କୁମ୍ଭରାଶି ବ୍ୟକ୍ତିମାନଙ୍କର ୧ ମଇ ଠାରୁ ବଦଳିଯିବ ଭାଗ୍ୟରେଖା !

କୁମ୍ଭରାଶି ବ୍ୟକ୍ତିମାନଙ୍କର ୧ ମଇ ଠାରୁ ବଦଳିଯିବ ଭାଗ୍ୟରେଖା !

ନମସ୍କାର ସାଙ୍ଗମାନେ । ଆଜିର ଏହି ଆର୍ଟିକିଲରେ ଆମେ କଥା ହେବା କୁମ୍ଭ ରାଶି ବ୍ୟକ୍ତି ମାନଙ୍କ ପାଇଁ ୧ ମଇ ଠାରୁ ୭ ମାଈ ପର୍ଯ୍ୟନ୍ତ ସମୟ କିପରି କାଟିବ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ ତେବେ ଏହି ଅର୍ତିକେଲ୍ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ବୃହସ୍ପତି ଚଳନ କୁମ୍ଭରାଶିର ବ୍ୟକ୍ତିମାନଙ୍କ ପାଇଁ ଠିକ୍ ରହି ନାହିଁ କିନ୍ତୁ ଅନ୍ୟ ଗ୍ରହମାନଙ୍କ ଚଳନ ଆପଣଙ୍କ ପାଇଁ ଆଶାଠାରୁ ଅଧିକ ଖୁସି ଆଣିଦେବ ।

କେଉଁ ଗ୍ରହମାନଙ୍କ କାରଣରୁ ଆପଣଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ଏବଂ କେଉଁ ଗ୍ରହ ମାନଙ୍କ କାରଣରୁ ଆପଣ ଅସୁବିଧାରେ ପଡ଼ିପାରନ୍ତି ଆସନ୍ତୁ ଜାଣିବା । କୁମ୍ଭ ରାଶି ‘ରାଶିଚକ୍ର’ର ୧୧ତମ ରାଶି ଅଟେ । ଏହି ରାଶିର ସ୍ଵାମୀ ଶନିଦେବ ଅଟନ୍ତି । ଯେହେତୁ ଏହି ସପ୍ତାହରେ ଶନିଦେବ ଧନୁ ରାଶିରେ ଅଛନ୍ତି । ଏଥିପାଇଁ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ ସହଯୋଗ କରିପାରିନାହାନ୍ତି । ଏହି ସପ୍ତାହରେ ଆପଣଙ୍କ ପାଇଁ ଭଲ ସ୍ଥିତି ଯେଉଁ ଗ୍ରହ ରହିଅଛି ତାହା ହେଉଛି ମଙ୍ଗଳ ଗ୍ରହ । ଏବଂ ଏହାସହିତ ଶୁକ୍ରର ସ୍ଥିତି ମଧ୍ୟ ଆପଣଙ୍କ ପାଇଁ ଭଲ ପରିଣାମ ଆଣିବ । ମଙ୍ଗଳ ଏବଂ ଶୁକ୍ର ଦୁଇଟି ଏପରି ଗ୍ରହ ଅଟନ୍ତି ଯିଏ ଆପଣଙ୍କ ପାଇଁ ଅତ୍ୟନ୍ତ ସହଯୋଗୀ ଅଟନ୍ତି । ଏହି ଦୁଇଟି ଗ୍ରହର ସଠିକ୍ ଅବସ୍ଥାନ ଆପଣଙ୍କ ପାଇଁ ଏବଂ ଏହି ସପ୍ତାହପାଇଁ ଭଲ ପରିଣାମ ଆଣି ଆସୁଅଛି ।

ତେଣୁ ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରଫେସନାଲ୍ କ୍ଷେତ୍ରରେ ଅନେକ ଲାଭଦାୟୀ ସାବ୍ୟସ୍ତ ହେବ । ଆପଣଙ୍କ ପ୍ରଫେସନାଲ୍ ଲାଇଫରେ ଅନେକ ଉଥ୍ହାନ-ପତନ ଆସିବ । ଆପଣ ଯଦି ଚାକିରୀ ଖୋଜୁଛନ୍ତି ତେବେ ଆପଣଙ୍କୁ ଏହା ମିଳିବାର ସମ୍ଭାବନା ଅଛି । ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଆପଣଙ୍କ ଚାକିରୀରେ ପ୍ରମୋସନ୍ ଦେଖିବାକୁ ମିଳିବ । ଆପଣଙ୍କ ଉଚ୍ଚ ଅଧିକାରୀ ଅପଣଙ୍କ ଉପରେ ଖୁସି ରହିବେ । ଏହି ସପ୍ତାହଟି ଆପଣଙ୍କ ଚାକିରୀ ପାଇଁ ଅତ୍ୟନ୍ତ ଶୁଭ ହେବ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆଶାନୁରୂପକ ଆୟ ମିଳିବ । ଆର୍ଥିକ ସ୍ଥିତିର କଥା ହେଲେ ଆପଣଙ୍କୁ କୌଣସି ବଡ଼ ଖର୍ଚ୍ଚ କରିବାକୁ ପଡିପାରେ । ଯାହା ଖର୍ଚ୍ଚ ହେବ ତାହାର ଯୋଗାଡ଼ ମଧ୍ୟ ହୋଇଯିବ ।

ଯଦି ବ୍ୟକ୍ତିଗତ ଜୀବନରେ କଥାହେବା ତେବେ ଆପଣଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନରେ ଆପଣଙ୍କ ସମୟ ଭଲ ରହିବାର ଅଛି । ନିଜ ପରିଜନଙ୍କ ସହଯୋଗ ଆପଣଙ୍କୁ ନିଶ୍ଚିତ ମିଳିବ । ଆପଣଙ୍କ ସାମାଜିକ ଜୀବନ ମଧ୍ୟ ଭଲ ରହିବ । ବନ୍ଧୁ ଏବଂ ମିତ୍ର ମାନଙ୍କ ସହଯୋଗ ମିଳିବ । କିନ୍ତୁ ଲଭ୍ ଲାଇଫ୍ ପାଇଁ ଏହି ସମୟ ଆଦୌ ଭଲ ରହିବ ନାହି ସମ୍ପର୍କରେ ତିକ୍ତତା ଆସିପାରେ ସେହିଥି ପାଇଁ ସାବଧାନ ରୁହନ୍ତୁ । ବୈବାହିକ ଜୀବନରେ କଥା ଏତେ ମଧ୍ୟ ଚିନ୍ତା ଜନକ ନୂହେଁ କିନ୍ତୁ ତଥାପି ଛୋଟ ଛୋଟ କଥାରେ ମତଭେଦ ଦେଖା ଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସତର୍କ ରହିବାର ଅଛି । ଆପଣଙ୍କ ଏହି ସପ୍ତାହଟିରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଅନେକ କ୍ଷେତ୍ରରେ ସାଧାରଣ ରହିବ ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟ ଜୀବନ ସାଧାରଣ ରହିବ । ତେବେ ଏହି ସପ୍ତାହଟିକୁ ଆପଣ ଏହିପରି ଭାବରେ କାଟିବାକୁ ଦିଅନ୍ତୁ । ଏହି ସପ୍ତାହକୁ ଶୁଭମୟ କରିବାପାଇଁ ଆପଣଙ୍କ ରାଶିର ସ୍ୱାମୀ ଶନିଦେବଙ୍କ ମନ୍ତ୍ର ଅବଶ୍ୟ ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *