ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପରେ ମହମ୍ମଦ ଅଲି ଜିନ୍ନା ତାଙ୍କ ବିଷୟରେ କଣ କହିଥିଲେ, ନିଶ୍ଚିତ ଭାବେ ଜାଣନ୍ତୁ ।

ବନ୍ଧୁଗଣ ଆପଣ ସମସ୍ତେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ନିଶ୍ଚିତ ଭାବେ ଜାଣିଥିବେ ଯେ ଆମ ଦେଶ ଭାରତର ସ୍ଵାଧୀନତା ପାଇଁ ତାଙ୍କର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ଆପଣ ସମସ୍ତେ ଜାଣିଥିବେ ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ନଥୁରାମ ଗଡ଼ଶେଙ୍କ ହାତରେ ହୋଇଥିଲା । ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ମହମ୍ମଦ ଅଲି ଜିନ୍ନା ତାଙ୍କ ବିଷୟରେ କଣ କହିଥିଲେ ହୁଏତ ସେ ବିଷୟରେ ଆପଣ ମାନଙ୍କୁ ଜଣା ନଥିବ।, ତେବେ ଆସନ୍ତୁ ସେ ବିଷୟରେ ଜାଣିବା । ଗାନ୍ଧୀଙ୍କ ମୃତ୍ୟୁ ଆଧୁନିକ ଭାରତବର୍ଷ ପାଇଁ ଏକ ବହୁତ ଦୁଃଖନୀୟ ଘଟଣା ଥିଲା ଯାହା କେବଳ ଭାରତବର୍ଷକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଥରହର କରି ରଖି ଦେଇଥିଲା ।

Google

ଭାରତୀୟ ଜନସାଧାରଣଙ୍କ ଜୀବନରୁ ସତେ ଯେମିତି ଆଲୁଅ ଉଭେଇ ଯାଇଥିଲା । ସାରା ବିଶ୍ୱର ବୁଦ୍ଧିଜୀବୀ ଓ ରାଜନେତାମାନେ ସତ୍ୟ ଓ ଅହିଂସାର ବିଚାରଧାରା ଉପରେ ହିଂସାର ଗ୍ରହଣ ଦେଖି ବିଚଳିତ ହୋଇଯାଇଥିଲେ । ଏମିତି ଲାଗୁଥିଲା ଯେ, ମାନବ ସଂସାରକୁ ଉତ୍ତମ କରିବାର ଆଶା ସତେ ଯେମିତି ମରି ଯାଉଛି କିନ୍ତୁ ଯେତେବେଳେ ସାରା ବିଶ୍ଵରୁ ଗାନ୍ଧିଜୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଓ ଶୋକ ସନ୍ଦେଶ ଆସିଲା ସେତେବେଳେ ଜଣାପଡ଼ିଲା ଯେ ଗାନ୍ଧିଜୀ ନିଜର ବଳିଦାନ ଦେଇ ମାନବିକତାକୁ ଜୀବିତ କରିଛନ୍ତି ।

Google

ବିଶ୍ୱ ସ୍ତରରୁ ଆସିଥିବା ଶ୍ରଦ୍ଧାଞ୍ଜଳି ସହିତ ମୁଁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଗାନ୍ଧୀଜୀଙ୍କୁ ଅର୍ପଣ କରିଥିଲି । ସେ ସେହି କାମ କରି ମୃତ୍ୟୁବରଣ କରିଛନ୍ତି ଯହିଁରେ ତାଙ୍କର ଅଟଳ ବିଶ୍ୱାସ ଥିଲା । ଆମେ ଯେତେ ଆଲୋଚନା କିମ୍ବା ଦୋଷୀଙ୍କର ନିନ୍ଦା କରୁ କିନ୍ତୁ ତାଙ୍କର ଦୁଃଖଦ ମୃତ୍ୟୁ ପ୍ରକୃତରେ ଏକ ମହାନ ମୃତ୍ୟୁ ଥିଲା, କାହିଁକିନା ସେ ତାଙ୍କର କର୍ତ୍ତବ୍ୟ କରୁଥିବା ସମୟରେ ତାଙ୍କର ହତ୍ୟା କରାଯାଇଥିଲା ।

Google

ଆମେ ଆଶା କରୁଛୁ ଯେ ଆମର ଏହି ଆର୍ଟିକେଲଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ । ଏମିତି ହିଁ ଖବର ସବୁ ଜାଣିବା ପାଇଁ ଆମର ପୋଷ୍ଟକୁ ଲାଇକ ଓ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*