ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବାର ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସତର୍କ…….

ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବାର ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସତର୍କ…….

ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବାର ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ବହୁତ ବଡ଼ କ୍ଷତି….

ଅନେକ ଲୋକଙ୍କର ଅଭ୍ୟାସ ହୋଇଥାଏ ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇଥାନ୍ତି, ଯଦି ଆପଣଙ୍କ ମଧ୍ୟ ଏହି ଅଭ୍ୟାସ ରହିଛି ତେବେ ଏହାକୁ ତୁରନ୍ତ ତ୍ୟାଗ କରନ୍ତୁ,ଏବଂ ନିଜକୁ ବଡ଼ ରୋଗ ହେବାରୁ ବଞ୍ଚାନ୍ତୁ ।

ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବା ଅଭ୍ୟାସ ଅନେକ ଲୋକଙ୍କ ରହିଛି । ଯଦି ଆପଣ ମଧ୍ୟ ରାତିରେ ଉଠନ୍ତି ଏବଂ ପରିସ୍ରା କରିବା ପରେ ନଶୋଇ ତୁରନ୍ତ ପାଣି ପିଅନ୍ତି ତେବେ ଏହି ଅଭ୍ୟାସ ଛାଡ଼ନ୍ତୁ । ଅଜାଣତରେ ଆପଣ ନିଜ ଶରୀରକୁ ସମସ୍ୟାରେ ପକାଉଛନ୍ତି । ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବା ଦ୍ଵାରା କିଡନୀରେ ପଥର ହୋଇଥାଏ , ପଥର ରହିବା ପରେ ସେହି ସ୍ଥାନରେ ଅଧିକ ଯନ୍ତ୍ରଣା ହୋଇଥାଏ, ଏମିତିରେ ଏଥିରୁ ମୁକ୍ତି ପାଇବା ପାଇଁ ଅସ୍ତ୍ରୋପଚର କିମ୍ବା ଅନ୍ୟାନ୍ୟ ଚିକିତ୍ସା କରିବାକୁ ପଡ଼ିଥାଏ, ଯଦି ଆପଣ ପାଣି ପିଇବାକୁ ଚାହାଁନ୍ତି ତେବେ ପରିସ୍ରା କରିବାର କମ ସେ କମ ଅଧଘଣ୍ଟା ପରେ ପାଣି ପିଇ ପାରିବେ ।

ପରିସ୍ରା କରିବା ପରେ ଏହି କାରଣରୁ ପିଇ ପାରିବେ ନାହିଁ ପାଣି । ଏହାର କାରଣ ଏହାକି ଯେତେବେଳେ ଆମେ ମୂତ୍ର ବିସର୍ଜନ କରିଥାଉ ସେତେବେଳ ଆମର ମୂତ୍ରାଶୟ ସମ୍ପୂର୍ଣ୍ଣ ଖାଲି ନହୋଇ, କିଛି ଉପାଦାନ ରହିଯାଏ, ଏହା ଭିତରେ ଘୁରି ବୁଲୁଥାଏ । ଯଦି ମୂତ୍ର ବିସର୍ଜନ କରିବା ପରେ ପରେ ହିଁ ପାଣି ପିଇ ଦିଅନ୍ତି ତେବେ ଏହି ଉପାଦାନ ଗୁଡ଼ିକ ମୂତ୍ରାଶୟ ସହ ପାଣିରେ ମିଶି ପାରନ୍ତି ନାହିଁ । ଏହା ମୂତ୍ରାଶୟରେ ପଥରର କାରଣ ହୋଇଥାଏ, ତେଣୁ ପରିସ୍ରା କରିବା ଏବଂ ପାଣି ପିଇବାର ବ୍ୟବଧାନ ଅତିବେଶୀରେ ଅଧଘଣ୍ଟା ହେବା ଦରକାର ।

ସକାଳେ ବିନା କୁଳି କରି ପାଣି ପିଅନ୍ତୁ

ଶରୀରରେ ଅପରିଷ୍କାର ପଦାର୍ଥ ବାହାର କରିବାର ଗୋଟିଏ ଉପାୟ ଏହାକି ଆମେ ସକାଳୁ ଉଠି ବିନା କୁଳି କରି ପାଣି ପିଇବା । ଏହାଦ୍ବାରା ଶରୀରର ଆବର୍ଜନା ପରିସ୍ରା ଦ୍ଵାରା ବାହାରି ଆସିବାରେ ସହଜ ହୋଇଥାଏ ।

ପରିସ୍ରା କରିବା ସମୟର ଜୋର୍ ଦିଅନ୍ତୁ ନାହିଁ

ପରିସ୍ରା କରିବା ସମୟରେ ପ୍ରାୟତଃ ଲୋକଙ୍କ ଅଭ୍ୟାସ ରହିଥାଏ ଜୋର ଦେଇ ପରିସ୍ରା କରିଥାନ୍ତି । ଏହି ଅଭ୍ୟାସରୁ ନିଜକୁ ଦୂରେଇ ରଖିବା ପାଇଁ
ଚେଷ୍ଟା କରନ୍ତୁ । ଏହିପରି କରିବା ଫଳରେ କିଡନୀରେ ଉପରେ ଚାପ ପଡିଥାଏ ଯାହା ପଥର ରୋଗର କାରଣ ହୋଇଥାଏ ।

ଏହି ଖବର କେବଳ ଆପଣଙ୍କୁ ସମସ୍ୟା ଗୁଡିକ ବିଷୟରେ ଅବଗତ କରାଇବା ନିମନ୍ତେ ଲେଖା ହୋଇଅଛି , କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *