ଆପଣମାନେ ଗୋଟିଏ କଥା ନିହାତି ଶୁଣିଥିବେ ଯେ, ମଣିଷ ପାଇଁ ଏହି ଦୁନିଆରେ କିଛି ମଧ୍ୟ ଅସମ୍ଭବ ନୁହେଁ ଏବଂ ଏହି ସତ୍ୟକୁ ଆମେରିକାର ଦକ୍ଷିଣ କେଲିଫର୍ଣ୍ଣିଆ ସ୍ଥିତ ଏକ ବିଶ୍ଵ ବିଦ୍ୟାଳୟର ବୈଜ୍ଞାନିକ ମାନେ ପ୍ରମାଣିତ କରିଛନ୍ତି । ପ୍ରକୃତରେ ଏହି ବୈଜ୍ଞାନିକ ମାନେ ମଣିଷର ଆୟୁଷକୁ ବଢ଼ାଇବା ପାଇଁ ଏକ ରିସର୍ଚ୍ଚ ଆରମ୍ଭ କରିଛନ୍ତି । ତା’ସହିତ ଏହା ମଧ୍ୟ ବୁଝିବାକୁ ଚେଷ୍ଟା ଚଳାଇଛନ୍ତି ଯେ କେଉଁ ଭଳି ଭାବରେ ଏହା ଉପରେ କାମ କରାଯାଇ ପାରିବ । ସୂଚନା ମୁତାବକ ପ୍ରକୃତରେ ଏହି ଶୋଧ ଜର୍ଣ୍ଣାଲ ଅଫ ଜେରୋଣ୍ଟୋଲୋଜୀଃ ବାୟୋଲଜିକାଲ ସାଇନ୍ସେଜରେ ଜୁଲାଇ ୧୦ରେ ୟୂଏସସୀ ଡୋର୍ନସାଇଫ କଲେଜ ଅଫ ଲେଟର୍ସ, ଆର୍ଟସ ଏଣ୍ଡ ସାଇନ୍ସେଜର ଟିମ୍ (USC Dornsife College of Letters, Arts and Sciences) ତରଫରୁ ପ୍ରକାଶିତ କରାଯାଇଥିଲା ।

ୟୂଏସସୀ ଡୋର୍ନସେଫ କଲେଜ ଅଫ ଲେଟର୍ସ, ଆର୍ଟସ ଏଣ୍ଡ ସାଇନ୍ସେଜରେ ଜୈବିକ ବିଜ୍ଞାନର ପ୍ରଫେସର ଗୋନ୍ ଟାୱରଙ୍କ ସହିତଙ୍କ ସହିତ ଶୋଧରେ ସାମିଲ ତାଙ୍କ ଟିମଙ୍କ ହାତରେ ଏହି ତଥ୍ୟ ମିଳିଛି ଯେ ମାଈଫପ୍ରିଷ୍ଟୋନ (mifepristone) ସେକ୍ସୁଆଲ ଇଣ୍ଟରକୋର୍ସର ମାଦା ଫ୍ରୁଟ୍ ଫ୍ଲାଇ( ଡ୍ରୋସୋଫିଲା )ର ଜୀବନ ସମୟକୁ ବଢ଼ାଇ ଦେଇଥାଏ । ମାଦା ଫଳକୁ ମାଛିର ସଂଭୋଗ ସମୟରେ ପୁରୁଷଙ୍କ ଠାରୁ ସେକ୍ସ ପେପଟାଇଡ଼ର ଅନୁଭୂତି ହୋଇଥାଏ । ସୂଚନା ମୁତାବକ ଏହା ପୂର୍ବରୁ ହୋଇଥିବା ଶୋଧରୁ ଏହି ସୂଚନା ମିଳିଥିଲା ଯେ ଅଣୁ ଫୁଲାର କାରଣ ହୋଇଯାଏ । ଏହି କାରଣରୁ ମାଦା ମାଛିର ସ୍ବାସ୍ଥ୍ୟ ଏବଂ ତା’ସହିତ ତାହାର ଜୀବନ ସମୟକୁ କମ୍ କରି ଦେଇଥାଏ ।

କରାଯାଇଥିବା ଶୋଧ ଅନୁସାରେ ଏହି ବିଷୟରେ ମଧ୍ୟ ଖୁଲାସା ହୋଇଥିଲା ଯେ ମିଫେପ୍ରିଷ୍ଟୋନ ଔଷଧ ରିସର୍ଚ୍ଚରେ ପ୍ରୟୋଗ କରାଯାଉଥିବା ଦୁଇ ଅଲଗା ପ୍ରଜାତି ଗୁଡ଼ିକର ବିସ୍ତାର କରିପାରେ । ପ୍ରକୃତରେ ଡକ୍ଟର ମିଫେପ୍ରିଷ୍ଟୋନର ( ଆରୟୁ ୪୮୬ ମଧ୍ୟ କୁହାଯାଏ ) ପ୍ରୟୋଗ ଆରମ୍ଭ ହୋଇଥିବା ଗର୍ଭାବସ୍ଥାକୁ ଶେଷ କରିବା ବ୍ୟତୀତ କର୍କଟ ଏବଂ କୁସିଙ୍ଗ ଭଳି ରୋଗର ଚିକିତ୍ସା କରିବା ପାଇଁ ମଧ୍ୟ କରାଯାଇଥାଏ । ଏପରିକି ମାଦାର ଡ୍ରୋସୋଫିଲାରେ ସେକ୍ସୁଆଲ ଇଣ୍ଟରକର୍ସ, ସେକ୍ସ ପେପଟାଇଡ଼ ଏବଂ ମିଫେପ୍ରିଷ୍ଟୋନର ବ୍ୟବହାର ଦ୍ଵାରା ନିୟନ୍ତ୍ରୀତ ଜୀବନର ମେଟାବୋଲିକ୍ ସିଗନେଚରରୁ ଏହି କଥାର ଇଶାରା ଏବଂ ସମାଧାନ ମିଳିଥାଏ ଯେ ମଣିଷ ସମେତ ଏହା ବାକି ପ୍ରଜାତି ମାନଙ୍କ ଉପରେ ମଧ୍ୟ ଲାଗୁ ହୋଇପାରିବ ।

ଗୋଟିଏ ପକ୍ଷରେ ଯେଉଁଠି ଏହା ଜଣା ପଡ଼ିଛି ଯେ ଡ୍ରୋସୋଫିଲାରେ ମାଇଫପ୍ରିଷ୍ଟୋନ ପ୍ରତ୍ୟକ୍ଷ କିମ୍ବା ଅପ୍ରତକ୍ଷ ରୂପରେ କିଶୋର ହୋରମନ ଉପରେ ପ୍ରତିକ୍ରିୟା କରିଥାଏ । ପୁଣି ଅନ୍ୟ ପକ୍ଷରେ ନ୍ୟୁଜ୍ ମେଡ଼ିକାଲ ଅନୁସାରେ ଟାୱରର କହିବା କଥା ଯେ ମାଇଫପ୍ରିଷ୍ଟୋନର ଠିକ୍ ଲକ୍ଷଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।