ମେଷ , କନ୍ୟା ଏବଂ କୁମ୍ଭ ରାଶି ଲୋକେ କରନ୍ତୁ ଏହି କାମ ….

ମେଷ , କନ୍ୟା ଏବଂ କୁମ୍ଭ ରାଶି ଲୋକେ କରନ୍ତୁ ଏହି କାମ ….

ଡିସେମ୍ବର ମାସରେ ମେଷ,କନ୍ୟା ଏବଂ କୁମ୍ଭ ରାଶି ଲୋକେ କରନ୍ତୁ ଏହି କାମ । ସାରା ବର୍ଷ କୌଣସି ଅସୁବିଧା ହେବ ନାହିଁ ।ମେଷ, କନ୍ୟା ଏବଂ କୁମ୍ଭ ରାଶି ଜାତକ ଡିସେମ୍ବର ମାସରେ ଏହିପରି ହନୁମାନଙ୍କୁ ପ୍ରସନ୍ନ କରନ୍ତୁ ।

ଏହି ବର୍ଷ ଡିସେମ୍ବର ମାସରେ ପ୍ରତିଟି ରାଶିର ବ୍ୟକ୍ତିଙ୍କୁ ହନୁମାନଙ୍କ ବିଶେଷ କୃପା ରହିବ । କହିବା ପାଇଁ ଚାହୁଁଛୁ ଆପଣ ମାନେ ଡିସେମ୍ବର ମାସରେ ହନୁମାନଙ୍କ ଆରଧାନା କରି ହନୁମାନଙ୍କୁ ପ୍ରସନ୍ନ କରିପାରିବେ । କିନ୍ତୁ ଏହିଥର ଗ୍ରହ ଗୁଡିକର ଯୋଗ ଏହିପରି ରହିଛି ଯେ ତିନୋଟି ରାଶି କନ୍ୟା, ମେଷ ଏବଂ କୁମ୍ଭ ରାଶିର ଜାତକ ଉପରେ ହନୁମାନଙ୍କ ବିଶେଷ କୃପା ଲାଭ ହେବ । ଏହାର ପୂର୍ଣ ଫାଇଦା ଉଠାଇବା ପାଇଁ ଏହି ରାଶିର ଜାତକ ଡିସେମ୍ବର ମାସରେ ଏକ ବିଶେଷ କାମ କରିଲେ ଏମାନଙ୍କ ସମସ୍ତ ଆଶା ପୂର୍ଣ ହୋଇଯିବ । ଏହା ସହ ଏମାନଙ୍କ ଆସନ୍ତା ସମୟ କୌଣସି ଦୁଃଖ କଷ୍ଟରେ ଅତିବାହିତ ହେବ ନାହିଁ ।

ମେଷ

ଏହି ରାଶିର ଜାତକ ଡିସେମ୍ବର ମାସରେ ହନୁମାନଙ୍କ ନାମରେ ବ୍ରତ ରଖନ୍ତୁ । ଯଦି ଆପଣ ସମ୍ପୂର୍ଣ୍ଣ ମାସ ବ୍ରତ ରଖିପାରନ୍ତି ନାହିଁ ତେବେ କମ ସେ କମ ମଙ୍ଗଳବାର ଦିନ ନିଶ୍ଚିନ୍ତ ରଖନ୍ତୁ । ଏହି ସମୟରେ ଆପଣ ଫଳ ଆହାର କରିପାରିବେ । ଏହା ସହ ପ୍ରତ୍ୟକ ଦିନ ହନୁମାନଙ୍କୁ ସିନ୍ଦୁର ଏବଂ ମହୁ ମିଶାଇ ଅର୍ପଣ କରନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କ ମନସ୍କାମନା ପୂର୍ଣ ହେବ ଏବଂ ଜୀବନରେ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯିବ । ଗର୍ଭବତୀ ମହିଳା ଏବଂ ରୋଗାଗ୍ରସ୍ତ ବ୍ୟକ୍ତି ଏହି ବ୍ରତରୁ ନିବୃତ ରୁହନ୍ତୁ । ଯଦି ଆପଣ ବ୍ରତ ରଖିବା ପାଇଁ ଫିଟ ନାହାନ୍ତି ତେବେ ବ୍ରତ ନରଖି କେବଳ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ।

କନ୍ୟା

ଏହି ରାଶିର ବ୍ୟକ୍ତି ଡିସେମ୍ବର ମାସର ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ କୌଣସି ଜିନିଷର ମଧ୍ୟ ପ୍ରସାଦ ଚଢାନ୍ତୁ । ଏହି ପ୍ରାସାଦର ମାତ୍ରା ନିଜ ସାମର୍ଥ୍ୟ ଅନୁଯାୟୀ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ଏହି ପ୍ରସାଦ ଯେପରି ଅଧିକରୁ ଅଧିକ ଲୋକେ ଗ୍ରହଣ କରିପାରିବେ । ଆପଣ ଗରିବଙ୍କୁ ଧନ ଦାନ କରନ୍ତୁ । ଏହି ଦାନ ହୃଦୟରୁ ହେବା ଉଚିତ୍ । ଧନ ଏବଂ ପ୍ରସାଦ ଆପଣ କେତେ ପରିମାଣରେ ଦାନ କରୁଛନ୍ତି ସେଥିରେ କୌଣସି ଫରକ ପଡିବ ନାହିଁ କେଵଳ ଆପଣଙ୍କ ହୃଦୟ ସଫା ହେବା ଉଚିତ୍ । ଏହିପରି କରିବା ଦ୍ୱାରା ଆପଣଙ୍କୁ ଧନ ଲାଭ ହେବା ସହ ଆପଣଙ୍କ ଭାଗ୍ୟ ଚମକି ଉଠିବ ।

କୁମ୍ଭ

ଏହି ରାଶିର ବ୍ୟକ୍ତି ଡିସେମ୍ବର ମାସରେ ମଙ୍ଗଳବାର ଦିନ ହନୁମାନ ଚାଲିସା ପାଠ କରନ୍ତୁ । ଏହା ଆପଣ ଘରେ କିମ୍ବା ମନ୍ଦିରରେ ପାଠ କରିପାରିବେ । ଧ୍ୟାନ ରଖନ୍ତୁ ଏହାକୁ ଆପଣ ହନୁମାନଙ୍କ ସାମ୍ନାରେ ହିଁ ପଢନ୍ତୁ । ଏହା ବ୍ୟତୀତ ଦୀପ ପ୍ରଜ୍ବଳନ କରି ହନୁମାନଙ୍କ ଆଳତି କରନ୍ତୁ । ଆଳତି ସମାପ୍ତ ହେବା ପରେ ମଙ୍ଗଳବାର ଦିନ ଗାଈକୁ ଘିଅ ରୁଟି ଏବଂ ଗୁଡ଼ ଖାଇବା ପାଇଁ ଦିଅନ୍ତୁ । ଏହି ସମସ୍ତ କାମ କରିବା ଫଳରେ ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ ଏବଂ ଆପଣଙ୍କ ଆଗାମୀ ଜୀବନ ସୁଖମୟ ହେବ ।

ଏହି ତିନୋଟି ରାଶି ବ୍ୟତୀତ ଅନ୍ୟ ରାଶିର ଜାତକ ମଧ୍ୟ ଉପରୋକ୍ତ କାର୍ଯ୍ୟ କରିପାରିବେ । ଡିସେମ୍ବର ମାସରେ ଗ୍ରହଙ୍କ ସ୍ଥିତି ପରିବର୍ତ୍ତନ ଫଳରେ ଏହି ତିନୋଟି ରାଶିଙ୍କୁ ଅତିରିକ୍ତ ଲାଭ ପ୍ରାପ୍ତ ହେବ । ଯଦି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ସେୟାର କରନ୍ତୁ ଯାହାଫଳରେ ଏହି ଲେଖାଟି ଅନ୍ୟ ମାନେ ପଢି ଜୀବନରେ ଉନ୍ନତି ଲାଭ କରିପାରିବେ । ଆପଣଙ୍କ ଗୋଟିଏ ସେୟାର ଫଳରେ ଅନ୍ୟର ଭାଗ୍ୟ ପରିବର୍ତ୍ତନ ହୋଇପାରେ ।

Leave a Reply

Your email address will not be published. Required fields are marked *