ସଲମାନ ଖାନଙ୍କ ଭଉଣୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତା ଜଣକ ଏହି ଅଭିନେତ୍ରୀଙ୍କ ସହିତ କରୁଛନ୍ତି ରୋମାନ୍ସ !

ବନ୍ଧୁଗଣ ଆପଣ ଜାଣନ୍ତି ଯେ ଆଜିକାର ସମୟରେ କୌଣସି ନା କୌଣସି ବିଷୟ ଚଚ୍ଚାରେ ରହିଥାଏ ଓ କାହାକୁ ନେଇ ନ୍ୟୁଜ ଟ୍ରେଣ୍ଡ ହେବାକୁ ଲାଗିଥାଏ । ସେହିପରି ଆଜି ଆମେ ଆପଣଙ୍କୁ ଏକ ଖବର ବିଷୟରେ ସୁଚାଇବୁ ଯାହା ସଲମାନ ଖାନଙ୍କ ସମ୍ପର୍କୀୟ ଭଉଣୀଙ୍କ ଖବର ଅଟେ, ବନ୍ଧୁଗଣ ସଲମାନଙ୍କ ସମ୍ପର୍କୀୟ ଭଉଣୀଙ୍କ ନାମରେ ପରିଚିତ ଅଭିନେତ୍ରୀ ଶ୍ୱେତା ରୋହୀରା ଯିଏ ବହୁତ ସମୟ ଧରି ଅଭିନୟ ଶିକ୍ଷା କରୁଥିଲେ ଯିଏ ବର୍ତ୍ତମାନ ତାଙ୍କର ତାଲିମ ପୂରଣ କରି ସାରିଛନ୍ତି । ଥିଏଟର ଓ ଶର୍ଟ ଫିଲ୍ମ ସ୍ପଟଲେସର ଖୁବ୍ ଚର୍ଚ୍ଚା କରାଯାଉଛି ଯେଉଁଥିରେ ସୋନୁ ନିଗମ୍ ଏକ ଅଭିନେତା ଭାବେ ପୁଣିଥରେ କ୍ୟାମେରା ସମ୍ମୁଖରେ ନଜର ଆସିବେ ।

google

ବୋଧହୁଏ ଆପଣଙ୍କୁ ଜଣାଥିବ ଯେ ଶ୍ୱେତା ଓ ପୁଲକିତ୍ ୨୦୧୪ ମସିହାରେ ଗୋଆରେ ବିବାହ କରିଥିଲେ ଯେଉଁଥିରେ ଶ୍ୱେତାଙ୍କ ସମ୍ପର୍କୀୟ ଭାଇ ସଲମାନ ଖାନ୍ ବିଶେଷ ଭାବରେ ଉପସ୍ଥିତ ହୋଇଥିଲେ । ସଲମାନ ଶ୍ୱେତାଙ୍କୁ ନିଜ ଭଉଣୀ ମାନନ୍ତି । ବର୍ତ୍ତମାନର ସମୟରେ ଶ୍ୱେତା ଓ ପୁଲକିତ୍ ଅଲଗା ହୋଇଗଲେଣି । ସଲମାନ ଖାନ୍ ଏହି ଛାଡ଼ପତ୍ରକୁ ନେଇ ବହୁତ ଦୁଃଖିତ ଅଛନ୍ତି ଏବଂ ଚିନ୍ତିତ ଅଛନ୍ତି ଏବଂ ଏହା ପରେ ପୁଲକିତ୍ ସମ୍ରାଟଙ୍କୁ ବଡ଼ ବ୍ୟାନରର ଚଳଚ୍ଚିତ୍ର ଗୁଡ଼ିକ ମିଳିବା ମଧ୍ୟ ବନ୍ଦ ହୋଇଗଲା, ଏବଂ ଏଥିରେ ସଲମାନଙ୍କ ହାତ ଥିବା ସ୍ୱାଭାବିକ ଅଟେ କାରଣ ସଲମାନଙ୍କ ସହିତ ଶତ୍ରୁତା କରୁଥିବା ବ୍ୟକ୍ତିର ସର୍ବଦା କ୍ଷତି ସାଧନ ହୁଏ ।

google

ବନ୍ଧୁଗଣ ଯଦି ଆମେ ଛାଡ଼ପତ୍ରର କାରଣ ବିଷୟରେ ଆଲୋଚନା କରିବା ତେବେ ଏହା ପୁଲକିତ୍ ସମ୍ରାଟଙ୍କ ଏକ୍ସଟ୍ରା ମେରିଟଲ ଅଫେୟାର ବୋଲି କୁହାଯାଉଛି । ଏମାନଙ୍କ ଛାଡ଼ପତ୍ର ପୂର୍ବରୁ ଅଭିନେତ୍ରୀ ୟାମୀ ଗୌତମଙ୍କ ସହିତ ପୁଲକିତଙ୍କ ଅଫେୟାରର ଖୁବ୍ ଚର୍ଚ୍ଚା ହେଉଥିଲା । ୟାମୀ ଓ ପୁଲକିତତ୍ ‘ସନମ୍ ରେ’ ଓ ‘ଜୁନୁନିୟତ’ ଭଳି ଚଳଚ୍ଚିତ୍ର ଗୁଡ଼ିକରେ ଏକାଠି ଅଭିନୟ କରିଛନ୍ତି, ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳ ହୋଇନଥିଲା ।

google

ବନ୍ଧୁଗଣ ଶ୍ୱେତା ଏହି ଲକଡାଉନରେ ମଧ୍ୟ ନିଜ ଅଭିନୟ ଓ ବଡ଼ି ଫିଟନେସ ଉପରେ ବହୁତ ଧ୍ୟାନ ଦେଇଛନ୍ତି, ନିୟମିତ ବ୍ୟାୟାମ ଓ ଜିମ୍ ଯୋଗୁଁ ଆଜି ତାଙ୍କ ଶରୀର ଗଠନ ପୂର୍ବରୁ ଅଧିକ ସୁନ୍ଦର ହୋଇଯାଇଛି, ଶ୍ୱେତା ରୋହୀରା ଏଥି ମଧ୍ୟରେ ନିଜ ଅଭିନୟ କୌଶଳ ଓ ନିଜ ଫିଟନେସ ଉପରେ ବହୁତ କାମ କରିଛନ୍ତି ଓ ସଲମାନଙ୍କୁ ଦେଇଥିବା କଥା ଅନୁଯାୟୀ ଶର୍ଟ ଫିଲ୍ମ ଜରିଆରେ ଅଭିନୟ ଜାରି ରଖିଛନ୍ତି । ବର୍ତ୍ତମାନ ସଲମାନ ଶ୍ୱେତାଙ୍କୁ ବଡ଼ ପରଦାରେ ଲଞ୍ଚ କରିବା ପାଇଁ ସ୍ଥିର କରି ନେଇଛନ୍ତି କେବଳ ଅପେକ୍ଷା କରିଛନ୍ତି କୌଣସି ଭଲ ସ୍କ୍ରିପ୍ଟ ଓ କାହାଣୀର

Be the first to comment

Leave a Reply

Your email address will not be published.


*