ଦୀର୍ଘ ୫୧ ବର୍ଷ ପରେ ଏହି ପବିତ୍ର ଗଣେଶ ପୂଜା ଦିନ ଏହି ୭ଟି ରାଶିର ଲୋକଙ୍କ ଭାଗ୍ୟ ସୁନା ଭଳି ଚମକିବ !

ଦୀର୍ଘ ୫୧ ବର୍ଷ ପରେ ଏହି ପବିତ୍ର ଗଣେଶ ପୂଜା ଦିନ ଏହି ୭ଟି ରାଶିର ଲୋକଙ୍କ ଭାଗ୍ୟ ସୁନା ଭଳି ଚମକିବ !

ଦୀର୍ଘ ୫୧ ବର୍ଷପରେ ବନିବାକୁଯାଉଛି ମହା ସଂଯୋଗ । ଏହି ୭ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ । ଆସନ୍ତା ୨୨ ତାରିଖ ଶନିବାର ଦିନ ହେଉଛି ପବିତ୍ର ଗଣେଶ ପୂଜା । ଶାସ୍ତ୍ର ଅନୁସାରେ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବୋଲି ମନା ଯାଇଥାଏ । ଏହିଦିନ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଗଣେଶ ପୂଜା ଦିନ ଗ୍ରହ ଓ ନକ୍ଷତ୍ର ମଧ୍ୟରେ ମହା ସଂଯୋଗ ଘଟିବାକୁ ଯାଉଛି । ସାଧାରଣତଃ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥାନରେ ପରିବର୍ତ୍ତନ ହେବା ଦ୍ୱାରା ଏହିସବୁ ସଂଯୋଗ ଘଟିଥାଏ । ଦୀର୍ଘ ୫୧ ବର୍ଷ ପରେ ଏହିଭଳି ମହା ସଂଯୋଗ ଘଟୁଥିବାରୁ ଏହା ହେଉଛି ସର୍ଵସିଦ୍ଧି ମହା ସଂଯୋଗ । ଏହି ସର୍ଵସିଦ୍ଧି ମହା ସଂଯୋଗ ଫଳରେ ରାଶି ଚକ୍ରର ୭ଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ମାତା ଲଷ୍ମୀ ଓ ଗଣେଶ ଭଗବାନଙ୍କ କୃପା ଦୃଷ୍ଟି ଏହି ୭ଟି ରାଶି ମାନଙ୍କ ଉପରେ ରହିବ । ତେବେ ଚାଲନ୍ତୁ ସେହି ୭ଟି ରାଶି ମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

୧) ମେଶ ରାଶି –

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗଣେଶ ପୂଜା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ଧନ ପ୍ରାପ୍ତିର ଯୋଗ ରହିଛି । କମ୍ ପରିଶ୍ରମରେ ଅଧିକ ଲାଭ ମିଳିବ ଏବଂ କ୍ୟାରିଅରର ନୂଆଁ ମାର୍ଗ ଖୋଲିଯିବ । ଆପଣଙ୍କ ଆୟ ତୁଳନାରେ ବ୍ୟୟ କମ୍ ହେବ ଏବଂ ଆପଣ ଅଧିକ ଧନ ସଞ୍ଚୟ କରିପାରିବେ । ଗଣେଶ ପୂଜା ଯେହେତୁ ଶୁଭ ଦିନ ତେଣୁ ଆପଣମାନେ ଏହି ଦିନ ଦୁଃଖିମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦିଅନ୍ତୁ । ଦେଖିବେ ଆପଣଙ୍କର ଧନ ଉପାର୍ଜନର ବାଟ ଖୋଲିଯିବ ।

୨) ମିଥୁନ ରାଶି –

ପବିତ୍ର ଗଣେଶ ପୂଜା ମିଥୁନ ରାଶିର ଲୋକଙ୍କ ଭାଗ୍ୟରେ ବହୁତ ଖୁସି ଏବଂ ଶୁଭ ଫଳ ପ୍ରଦାନ କରିବ । ଯେହେତୁ ଗଣେଶ ପୂଜା ଶନିବାର ଦିନ ପଡୁଛି, ତେଣୁ ଶନି ଦେବଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ପଦନ୍ନତି ହେବେ । ନୂଆଁ ଲୋକଙ୍କ ସହିତ ଦେଖା ହୋଇପାରେ । ଯାହା ଫଳରେ ଆପଣଙ୍କ କାର୍ଯ୍ୟରେ ଉନ୍ନତି ହେବ । ଯଦି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବେ, ତେବେ ସେଥିରେ ଲାଭ ହେବାର ସମ୍ଭାବନା ଅଧିକ ରହିଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ସହଜଗ ମିଳିବ । ଗୃହରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଆପଣ ଗଣେଶ ଭଗବାନଙ୍କୁ ହଳଦିଆ ଲଡୁର ଭୋଗ ଚଢାନ୍ତୁ । ଦେଖିବେ ଭାଗ୍ୟ ସବୁବେଳେ ଆପଣଙ୍କ ସାଥ୍ ଦେବ ।

୩) ସିଂହ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ବହୁତ ଉତ୍ତମ ରହିବ । ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଅନେକ ସମୟରୁ ହୋଇ ଆସୁଥିବା ଅସୁବିଧା ଦୂର ହେବ । ପଦନ୍ନତି ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିପାରେ କିନ୍ତୁ ଏହା ବୃଥାରେ ଯିବ ନାହିଁ । ଏହା ବ୍ୟତୀତ ବ୍ୟବସାୟରେ ଲାଭବାନ ହେବେ । ଯଦି ଆପଣ କୌଣସି ନୂଆଁ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଉତ୍ତମ ସମୟ ଅଟେ । ପରିବାର ଓ ବନ୍ଧୁମାନଙ୍କ ଠାରୁ ଆର୍ଥିକ ସହାୟତାର ସହଯୋଗ ମିଳିବ । ଆପଣମାନେ ଗଣେଶ ପୂଜାରେ ନଡ଼ିଆ ଓ ଧୁପ ଭଗବାନଙ୍କୁ ଅର୍ପଣ କରନ୍ତୁ ।

୪) ତୁଳା ରାଶି –

ପବିତ୍ର ଗଣେଶ ପୂଜା ଏହି ରାଶି ମାନଙ୍କ ପାଇଁ ଉତ୍ତମ ରହିବ । ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ । ଯାହା ଦ୍ୱାରା ଆପଣ ଲାଭଦାୟକ ରହିବେ । ନିଜ କାର୍ଯ୍ୟ କ୍ଷେତ୍ରରେ ନିୟନ୍ତ୍ରଣ ରଖିବାକୁ ହେବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଗଣେଶ ପୂଜା ଦିନ ଧଳା ରଙ୍ଗର ଗଣେଶ ଭଗବାନଙ୍କ ମୂର୍ତ୍ତି ବା ଫୋଟକୁ ଗୃହର ମୁଖ୍ୟ ଦ୍ୱାରରେ ସ୍ଥାପନ କରନ୍ତୁ ।

୫) ମକର ରାଶି –

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗଣେଶ ପୂଜା ଅତ୍ୟନ୍ତ ଶୁଭ ପ୍ରଦାନ କରିବ । ପୂର୍ବରୁ ଅଟକି ରହିଯାଇଥିବ କାର୍ଯ୍ୟ ପୂରଣ ହେବ ଏବଂ ଧନ ପ୍ରାପ୍ତିର ଯୋଗ ବନୁଅଛି । କମ୍ ପରିଶ୍ରମ ସତ୍ତ୍ୱେ ଅଧିକ ଫଳ ପ୍ରାପ୍ତ ହେବ ଏବଂ କ୍ୟାରିଅରର ନୂଆଁ ମାର୍ଗ ଖୋଲିଯିବ । ଆପଣଙ୍କ ଆୟ ତୁଳନାରେ ବ୍ୟୟ କମ୍ ହେବା କାରଣରୁ ଆପଣ ଅଧିକ ଧନ ସଞ୍ଚୟ କରିପାରିବେ । ଗଣେଶ ପୂଜା ଯେହେତୁ ଶୁଭ ଦିନ ତେଣୁ ଆପଣମାନେ ଏହି ଦିନ ଦୁଃଖିମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଦିଅନ୍ତୁ ।

୬) କୁମ୍ଭ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ଅତ୍ୟନ୍ତ ଶୁଭ ଦାୟକ ରହିବ । ଅଧିକ ସମୟରୁ ପୂରଣ ନ ହୋଇ ରହିଥିବା କାର୍ଯ୍ୟଟି ପୂରଣ ହେବ । କମ୍ ସମୟରେ ଅଧିକ ସଫଳତାର ଯୋଗ ରହିଛି । ମାତା ଲଷ୍ମୀ ଓ ଗଣେଶଙ୍କ କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ । ନୂଆଁ ଜମି ବା ଘର କ୍ରୟ କରିପାରନ୍ତି । ଆପଣଙ୍କ ରାଶିରେ ଗ୍ରହମାନଙ୍କ ଶୁଭ ପ୍ରଭାବ ପଡୁଥିବା କାରଣରୁ ଆପଣମାନେ ଗଣେଶ ଓ ଲଷ୍ମୀଙ୍କ ପୂଜା ଅର୍ଚନା କରନ୍ତୁ । ଦେଖିବେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ ।

୭) ମୀନ ରାଶି –

ଏହି ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ବହୁତ ଉତ୍ତମ ରହିବ । ଏହି ସମୟରେ ଆପଣମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଅନେକ ସମୟରୁ ଲାଗି ରହିଥିବା ସମସ୍ୟା ଗୁଡ଼ିକ ବହୁତ ଶୀଘ୍ର ଦୂର ହୋଇଯିବ । ପଦନ୍ନତି ପାଇଁ ଆପଣମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିପାରେ । ଆପଣ ବ୍ୟବସାୟରେ ବହୁତ ଲାଭବାନ ହେବେ । ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଉତ୍ତମ ସମୟ ଅଟେ । ତେଣୁ ଆପଣମାନେ ଏହି ସମୟରେ ଯେକୌଣସି ବ୍ୟବସାୟ ଆରମ୍ଭ କରିପାରିବେ ।

Leave a Reply

Your email address will not be published. Required fields are marked *