୁନଥିଲା।”

କଂଗନା ଖୋଲିଲେ ରହସ୍ୟ:-

newstrend

ଏପରି ମଧ୍ୟ କଂଗନା କିଛି କଥା ଖୁଲାସା କରିଲେ କି କିପରି ଭାବରେ ସୁଶାନ୍ତଙ୍କ ହାତରୁ ‘ବାଜିରାଓ ମସ୍ତାନୀ’ ଓ ‘ରାମଲୀଳା’ ଭଳି ସୁପରହିଟ୍ ଫିଲ୍ମ ଛଡେଇ ନିଆଯାଇଥିଲା । ସେ କହିଲେ କି ସୁଶାନ୍ତକୁ ବାହାର କରି ରଂବୀରକୁ ନେଇଥିଲେ । କଂଗନା କହିଲେ କି ଆଦିତ୍ୟ ଚୋପ୍ରା ଓ ସୁଶାନ୍ତଙ୍କ ମଧ୍ୟରେ ମନ ମତାନ୍ତର ଚାଲିଥିଲା ।

newstrend

କଂଗନାଙ୍କ ମୁତାବକ ସୁଶାନ୍ତଙ୍କୁ ୟସରାଜ଼ ଫିଲ୍ମ ସହ ୩ ବର୍ଷର ଚୁକ୍ତିନାମା ହୋଇଥିଲା । ଏହା ମଧ୍ୟରେ ତାଙ୍କୁ ସଂଜୟ ଲୀଳା ଭାଂଶଳୀ’ ରାମଲୀଳା’ ଅଫର୍ କରିଥିଲେ, କିନ୍ତୁ ୟସରାଜ଼ ଚୁକ୍ତିର ବାହାନା କରି ସୁଶାନ୍ତକୁ ଫିଲ୍ମ ପାଇଁ ସ୍ଵାକ୍ଷର କରିବାକୁ ଦେଲା ନାହିଁ । ସେହି ପକ୍ଷରେ ରଂବୀର ସିଂ, ଯିଏ ନିଜେ ୟସରାଜ଼ ଚୁକ୍ତିନାମାରେ ବନ୍ଧା ଥିଲେ, ଆଦିତ୍ୟ ତାଙ୍କୁ ଫିଲ୍ମ କରିବା ପାଇଁ ଆଦେଶ ଦେଇଥିଲେ ।

ଏପରି ହିଁ କିଛି ହୋଇଛି ‘ବାଜ଼ୀରାଓ ମସ୍ତାନୀ’ସହ ସଞ୍ଜୟ ବହୁତ ଦିନରୁ ଏହି ଫିଲ୍ମ ପାଇଁ ସୁଶାନ୍ତଙ୍କ ଉପରେ ନଜ଼ର ରଖିଥିଲେ, କିନ୍ତୁ ୟସରାଜ଼ ପୁଣି ଥରେ ଏହି ଫିଲ୍ମ କରିବାକୁ ଦେଲେ ନାହିଁ ଓ ରଂବୀରକୁ ଫିଲ୍ମ କରିବାକୁ ଦେଲେ । କଂଗନା କହିଲେ କି ସୁଶାନ୍ତ କାମ ହାସଲ କରିବା ଭଳି ଲୋକ ନୁହଁନ୍ତି, ଏହି କାରଣ ଯୋଗୁଁ ତାଙ୍କ ଭବିଷ୍ୟତ ନଷ୍ଟ ହୋଇଗଲା ।

କହିଲେ ଫେରେଇଦେବି ପଦ୍ମଶ୍ରୀ:-

newstrend

କଂଗନା ରୋନୌତ ନିଜର ସୋଚ୍ଚଟ କଥାକୁ ନେଇ ଜଣା ଯାଉଛନ୍ତି । ସେ କୋଣସି ମତକୁ ନେଇ ବିନା ଭୟରେ ନିଜର ମନ୍ତବ୍ୟ ରଖନ୍ତି । ଏହି ଇଣ୍ଟରଭ୍ୟୁରେ କଂଗନା ଏହା କହିଲେ କି ସେ କହିଥିବା ସବୁ କଥା ସତ ଅଟେ ଓ ନିଜର ଆରୋପକୁ ପ୍ରମାଣିତ କରିବାକୁ ଅସଫଲ ହୁଅନ୍ତି ତେବେ ସେ ନିଜର ପଦ୍ମଶ୍ରୀ ଫେରେଇଦେବେ । ଜଣାଇଦେଉଛୁ କି କଂଗନାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଅବସର ମିଳିଛି ।

Leave a Reply

Your email address will not be published. Required fields are marked *