ବଜରଙ୍ଗ ବଲିଙ୍କ ବିଶେଷ କୃପା ଏହି ରାଶି ଗୁଡିକ ଉପରେ ପଡିଛି ।

ବଜରଙ୍ଗ ବଲିଙ୍କ ବିଶେଷ କୃପା ଏହି ରାଶି ଗୁଡିକ ଉପରେ ପଡିଛି ।

୩୦ ନଭେମ୍ବର ସକାଳ ହେବା ମାତ୍ରେ ହଠାତ ବଡ଼ ଚମତ୍କାର ହେବ । ବଦଳିଯିବ ଏହି ରାଶି ଗୁଡିକର ଭାଗ୍ୟ ।

ମେଷ , ବୃଷଭ , ତୁଳା

ଆପଣ ଆଜିର ଦିନରେ ଥକାପଣ ଅନୁଭବ କରିବେ । ଆପଣଙ୍କୁ ନିଜ ଅତୀତର କାର୍ଯ୍ୟ ନିମନ୍ତେ ସଫଳତା ପ୍ରାପ୍ତି ହେବ । ଅନେକ ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ କିନ୍ତୁ ଆପଣଙ୍କ ଧ୍ୟାନ କେବଳ ସ୍ୱୟଂ ଆପଣଙ୍କ ଉପରେ ରହିବ । ପ୍ରତିଦିନ ସହ ଜଡିତ କୌଣସି ସମସ୍ୟା ଆପଣଙ୍କୁ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ପରିଧାନକୁ ନେଇ ସାମାନ୍ୟ ସଚେତନ ରୁହଁନ୍ତୁ । ସ୍ୱାସ୍ଥ୍ୟ ନିମନ୍ତେ ଆପଣ କିଛି ଧନ ଖର୍ଚ୍ଚ କରିପାରନ୍ତି । ନିଜ ଉପରେ ଆପଣଙ୍କୁ ନିୟତ୍ରଣ ରଖିବା ଉଚିତ ହେବ । ମିତ୍ର ଏବଂ ସାମାଜିକ ସଂପର୍କରୁ ଲାଭ ମିଳିବ । ମନରଞ୍ଜନ ଜନିତ କାର୍ଯ୍ୟରେ ଅଧିକ ଲୋକଙ୍କୁ ସାମିଲ କରିବେ । ଆପଣଙ୍କ ନିମନ୍ତେ ସମୟ ସକାରାତ୍ମକ ଚାଲିଛି । କିଛି ନୂତନ ବ୍ୟକ୍ତିଙ୍କ ସହ ମିତ୍ରତା ହୋଇପାରେ । କୌଣସି ଆବଶ୍ୟକୀୟ କାର୍ଯ୍ୟ ନିମନ୍ତେ ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିପାରେ । ଦିନଟି ମାନସିକ ଚିନ୍ତାରେ କଟିବ । ଖର୍ଚ୍ଚରୁ ଆପଣ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବ । ଅତ୍ୟଧିକ ଥଣ୍ଡା ଯୁକ୍ତ ଖାଦ୍ୟପେୟ ଠାରୁ ନିଜକୁ ଦୁରେଇ ରଖନ୍ତୁ । କାର୍ଯ୍ୟ ଦୃଷ୍ଟିରୁ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ । ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଉଚିତ ହେବ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ନିଜ ପ୍ରିୟ ବ୍ୟକ୍ତିଙ୍କ ସହ ସମ୍ପର୍କ ବିଗିଡି ପାରେ । ବିବାହିତ ଵ୍ୟକ୍ତି ନିଜ ଦାମ୍ପତ୍ୟ ଜୀବନରେ ଖୁସିରେ ରହିବେ ,ପରିବାରରେ ଖୁସିର ବାତାବରଣ ଲାଗିରହିବ ।

ଧନୁ ମକର ମୀନ

ସମୟ ଆପଣଙ୍କୁ ସୁଭଫଳ ପ୍ରଦାନ କରିବ । ଆପଣଙ୍କ କୌଣସି କାର୍ଯ୍ୟକଳାପ ଯୋଗୁଁ ଦିନଟି ଆପଣଙ୍କୁ ମନେ ରହିବ । କୌଣସି ପ୍ରକାରର ପୂର୍ବାଭାଷ ଆପଣଙ୍କୁ ହୋଇପାରେ । କୌଣସି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ହଠାତ କରିଥିବା ବିନିଯୋଗରୁ ଆପଣଙ୍କୁ ଲାଭ ହୋଇପାରେ । ଯଦି ଆପଣ ନିଜ ବ୍ୟାପାରରେ ଧ୍ୟାନ ଦେଲେ ଭଲ ଲାଭ ପାଇପାରିବେ । ଯେଉଁ ଜିନିଷ ଆପଣଙ୍କ ହାତ ଠାରୁ ଦୂରରେ ଥିଲା ତାହା ଆପଣ ପାଇପାରିବେ । ଯେଉଁ କାର୍ଯ୍ୟକୁ ଆପଣ ବିଗତ କିଛି ଦିନ ହେବ ଟାଳି ଆସୁଛନ୍ତି ସେହି କାର୍ଯ୍ୟକୁ ନିସଙ୍କୋଚ ପ୍ରାରମ୍ଭ କରନ୍ତୁ । ନିଜ ମନ କଥା କହିଵା ପାଇଁ ସଫଳ ହେବେ । କାର୍ଯ୍ୟାଳୟରେ ଆପଣଙ୍କ କାର୍ଯ୍ୟଭାର ରହିବ ନାହିଁ । କୌଣସି କାର୍ଯ୍ୟ ପ୍ରତି ଆପଣଙ୍କ ଉସ୍ତୁକତା ଦେଖି ଆପଣଙ୍କ ଉଚ୍ଚ ଅଧିକାରୀ ଏବଂ ଆପଣଙ୍କ ଆଖପାଖର ଲୋକେ ପ୍ରୋଛାହିତ ହେବେ । ଧନଲାଭର ଯୋଗ ରହିଛି । ଆପଣଙ୍କ ନିମନ୍ତେ ଦିନଟି ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭଫଳ ପ୍ରଦାନ କରିବ । ପରିବାରରେ ଆପୋଷି ପ୍ରେମ ବଢିବ । ବିବାହିତ ଵ୍ୟକ୍ତି ନିଜ ଦାମ୍ପତ୍ୟ ଜୀବନରେ ଦୁଃଖରେ ରହିବେ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ରହିବ । ପ୍ରେମ କ୍ଷେତ୍ରରେ ଆପଣଙ୍କୁ ସାବଧାନତା ଅବଲମ୍ଵବ କରିବା ଉଚିତ । କାର୍ଯ୍ୟ ଦୃଷ୍ଟିରୁ ଦିନଟି ଦୁର୍ବଳ ରହିବ ।

କନ୍ୟା ,ବିଛା ,କୁମ୍ଭ

କାର୍ଯ୍ୟ ଦୃଷ୍ଟିରୁ ଦିନଟି ଠିକ ରହିବ । ଅଟକି ରହିଥିବା ଧନ ପ୍ରାପ୍ତିର ଯୋଗ ରହିଛି । ସଂପର୍କ ଦୃଷ୍ଟିରୁ ଦିନଟି ମଙ୍ଗଳମୟ ରହିବ । ଅବିବାହିତ ବ୍ୟକ୍ତିଙ୍କ ନିମନ୍ତେ ନୂତନ ପ୍ରସ୍ତାବ ମିଳିବ । କୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଆପଣଙ୍କୁ ନିଜର ସଂକୋଚ ବ୍ୟବହାର ତ୍ୟାଗ କରିବା ଉଚିତ । ଦୂର ସଂଚାର ମାଧ୍ୟମରେ ଆପଣଙ୍କୁ କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତି ହେବ । ଆପଣ ଆଜିର ଦିନରେ ଅଧିକ ବ୍ୟସ୍ତ ରହିବେ । ବହୁତ ଦିନରୁ ଲାଗି ରହିଥିବା କାର୍ଯ୍ୟକୁ ଶେଷ କରିବେ । ନିଜର ଶତ୍ରୁକୁ କ୍ଷମା କରିବା ମନରେ ରହିବେ । ଅଫିସ କିମ୍ବା କାର୍ଯ୍ୟକ୍ଷେତ୍ରରେ ଲୋକେ ଆପଣଙ୍କ ବିଚାରକୁ ସମର୍ଥନ କରିବେ । ଧନ ଉପାର୍ଜନ ନିମନ୍ତେ ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଚିନ୍ତା କରିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଦିନଟି ଉଚିତ ଅଟେ । ଖର୍ଚ୍ଚରେ ବୃଦ୍ଧି ହେବ । ନିଜର ଖାଦ୍ୟରେ ଅଧିକ ମସଲାର ବ୍ୟବହାର କରନ୍ତୁ ନାହିଁ ନଚେତ ସ୍ୱାସ୍ଥ୍ୟ ବିଗିଡି ଯାଇପାରେ । ମାତୃଙ୍କ ଠାରୁ ସୁଖ ମିଳିବ । ପରିବାରରେ ଖୁସିର ବାତାବରଣ ରହିବ । ପରିବାରର କୌଣସି କନିଷ୍ଠଙ୍କୁ ଅସୁବିଧାର ସାମ୍ନା କରିବା ପାଇଁ ପଡିପାରେ । ଯାତ୍ରା ନିମନ୍ତେ ଦିନଟି ଅଶୁଭ ଅଟେ । ପ୍ରେମ ପାଇଁ ଦିନଟି ଶୁଭ ଅଟେ ଏବଂ ଆପଣ ନିଜ ବନ୍ଧୁଙ୍କ ସହ ମଜାମସ୍ତି କରିବେ । ଦାମ୍ପତ୍ୟ ଜୀବନ ସାମାନ୍ୟ ରହିବ କିନ୍ତୁ କର୍ମ ନିମନ୍ତେ ଦିନଟି ଶୁଭଫଳ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *