ପ୍ରଥମଥର ପାଇଁ ସମ୍ନାକୁ ଆସିଛି ରବୀନାଙ୍କ ଝିଅଙ୍କ ସୁନ୍ଦର ଫୋଟ । ଭାଇରାଲ ହେବାରେ ଲାଗିଛି ଫୋଟଗୁଡିକ…

ପ୍ରଥମଥର ପାଇଁ ସମ୍ନାକୁ ଆସିଛି ରବୀନାଙ୍କ ଝିଅଙ୍କ ସୁନ୍ଦର ଫୋଟ । ଭାଇରାଲ ହେବାରେ ଲାଗିଛି ଫୋଟଗୁଡିକ…

୯୦ ଦଶକରେ ଯେଉଁ ଅଭିନେତା ଏବଂ ଅଭିନେତ୍ରୀ ଆପଣଙ୍କୁ ମନୋରଞ୍ଜନ କରାଉଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ କଲକାରଙ୍କ ସନ୍ତାନ ବର୍ତ୍ତମାନ ବଡ଼ ହୋଇଗଲେଣି । କେବଳ ଏତିକି ନୁହେଁ, ଷ୍ଟାର କିଡ୍ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି । ଏହିପରି ଏକ ଅଭିନେତ୍ରୀଙ୍କ ସୁନ୍ଦର ଝିଅଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରରାଲ ହେଉଅଛି । ୯୦ ଦଶକରେ ଆପଣ ଖୁବ୍ ସୁନ୍ଦର ଅଭିନେତ୍ରୀଙ୍କୁ ଦେଖିଥିବେ, ଯେଉଁମାନେକି ବର୍ତ୍ତମାନ ନିଜେ ଲାଇମଲାଇଟରୁ ଦୂରେଇ ରହିଛନ୍ତି । କେବଳ ଏତିକି ନୁହେଁ ସେମାନେ ନିଜ ପରିବାରରେ ଏତେ ବ୍ୟସ୍ତ ହୋଇଯାଇଛନ୍ତି ଯେ ତାଙ୍କୁ ଦୁନିଆ ବିଷୟରେ ଆଉ କିଛି ଜଣା ନଥାଏ । ତେଣୁ ଚାଲନ୍ତୁ ଆଜି ସେହି ସୁନ୍ଦର ଅଭିନେତ୍ରୀଙ୍କ ସୁନ୍ଦର ଝିଅ ବିଷୟରେ ଜାଣିନେବା ।

newstrend

ଅଭିନେତ୍ରୀ ରବୀନା ଟଣ୍ଡନ ବିଷୟରେ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ । ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ହେବା ସହିତ ସେ ଖୁବ୍ ସୁପରହିଟ୍ ମଧ୍ୟ ଥିଲେ । ଗୋବିନ୍ଦାଙ୍କ ସହିତ ତାଙ୍କର ଯୋଡ଼ି ଖୁବ୍ ଆକର୍ଷଣୀୟ ଲାଗୁଥିଲା । ରବୀନା ଟଣ୍ଡନ ଅଧିକାଂଶ ଫିଲ୍ମ ଗୋବିନ୍ଦାଙ୍କ ସହିତ ହିଁ କରିଛନ୍ତି । ସେହି ସମୟରେ ଏପରି କ୍ୟାମେଷ୍ଟ୍ରି ରହିଥିଲା । ଯେପରି ସେମାନେ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ, କିନ୍ତୁ ଦୁହିଁଙ୍କ ମଧ୍ୟରେ କେବେ ମଧ୍ୟ ଏପରି ଖବର ଆସିନଥିଲା । ପ୍ରଥମଥର ପାଇଁ ରବୀନାଙ୍କ ଝିଅର ଫୋଟ ଭାଇରାଲ ହେଉଅଛି । ଏପରି ଲାଗୁଛି ଯେପରି ରବୀନାଙ୍କ ପିଲାଦିନ ଫେରି ଆସିଛି । ରବୀନା ଟଣ୍ଡନଙ୍କ ଝିଅଙ୍କ ନାମ ରାଶା । ରାଶା ତାଙ୍କ ଭଳି ଖୁବ୍ ସୁନ୍ଦର ଅଟନ୍ତି । କିଛି ଦିନ ପୂର୍ବରୁ ରାଶା ନିଜର ଜନ୍ମଦିନ ପାଳନ କରିଥିଲେ ଯେଉଁଥିରେ ମା ଝିଅ କ୍ୟାମେରାରେ ଦେଖାଯାଇଥିଲେ, ଯାହା ପରଠାରୁ ହିଁ ଇଣ୍ଟରନେଟରେ ଏହି କଥା ଭାଇରାଲ ହେବାରେ ଲାଗିଛି ।

newstrend

ନିରିହତା ରାଶାଙ୍କ ଚେହେରାର ସ୍ପଷ୍ଟ ଭାବରେ ନଜର ଆସୁଛି । ନିରୀହ ଦେଖାଯାଉଥିବା ରାଶା ବର୍ତ୍ତମାନ ନିଜର ପାଠପଢ଼ା ଶେଷ କରିବାକୁ ଚାହୁଁଛନ୍ତି । ତା’ସହିତ ସେ ଫିଲ୍ମରେ ନିଜ କ୍ୟାରିଅର ବନାଇବାକୁ ଚାହୁଁନାହାନ୍ତି, କାରଣ ରବୀନାଙ୍କୁ ବର୍ତ୍ତମାନ ଫିଲ୍ମ ପ୍ରତି ଆଗ୍ରହ ନାହିଁ । ରାଶା ନିଜର ଜନ୍ମଦିନରେ ସବୁଜ ରଙ୍ଗର ଏକ ସର୍ଟ ଡ୍ରେସ୍ ପିନ୍ଧିଥିଲେ, ଯେଉଁଥିରେ ସେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ । ରାଶାଙ୍କୁ ଦେଖି ରବୀନାଙ୍କୁ ନିଜ ପିଲାଦିନ ମନେ ପଡ଼ିଯାଇଥିଲା । ରବୀନା ନିଜ ଝିଅକୁ ନେଇ ଖୁବ୍ ଗମ୍ଭୀର ରହନ୍ତି । ଯେଉଁ କାରଣରୁ ସେ ମିଡିଆକୁ ରାଶାଙ୍କ ଠାରୁ ଏବଂ ଏମିତିରେ ନିଜ ଠାରୁ ମଧ୍ୟ ଦୂରରେ ରଖନ୍ତି ।

newstrend

ରବୀନା ଯେପରି ନିଜ କ୍ୟାରିଅରକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରି ଦେଇଛନ୍ତ । ଯେଉଁ କାରଣରୁ ଲୋକମାନେ ତାଙ୍କୁ ଖୁବ୍ ମନେ ପକାଊଛନ୍ତି । ଏପରି ଆଦୌ ନୁହେଁ ଯେ ଏବେ ତାଙ୍କର ଫ୍ୟାନ ଫୋଲଇଂ କମିଯାଇଛି । ସେ ଆଜି ମଧ୍ୟ ପୂର୍ବ ଭଳି ଅତି ସୁନ୍ଦର ଏବଂ ନିଜର ଗ୍ଲେମରର୍ସ ଲୁକରେ ନଜର ଆସିଥାନ୍ତି । ରବୀନାଙ୍କର ବର୍ତ୍ତମାନ ସମ୍ପୂର୍ଣ୍ଣ ଧ୍ୟାନ କେବଳ ନିଜ ପରିବାର ଉପରେ ରହିଥାଏ । ତାଙ୍କ ବୈବାହିକ ଜୀବନ ଖୁବ୍ ଭଲରେ ଚାଲୁଛି । କେବେ କେବେ ସେ କୌଣସି ବିଜ୍ଞାପନରେ ନଜର ଆସନ୍ତି ଅନ୍ୟ କେବେ ଆଦୌ ନୁହେଁ ଏବଂ କେତେବେଳେ ନିଜ ପରିବାର ସହିତ ମସ୍ତି କରୁଥିବାର ମଧ୍ୟ ଦେଖାଯାଇଛି ।

newstrend
google

ରବୀନାଙ୍କ ଝିଅ ତାଙ୍କସହିତ ଖୁବ୍ ଘନିଷ୍ଠ ଅଟନ୍ତି । ରବୀନା ନିଜ ପିଲାଙ୍କ ସହିତ ସାଙ୍ଗ ଭଳି ସମ୍ପର୍କ ରଖିଛନ୍ତି । ରାଶା ବର୍ତ୍ତମାନ ସ୍କୁଲରେ ପାଠ ପଢ଼ୁଛନ୍ତି । ଏବଂ ଆଗାମୀ ଦିନରେ ରାଶା ନିଜ ପରିବାରର ନାମକୁ ଉଜ୍ଜଳ କରିବାକୁ ଚାହାନ୍ତି । ରାଶା ଏବଂ ତାଙ୍କ ମାଆଙ୍କ ମଧ୍ୟରେ କେତେ ଖାସ୍ ସମ୍ପର୍କ ରହିଛି ତାହା ଆପଣ ଫୋଟ ଦେଖି ହିଁ ଜାଣିପାରୁଥିବେ ।

Leave a Reply

Your email address will not be published. Required fields are marked *