ଏକ ସମୟରେ ବହୁତ ସୁନ୍ଦରୀ ଦେଖାଯାଉଥିଲେ ଏହି ଅଭିନେତ୍ରୀ ! ବର୍ତ୍ତମାନ ଏତେ ବଦଳି ଯାଇଛି ଲୁକ୍…

ଏକ ସମୟରେ ବହୁତ ସୁନ୍ଦରୀ ଦେଖାଯାଉଥିଲେ ଏହି ଅଭିନେତ୍ରୀ ! ବର୍ତ୍ତମାନ ଏତେ ବଦଳି ଯାଇଛି ଲୁକ୍…

ଟିଭି ହେଉ କିମ୍ବା ବଲିଉଡ଼ ଏଠାରେ ଏପରି ଅନେକଗୁଡିଏ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ଅଭିନୟ ଜଗତରେ ସକ୍ରିୟ ନୁହଁନ୍ତି ସତ କିନ୍ତୁ ଆଜି ମଧ୍ୟ ଲୋକମାନେ ତାଙ୍କୁ ସ୍ମରଣ କରନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏକ ସମୟରେ ଲୋକଙ୍କ ଖୁବ୍ ମନୋରଞ୍ଜନ କରିଥିଲେ ।

ଆମେ ଆପଣଙ୍କୁ ଗୁଡ଼ଡି ମାରୁତିଙ୍କ ବିଷୟରେ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ କମେଡ଼ି ପାଇଁ ଲୋକଙ୍କୁ ଖୁବ୍ ହସାଇ ଥିଲେ । ଏତିକିନୁହେଁ ତାଙ୍କୁ ଆପଣମାନେ ଚଳଚ୍ଚିତ୍ର ଚମତ୍କାର ଓ ‘ବିବି ନମ୍ବର ୧’ରେ ଦେଖିଥିବେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଗୁଡ଼ଡି ମାରୁତି ବହୁତ ମୋଟା ଥିଲେ ଯାହା ଫଳରେ ତାଙ୍କୁ କମେଡ଼ି କେରେକ୍ଟର ଗୁଡ଼ିକରେ ଅଭିନୟ କରିବା ପାଇଁ ଦିଆଯାଉଥିଲା । ସେମିତିରେ ଲୋକମାନେ ତାଙ୍କୁ ‘ଟୁନ୍ ଟୁନ୍’ର ଉପାଧି ମଧ୍ୟ ଦେଇଥିଲେ କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏବେ ସେ ପତଳା ହୋଇଗଲେଣି ।

ଏତିକିନୁହେଁ ସେ ବର୍ତ୍ତମାନ ନିଜ ଫିଗରକୁ ମେଣ୍ଟେନ୍ କରି ରଖୁଛନ୍ତି ଏବଂ ବର୍ତ୍ତମାନ ସେ ଖୁବ୍ ସୁନ୍ଦରୀ ଦେଖା ଯାଉଛନ୍ତି । ସେମିତିରେ ଏହା କହିବା ଭୁଲ୍ ହେବ ନାହିଁ ଯେ ବର୍ତ୍ତମାନ ସେ ପୂର୍ବରୁ ଟିକିଏ ଅଧିକ ବୟସର ହୋଇଗଲେଣି କିନ୍ତୁ ବର୍ତ୍ତମାନ ମଧ୍ୟ ଖୁବ୍ ସୁନ୍ଦରୀ ଦେଖାଯାଆନ୍ତି । ଅଭିନେତ୍ରୀ ଗୁଡ଼ଡି ମାରୁତିଙ୍କୁ ଆପଣ ସମସ୍ତେ ଛୋଟ ପରଦାରେ ମଧ୍ୟ କିଛି ଶୋ’ରେ ଦେଖିଥିବେ ଯାହା ହିଟ୍ ଓ ସୁପରହିଟ୍ ଥିଲା ।

ସେମିତିରେ ଆଜିକାଲି ଗୁଡ୍ଡୀ ମାରୁତି ଚଳଚ୍ଚିତ୍ର ଜଗତକୁ ଛାଡ଼ି ଟିଭି ଜଗତରେ ସକ୍ରିୟ ଅଛନ୍ତି, ଆପଣ ତାଙ୍କୁ ଟେଲିଭିଜନ୍ ଶୋ’ ‘ୟେ ଉନ୍ ଦିନୋ କି ବାତ ହେ’ରେ ମଧ୍ୟ ନଜର ଆସିଛନ୍ତି ଯେଉଁଠାରେ ତାଙ୍କୁ ଖୁବ୍ ପସନ୍ଦ କରାଯାଇଛି । ଏହାବ୍ୟତୀତ ଗୁଡ୍ଡୀ ଏହି ଶୋ’ରେ କଲେଜର ପ୍ରିନ୍ସିପାଲ୍ ଭାବେ ମଧ୍ୟ ନଜର ଆସିଥିଲେ ।

ସେପଟେ ଏହି ଶୋ’ରେ ୧୯୯୦ର ଦଶକର ଦମ୍ପତ୍ତି ସମୀର୍ (ରଣଦୀପ୍ ରାୟ) ଓ ନୈନା (ଆଶୀ ସିଂହ)ଙ୍କ ପ୍ରେମ କାହାଣୀଙ୍କୁ ଦଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯାଉଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ ।

ଏହା କହିବା ଭୁଲ୍ ହେବ ନାହିଁ ଯେ ଗୁଡ୍ଡୀ ମାରୁତି ନିଜ କ୍ୟାରିୟରରେ ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି ଯେଉଁଥିରୁ ‘ବେଟି ନମ୍ବର ୧’, ‘ବଡେ ଦିଲବାଲା’, ‘ବିବି ନମ୍ବର ୧’, ‘ଗୈର’, ‘ରାଜଜୀ’, ‘ଦୁଲହେରାଜା’, ‘ବର୍ଷାତ କି ରାତ୍’, ‘ମୋହ ବତ୍ ଔର୍ ଜଙ୍ଗ’, ‘ଆଣ୍ଟି ନମ୍ବର ୧’, ‘ଶପଥ’, ‘ଦିୱାନା ମସ୍ତାନା’, ‘ତରାଜୁ’, ‘ଦୋ ଆଖେ ବାରହ ହାତ’, ‘ବନ୍ଦୀଶ୍’, ‘ମୁକଦମା’, ‘ଦିଲ୍ ତେରା ଦିୱାନା’ ।

ଏହାବ୍ୟତୀତ ‘ଦ ଡନ୍’, ‘ଇକକେ ପେ ଇକ୍କା’, ‘ତହକିକାତ’, ‘ଆଶିକ୍ ଆବରା’, ‘ହନୀମୁନ୍’, ‘ଚମତ୍କାର’, ‘ତ୍ରୀନେତ୍ର’, ‘ଫରିଷତେ’, ‘ଇଜ୍ଜତଦାର୍’, ‘ଚୋର ମଚାଏ ଶୋର’, ‘ଦିଲ୍ ନେ ଫିର୍ ୟାଦ କିୟା’, ‘କୁଛ ଖଟ୍ଟୀ କୁଛ ମିଠି’, ‘ଶିକାର୍’, ଭଳି ଚଳଚ୍ଚିତ୍ର ମାନଙ୍କରେ ଦେଖିଥିବେ । ଏତେଗୁଡିଏ ଚଳଚ୍ଚିତ୍ରରେ କାମ କରି ଗୁଡ୍ଡୀ ଦର୍ଶକଙ୍କ ହୃଦୟରେ ନିଜ ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

Leave a Reply

Your email address will not be published. Required fields are marked *