ବଡ଼ ଖବର : ପୁଣିଥରେ ପଡ଼ିଆକୁ ଓହ୍ଲାଇବେ ଧୋନି ଏବଂ ହେବେ ଦଳର ଅଧିନାୟକ ! ଏହି ଦିନ ଖେଳିବେ ମ୍ୟାଚ, ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା ।

ବର୍ତ୍ତମାନ ସମୟ ପାଇଁ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର । କାରଣ ପୁଣିଥରେ ଖେଳ ପଡ଼ିଆକୁ ଫେରିବେ ଧୋନି । ଦଳର ହେବେ ଅଧିନାୟକ, ତେବେ ଚାଲନ୍ତୁ ଏହି ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

Google

ମହେନ୍ଦ୍ର ସିଙ୍ଗ ଧୋନି ଝାଡ଼ଖଣ୍ଡ ରାଞ୍ଚିର ଏକ ପରିବାରରେ ଜନ୍ମ ହୋଇଥିଲେ । ଯିଏକି ଅନେକ ଥର ନିଜ ଦମଦାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ପଦ୍ମଶ୍ରୀ, ପଦ୍ମଭୂଷଣ ସହ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ସମ୍ମାନିତ ହୋଇଛନ୍ତି । ଧୋନି ଭାରତ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଧ୍ୟ ରହିଛନ୍ତି । ବଙ୍ଗଳାଦେଶ କ୍ରିକେଟ ବୋର୍ଡ ମ୍ୟାଚରେ ଏସିଆ-୧୧ ଏବଂ ୱାରଲ୍ଦ-୧୧ ମଧ୍ୟରେ ଦୁଇଟି ଅନ୍ତରରଷ୍ଟ୍ରୀୟ ଟି-୨୦ ମ୍ୟାଚ ଖେଳିବା ପାଇଁ ଆୟୋଜନ କରାଯାଇଛି । ତେବେ ପି.ସି.ବିର ଏହି ଘୋଷଣା, ସଂସ୍ଥାପକ ହୋଜିବୁଲ୍ ରେହେମାନଙ୍କ ଜନ୍ମ ଶତାବ୍ଦୀ ଅବସରରେ ଏସିଆ-୧୧ ଏବଂ ୱାରଲ୍ଦ-୧୧ ମଧ୍ୟରେ ଦୁଇଟି ଅନ୍ତରରଷ୍ଟ୍ରୀୟ ଟି-୨୦ ମ୍ୟାଚର ଆୟୋଜନ କରାଯିବ । ଏହି ମ୍ୟାଚ ୧୮ ମାର୍ଚ୍ଚ ରୁ ୨୧ ମାର୍ଚ୍ଚ ମଧ୍ୟରେ ଆୟୋଜିତ ହେବ ।

ଯାହାକି ଭାରତର ସମୟରେ ସନ୍ଧ୍ୟା ୬ଟା ବେଳକୁ ଆରମ୍ଭ ହେବ । ବଙ୍ଗଳାଦେଶରେ ଆୟୋଜିତ ହେଉଥିବା ଏସିଆ-୧୧ ଏବଂ ୱାରଲ୍ଦ-୧୧ ମଧ୍ୟରେ ଦୁଇଟି ଅନ୍ତରରଷ୍ଟ୍ରୀୟ ଟି-୨୦ ମ୍ୟାଚ ହେବାକୁ ଯାଉଛି । ଏଥିମଧ୍ୟରେ ୱାରଲ୍ଦ-୧୧ ଦଳକୁ ଦର୍ଶକମାନେ ବହୁତ ଆକ୍ରମଣକାରୀ ଦଳ ବୋଲି କହୁଛନ୍ତି । ଅନ୍ୟପଟେ ଏସିଆ-୧୧ ଦଳରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଛନ୍ତି । ତେବେ ମିଳିଥିବା ବିଶେଷ ସୂଚନା ଅନୁସାରେ ଏସିଆ-୧୧ ଦଳ ପାଇଁ ମହେନ୍ଦ୍ର ସିଙ୍ଗ ଧନୀ ଅଧିନାୟକ ହୋଇପାରନ୍ତି । ସେହିପରି ୱାରଲ୍ଦ-୧୧ ପାଇଁ କେନ୍ ବିଳିୟାନ୍ ସନ୍ ଦଳର ଅଧିନାୟକ ହୋଇପାରନ୍ତି ।

ଏସିଆ-୧୧ରେ ସମ୍ଭାବିତ ଖେଳାଳିମାନେ ହେଉଛନ୍ତି : ରହିତ ଶର୍ମା, ବାବର ଆଜମ, ଧୋନି, ବିରାଟ କୋହଲି, ହାର୍ଦ୍ଧିକ ପାଣ୍ଡ୍ୟା, ସାକୀବ ଅଲ୍ ହାସନ୍, ରସିଦ ଖାନ୍, ମୁସଫିକୁର୍ ରହିମ୍, ଯଶପ୍ରୀତ ବୁମ୍ରା, ମହମ୍ମଦ ଅମୀର, ଓ ଲାତିସ୍ ମାଲିଙ୍ଗା । ଏସିଆ-୧୧ ଦଳ ନିମନ୍ତେ ଧୋନି ଅଧିନାୟକ କରିପାରନ୍ତି ।

Be the first to comment

Leave a Reply

Your email address will not be published.


*