ସୁଖି ଖବର : ଚୀନରୁ ଭାରତକୁ ଅଣାଯାଉଛି ଏପ୍ପଲ୍ ଓ ଅନ୍ୟାନ୍ୟ ଆମେରିକୀୟ କମ୍ପାନୀର ସାମଗ୍ରୀଗୁଡିକ !

ସୁଖି ଖବର : ଚୀନରୁ ଭାରତକୁ ଅଣାଯାଉଛି ଏପ୍ପଲ୍ ଓ ଅନ୍ୟାନ୍ୟ ଆମେରିକୀୟ କମ୍ପାନୀର ସାମଗ୍ରୀଗୁଡିକ !

ଭାରତ ଏବଂ ଚୀନ୍ ମଧ୍ୟରେ ସୀମାରେ ହୋଇଥିବା ଉତ୍ତେଜନା ଏବଂ ଭାରତୀୟ ସୈନିକମାନଙ୍କ ଶହୀଦ ହେବା ପରେ ଆମେରିକୀୟ କମ୍ପାନୀ ଏପ୍ପଲ୍, ଡେଲ୍ ଏବଂ ସିସ୍କୋର ଉତ୍ପାଦନ ସାମଗ୍ରୀଗୁଡିକୁ ଚୀନରୁ ଭାରତକୁ ଅଣାଯାଉଥିଲା, ଯାହାକୁ ଭାରତୀୟ ବିମାନ ବନ୍ଦରରେ ଅଟକି ଦିଆଯାଇଛି । ରିଉଟର୍ସ ଖବର ଅନୁସାରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ନ କରି ସେଗୁଡିକୁ ଭାରତ ଅଣାଯାଉଥିଲା, କିନ୍ତୁ କଷ୍ଟମ ଅଧିକାରୀମାନେ ଚୀନରୁ ଆସୁଥିବା ସାମଗ୍ରୀଗୁଡିକୁ ଧରି ଦେଇଛନ୍ତି । ଏହାପରେ ସେମାନେ ସରକାରଙ୍କ ଠାରୁ ଅତିରିକ୍ତ ଅନୁମୋଦନ ମାଗିଛନ୍ତି ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ଗତ ସପ୍ତାହରେ ସୀମାରେ ହୋଇଥିବା ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବଢିଯାଇଛି ଏବଂ ଏଥିରେ ଭାରତର ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ । ଏହି କାରଣ ଯୋଗୁଁ ଚୀନ୍ ରୁ ଆସୁଥିବା ସାମଗ୍ରୀ ଉପରେ ରୋକ ଲଗାଯାଇଛି । ଯଦିଓ ଏହି ସବୁ ଆମେରିକୀୟ କମ୍ପାନୀର ହୋଇଥିଲା । ବର୍ତ୍ତମାନ ଚୀନ୍ ଠାରୁ କିଛି ମଧ୍ୟ ଭାରତକୁ ଆଣିବା ସହଜ ହେବ ନାହିଁ ।

Leave a Reply

Your email address will not be published. Required fields are marked *